ବହୁ ଚର୍ଚ୍ଚିତ କାମିୟା ଜାନି ଓ ଗୋମାଂସ ଭକ୍ଷଣ ପ୍ରଚାର ବିବାଦ ପ୍ରସଙ୍ଗରେ ମତ ରଖି ଗଜପତି କହିଛନ୍ତି, ଯଦି ଅଭିଯୋଗ ହୋଇଥାଏ ତା ହେଲେ ଏପରି ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ କାହିଁକି ନିଆଯିବ।