ଲଗାତାର ତିନିଟି ଫ୍ଲପ୍ ପରେ ଅସୁବିଧାରେ ପଡିଛନ୍ତି ରଣବୀର ସିଂହ। ତାଙ୍କ କ୍ୟାରିୟର ଉପରେ କଳା ବାଦଲ ଘୋଟି ଆସିଛି। YRF ତାଙ୍କ ସହ କୌଣସି ଫିଲ୍ମ ନ କରିବାକୁ ନିଷ୍ପତ୍ତି ନେଇଛି।
ସେମାନଙ୍କ କେମେଷ୍ଟ୍ରୀ ସାଧାରଣ ଲୋକଙ୍କୁ ବି ଖଟ୍କା ଲାଗୁଥିଲା । ସେମାନଙ୍କର ବଡି ଲାଙ୍ଗୁଏଜ୍ ସେମାନଙ୍କୁ ମ୍ୟାଚ୍ କରୁନଥିଲା ।
ଆଜିକାଲି ଶାରୀରିକ ସମ୍ପର୍କ ଏକ ସାଧାରଣ କଥା ହୋଇଯାଇଛି। ଯୁବତୀମାନେ ଶାରୀରିକ ସଂପର୍କ ରଖି ଗର୍ଭବତୀ ହେଉଛନ୍ତି ଆଉ ଆବର୍ସନ କରୁଛନ୍ତି। ତେବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଠିକ୍ ନା ଭୁଲ ଏହାକୁ ନେଇ ଏମିତି କହିଛନ୍ତି କିଛି ସେଲିବ୍ରିଟି। ଆସନ୍ତୁ ଜାଣିବା…
ଆଜି ବଲିଉଡର ଜଣେ ଆଗଧାଡିର ଅଭିନେତା ହେଲେ ରଣବୀର ସିଂହ। ସେ ତାଙ୍କର ସଂଘର୍ଷର ଦିନଗୁଡ଼ିକୁ ମନେପକାଇ ଭାବପ୍ରବଣ ହୋଇଛନ୍ତି। ପ୍ରଥମ ପୋର୍ଟଫୋଲିଓ ପାଇଁ ତାଙ୍କ ବାପା କିପରି ଟଙ୍କା ଦେଇଥିଲେ ତାହା ମନେପକେଇଛନ୍ତି।
ଚତୁର୍ଥ ବିବାହ ବାର୍ଷିକୀ ପାଳନ କରିଛନ୍ତି ରଣବୀର ସିଂହ ଏବଂ ଦୀପିକା। ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ରଣବୀର ଦୀପିକା ପାଦୁକୋନଙ୍କୁ ସୁନ୍ଦର ସର୍ପ୍ରାଇଜ୍ ଦେଇଛନ୍ତି। ଜାଣନ୍ତୁ କ’ଣ ସର୍ପ୍ରାଇଜ୍ ଦେଲେ।
ଏବେ ସାନିଆ ମିର୍ଜା ଓ ଶୋଏବ ମଲ୍ଲିକଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିବାହ ବିଚ୍ଛେଦର କାରଣ ମଡେଲର୍ ଆୟେସା ବୋଲି କୁହାଯାଉଛି। କିନ୍ତୁ ଶୋଏବଙ୍କୁ ବିବାହ କରିବା ପୂର୍ବରୁ ଶାହିଦଙ୍କ ସହ ସାନିଆଙ୍କ ଚାଲିଥିଲା ଚକ୍କର ଆଉ ସେ ରଣବୀରଙ୍କୁ ବିବାହ କରିବାକୁ ଚାହୁଁଥିଲେ ବୋଲି କହିଥିଲେ।
'ବ୍ରହ୍ମାସ୍ତ୍ର ୨'ରେ ଦେବ ଭୂମିକାରେ କିଏ ଅଭିନୟ କରିବେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଏହି ଚରିତ୍ରକୁ ନେଇ କେତେବେଳେ ରଣବୀର ସିଂହଙ୍କ ନାମ ଆସିଛି ତ ପୁଣି କେତେବେଳେ ହ୍ରିତିକ ରୋଶନ। ଏବେ ଏମିତି ଜଣେ ସୁପରଷ୍ଟାରଙ୍କ ନାମ ଆସିଛି ଯାହାକୁ ନେଇ ତାଙ୍କ ପ୍ରଶଂସକଙ୍କ ଖୁସି ସୀମା ପାର ହୋଇଯିବ।
‘ବ୍ରହ୍ମାସ୍ତ୍ର’ ଏବେ ବକ୍ସ ଅଫିସ୍ରେ ହଇଚଇ ସୃଷ୍ଟି କରୁଛି। ଏହାର ଦ୍ୱିତୀୟ ଭାଗକୁ ନେଇ ମଧ୍ୟ ଦର୍ଶକେ ଉତ୍ସାହିତ ହୋଇପଡିଲେଣି। ଦ୍ୱିତୀୟ ଭାଗର ମୁଖ୍ୟ ଭୂମିକାରେ ରଣବୀର କପୁର ନା ହ୍ରିତିକ ରୋଶନ ନଜର ଆସିବେ, ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା। ତେବେ କିଏ ଏହି ଭୂମିକାରେ ଆସିବେ ଜାଣନ୍ତୁ।
ଅଗଷ୍ଟ ୨୨ରେ ଥାନାରେ ହାଜର ପାଇଁ ନିର୍ଦ୍ଦେଶ । ମୁମ୍ବାଇ ଘରକୁ ଯାଇ ନୋଟିସ୍ ଦେଲା ପୋଲିସ୍ ।
ଆଜିକାଲି ରଣବୀର ସିଂହ ନିଜ ନ୍ୟୁଡ୍ ଫଟୋସୁଟ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହାକୁ ନେଇ ସୋସିଆଲ୍ ମିଡିଆରେ ତାଙ୍କୁ ଖୁବ୍ ବିରୋଧ କରାଯାଉଛି। ଫଳରେ ବଲିଉଡ୍ ତାଙ୍କୁ ଲଗାତର ସମର୍ଥନ କରି ତାଙ୍କୁ ରକ୍ଷା କରୁଥିବା ଦେଖାଯାଉଛି। ଆସନ୍ତୁ ଜାଣିବା କିଏ କ’ଣ କହୁଛନ୍ତି।
ଅଭିନେତାଙ୍କ ଫଟୋସୁଟ୍କୁ ନେଇ ବିବାଦ । ବର୍ତ୍ତମାନ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରାଯାଉଛି ।
ରଣବୀର ସିଂହଙ୍କ ନ୍ୟୁଡ୍ ଫଟୋସୁଟ୍କୁ ନେଇ ଏବେ ବିବାଦ ବଢିବାରେ ଲାଗିଛି। ଏନେଇ ରଣବୀର ମଧ୍ୟ ଟ୍ରୋଲ୍ ହେଉଛନ୍ତି। ଅନେକଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଏହି ବିବାଦୀୟ ଫଟୋ କେଉଁଠାରେ, କିଏ, କେବେ ସୁଟ୍ କରିଥିଲେ। ଆସନ୍ତୁ ଜାଣିବା…
ରଣବୀର ସିଂଙ୍କ ବିରୋଧରେ ଦେଶବ୍ୟାପି ବିରୋଧ , ଏବେ ତାଙ୍କ ପାଇଁ ଆରମ୍ଭ ହୋଇଛି ବସ୍ତ୍ରଦାନ ଅଭିଯାନ ।
ହିନ୍ଦୀ ଫିଲ୍ମ ଅଭିନେତା ରଣବୀର ସିଂହଙ୍କ ବିରୋଧରେ ମାମଲା ରୁଜୁ.....
ରଣବୀର ସିଂହଙ୍କ ବୋଲ୍ଡ ଫଟୋସୁଟ୍କୁ ନେଇ ବିବାଦ ଉଠିଥିବା ବେଳେ ଏହାକୁ ସମର୍ଥନ କରିଛନ୍ତି ଗୋପାଳ ବର୍ମା। ସେ ଉଠେଇଛନ୍ତି ଲିଙ୍ଗଗତ ସମାନତା କଥା। ନାରୀମାନେ ସେମାନଙ୍କ ବୋଲ୍ଡନେସ୍ ଦେଖଉଥିବା ବେଳେ ପୁରୁଷମାନେ କାହିଁକି ନୁହେଁ ବୋଲି କହିଛନ୍ତି
ସବୁବେଳେ ନିଜ ଫ୍ୟାଶନ ସେନ୍ସକୁ ନେଇ ଚର୍ଚ୍ଚାରେ ରହୁଥିବା ରଣବୀର ସିଂହ ଏବେ ଏମିତି ଫଟୋସୁଟ୍ କରିଛନ୍ତି ଯାହାକୁ ଦେଖି ଆପଣ ନ ହସି ରହିପାରିବେ ନାହିଁ। ତାଙ୍କ ନ୍ୟୁଡ୍ ଫଟୋକୁ ନେଇ ଅନେକ ମୀମ୍ସ କରୁଛନ୍ତି।
ବଡ଼ ବଡ଼ ସେଲିବ୍ରିଟି ଓ ନେତା ମନ୍ତ୍ରୀ ଏବଂ ଲୋକପ୍ରିୟ ବ୍ୟକ୍ତି ବିଶେଷଙ୍କ ବିରୋଧରେ ପିଟିସନ୍ ଦାଖଲ କରିବାରେ ଏହି ସାମଜସେବୀ ରେସ୍ର ସବୁଠୁ ଆଗରେ ।
‘ଜୟେଶଭାଇ ଜୋରଦାର୍’ ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲର୍ରୁ ଲାଗୁଛି ଯେ ରଣବୀର ସିଂହ ପୁଣି ଥରେ ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିବେ। ଫିଲ୍ମର ଟ୍ରେଲର୍ ରିଲିଜ୍ ହେଉ ହେଉ ଏହା ଏବେ ଦର୍ଶକଙ୍କ ମଧ୍ୟରେ ଛାଇଗଲାଣି।
ଏକ ପୁରସ୍କାର କାର୍ଯ୍ୟକ୍ରମରେ ରାଖୀ ସାୱନ୍ତଙ୍କୁ ଦେଖି ରଣବୀର ସିଂହଙ୍କ ଯୋଶ୍ ଦୁଇଗୁଣ ହୋଇଯାଇଛି। ସେ ତାଙ୍କ ସହିତ ଜବରଦସ୍ତ ଫଟୋ ପୋଜ୍ ଦେଉଥିବା ଦେଖାଯାଉଛି। ଭାଇରାଲ ହେଉଥିବା ଏହି ଫଟୋ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
ବଲିଉଡ ଅଭିନେତା ରଣବୀର ସିଂହ ନିଜର ଷ୍ଟାଇଲିସ୍ ଲୁକ୍ ନେଇ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ଅଭିନୟକୁ ନେଇ ଯେତିକି ପସନ୍ଦ କରାଯାଏ ତାଙ୍କ ଫେସନ ସେନ୍ସକୁ ନେଇ ତା’ ଠାରୁ ଅଧିକ ପ୍ରଶଂସା କରାଯାଏ। ଏହି କାରଣରୁ ବହୁତ କମ ଦିନରେ ସେ ଦର୍ଶକଙ୍କ ହୃଦୟରେ ଏକ ବଡ ଜାଗା ଅକ୍ତିଆର କରିବାରେ ସକ୍ଷମ ହୋଇପାରିଛନ୍ତି। ନିଜ ଏନର୍ଜି ଦ୍ୱାରା ସେ ଖୁବ୍ କମ ସମୟରେ ସମସ୍ତଙ୍କୁ ନିଜର କରି ନିଅନ୍ତି।
ଅଭିନେତା ରଣବୀର ସିଂ ବଲିଉଡରର ଜଣେ ଜଣାଶୁଣା ଓ ପ୍ରସିଦ୍ଧ ଅଭିନେତା । ସବୁବେଳେ ରଣବୀର ନିଜର ଲୁକ୍ କୁ ନେଇ ଟ୍ରୋଲ୍ ହୋଇଥାନ୍ତି । କେବେ ରଙ୍ଗବେରଙ୍ଗର ପୋଷାକ ପିନ୍ଧି ତ କେବେ କିଛି ମଜାକିୟା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ରଣବୀର । ନିଜ ଲୁକ୍ ଉପରେ ସବୁବେଳେ ଏକ୍ସପେରିମେଣ୍ଟ କରନ୍ତି ରଣବୀର । ଏଥର ମଧ୍ୟ ସେ ତାଙ୍କର ନୂଆ ହେୟାର ଷ୍ଟାଇଲର ଲୁକ୍ ପାଇଁ ଚର୍ଚ୍ଚାରେ ଅଛନ୍ତି
ବଲିଉଡର ସବୁଠାରୁ ପ୍ରେମୀ ଦମ୍ପତି ହେଲେ ଦୀପିକା ପାଦୁକୋନ ଓ ରଣବୀର ସିଂ। ଏହି ଦୁଇ ପ୍ରେମୀ ଯୁଗଳ ନଭେମ୍ବର ୨୦୧୮ରେ ଇଟାଲୀରେ ଏକ ଗ୍ରାଣ୍ଡ୍ ଡେଷ୍ଟିନେସନ୍ ବିବାହ କରି ପରସ୍ପରର ହାତ ଧରିଥିଲେ। ସୋସିଆଲ ମିଡିଆରେ ଉଭୟ ଦୀପିକା ଏବଂ ରଣବୀରଙ୍କର ଅନେକ ପ୍ରଶଂସକ ଅଛନ୍ତି। ପ୍ରଶଂସକମାନେ ସେମାନଙ୍କ ବିଷୟରେ ପ୍ରତ୍ୟେକ ଦିନ କିଛି ନା କିଛି ଜାଣିବାକୁ ଆଗ୍ରହୀ।
ମୁମ୍ବାଇ: ବିରାଟ-ଅନୁଷ୍କାଙ୍କ ବିବାହ ପରେ ଯେଉଁ ସେଲିବ୍ରେଟିଙ୍କ ବିବାହ ପାଇଁ ସମେସ୍ତ ଚାହିଁ ରହିଛନ୍ତି ସେ ହେଲେ ଦୀପିକା ପାଦୁକୋନ୍ ଓ ରଣବୀର ସିଂଙ୍କ ବିବାହ। ମିଳିଥିବା ସୂଚନା ଯଦି ସତ ହୋଇଥାଏ ତେବେ ଖୁବ୍ ଶୀଘ୍ର ବଲିଉଡ଼ର ଏହି ପାୱାର କପଲ୍ଙ୍କ ଘରେ ଶାହାନାଇ ବାଜିବ। ପୂର୍ବରୁ ଦୀପିକା-ରଣବୀରଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ମଧ୍ୟ ତାହା କେବେ ସତରେ ପରିଣତ ହୋଇନାହିଁ। ପୁଣିଥରେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖବର […]
ନୂଆଦିଲ୍ଲୀ: ସାଧାରଣତଃ ବଡ଼ ବଡ଼ କ୍ରିକେଟର ହୁଅନ୍ତୁ କିମ୍ବା କୌଣସି ବଲିଉଡ୍ ଷ୍ଟାର, ସମସ୍ତଙ୍କର କିଛି ନା କିଛି ସୌକ ରହିଥାଏ । ସୌକିନ୍ ଜିନିଷ ପ୍ରତି ସେମାନଙ୍କର ଆଗ୍ରହ ରହିଥିବା ଦେଖାଯାଇଛି । କିଛି ସେଲିବ୍ରିଟି ମାନଙ୍କୁ ବଡ଼ ବଡ଼…