• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Railway Recruitment 2021

Railway Recruitment 2021
ଗ୍ରାଜୁଏଟ୍‌ ଓ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ଚାକିରି ସୁଯୋଗ ଆଣିଲା ରେଲ୍‌ୱେ

ସରକାରୀ ଚାକିରି କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ରେଲ୍‌ୱେ ଗ୍ରାଜୁଏଟ୍‌ ଓ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ଚାକିରି ସୁଯୋଗ ଆଣିଛି। ଇଷ୍ଟର୍ଣ୍ଣ ରେଲ୍‌ୱରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ The Railway Recruitment Cell ଅନ୍‌ଲାଇନ୍‌ ଆବେଦନପତ୍ର ଆହ୍ୱାନ କରୁଛି।

Railway Recruitment 2021: Last Chance To Apply For Over 2200 Posts, Know Details
ରେଲୱେ ନିଯୁକ୍ତି ପାଇଁ ଆବେଦନ; ୨୨୦୦ ପଦବୀ ଖାଲି

ପୂର୍ବ କେନ୍ଦ୍ର ରେଲୱେ ଏହା ବିଭିନ୍ନ ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରିଛି। ପ୍ରାର୍ଥୀମାନେ ଆପ୍ରେଣ୍ଟିସିପ୍ ଟ୍ରେନିଂ ଠାରୁ ଆରମ୍ଭ କରି ଫିଟର, ଟର୍ଣ୍ଣର, ମେକାନିଷ୍ଟ, ପେଣ୍ଟର୍, ଇଲେକ୍ଟ୍ରିକାଲ୍, ୱାୟାରମ୍ୟାନ୍, କାର୍ପେଣ୍ଟର୍ ଓ ୱେଲ୍‌ଡର୍ ପାଇଁ ମଧ୍ୟ ଆବେଦନ କରିପାରିବେ। ସମୁଦାୟ ୨୨୦୦ ପଦବୀ ଖାଲିଥିବା ଜଣାଯାଇଛି।

train
ରେଳବାଇରେ ଚାକିରି କରିବା ଲାଗି ଇଚ୍ଛା ରହିଛି କି? ମାତ୍ର ଦ୍ୱାଦଶ ପାସ୍‌ କରିଥିଲେ ଆପଣ ବି ପାଇପାରିବେ ୯୨ ହଜାର ଦରମା

ତେବେ ମୋଟ୍‌ ଉପରେ କହିବାକୁ ଗଲେ, RRC ରେଳ ନିଯୁକ୍ତି ୨୦୨୧ ପ୍ରକାଶ ପାଇଛି। ପଶ୍ଚିମ ରେଳବାଇର ରେଳ ନିଯୁକ୍ତି ସେଲ୍ (RRC) ଗ୍ରୁପ୍ ସି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଯେଉଁଥିରେ କ୍ରୀଡା କୋଟା ମାଧ୍ୟମରେ ଗ୍ରୁପ୍ ସି ର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଜରିଆରେ ଆବେଦନ କରିବା ପାଇଁ କୁହାଯାଇଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୦୩ ସେପ୍ଟେମ୍ବର ମଧ୍ୟରେ rrc-wr.com ରେ ପଶ୍ଚିମ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଭିଜିଟ୍‌ କରି ଅନଲାଇନରେ ଆବେଦନ କରିପାରିବେ।

Railway Recruitment 2021
ରେଳ ନିଯୁକ୍ତି ୨୦୨୧: ଗ୍ରୁପ୍ ସି ପଦବୀ ପାଇଁ ଆବେଦନ

ପଶ୍ଚିମ ରେଳବାଇ ଗ୍ରୁପ୍ ସି ପଦବୀ ପାଇଁ ଆବେଦନ ନେଇ ଏକ ନୂଆ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୨୧ଟି ପଦବୀ ପାଇଁ କ୍ରୀଡା କୋଟାରେ ରେଳ ନିଯୁକ୍ତି ୨୦୨୧ ପାଇଁ ଆବେଦନ କରିପାରିବେ।