• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Promotion

ବାବାଙ୍କୁ ଦେବାକୁ ପଡ଼େ କଠିନ ପରୀକ୍ଷା
Mahakumbh 2025: ଆଖଡ଼ାରେ ବି ଅଛି ‘ପ୍ରମୋସନ ଓ ଆପ୍ରେଜାଲ’ ବ୍ୟବସ୍ଥା, ଜାଣନ୍ତୁ କିପରି ବଣ୍ଟାହୁଏ ପଦପଦବୀ

୧୨ ବର୍ଷର କଠିନ ତପସ୍ୟା ପରେ ଜଣେ ସାଧୁଙ୍କୁ ନାଗାର ସଜ୍ଞା ପ୍ରାପ୍ତ ହୋଇଥାଏ । ଏହି ପଦବୀ ପାଇବା ପରେ ଆଖଡ଼ାର ଦାୟିତ୍ୱବାନ ଅଧିକାରୀ ହୋଇଯାଆନ୍ତି ନାଗା ସାଧୁ । ବୈଷ୍ଣବ ଆଖଡ଼ାର ପରମ୍ପରା ଅନୁସାରେ ରକମୀ ସାଧୁଙ୍କୁ ନିଜର ବଡ଼ ବନ୍ଦଗିଦାରଙ୍କ ଠାରୁ ଆରମ୍ଭ କରି ମହାଅତୀତ ସାଧୁଙ୍କ ସେବା କରିବାକୁ ପଡ଼େ । ବନ୍ଦଗୀଦାର କୋଠି ଓ ଭଣ୍ଡାରର ବ୍ୟବସ୍ଥା କରନ୍ତି, ବାଡ଼ି ଉଠାଇବା ଓ ଶାସ୍ତ୍ରର ଶିକ୍ଷା ଗ୍ରହଣ କରିବା ତାଙ୍କର କାର୍ଯ୍ୟ ହୋଇଥାଏ । ସେମାନେ ମନ୍ଦିରର ଦେଖାରଖା ସହ ଖାଦ୍ୟବ୍ୟବସ୍ଥା ମଧ୍ୟ ଦେଖନ୍ତି ।

Supreme Court
କର୍ମଚାରୀଙ୍କ ପଦୋନ୍ନତି, ସେମାନଙ୍କର ମୌଳିକ ଅଧିକାର: ସୁପ୍ରିମକୋର୍ଟ

କର୍ମଚାରୀମାନେ ନିଜର ଯୋଗ୍ୟତା ମାନଦଣ୍ଡକୁ ପୂରଣ କରି ପଦୋନ୍ନତି ପାଇଁ ବିବେଚିତ ହେବା ସେମାନଙ୍କ ଅଧିକାର । କୌଣସି କର୍ମଚାରୀଙ୍କର ପଦୋନ୍ନତି ନକରିବା ତାହା ତାଙ୍କର ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରେ ।