• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Politics

Odisha Politics
Political Parties Gear Up for 2025: ୨୦୨୫ରେ କଣ ରହିବ ପଲିଟିକାଲ ଚାଲେଞ୍ଜ ? କେଉଁ ରଣନୀତି ସହ ଗ୍ରାଉଣ୍ଡକୁ ଯିବେ ଶାସକ-ବିରୋଧୀ ?

ନୂଆ ସରକାରଙ୍କ ଆଗରେ ନୂଆ ବର୍ଷରେ କଣ ରହିବ ଆହ୍ୱାନ ? ବିଜେପି, ମାଳ ମାଳ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି। ଯଦିଓ ସୁଭଦ୍ରା, ଧାନ କ୍ବିଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍ ସହାୟତା, ଶ୍ରୀମନ୍ଦିର ଚାରି ଦ୍ୱାର ଓ ରତ୍ନଭଣ୍ଡାର ଖୋଲା ଭଳି ଅନେକ ପ୍ରତିଶ୍ରୁତି ପୂରଣ ହୋଇଛି। 

Tathagata Satpathy
Tathagata Satpathy: ନବୀନଙ୍କୁ ତଥାଗତଙ୍କ ତୀର, ମୋହନଙ୍କୁ ଫୁଲ; ଓଟିଭିକୁ EXCLUSIVE ପ୍ରତିକ୍ରିୟା

ଯଦି ବିଜେଡି କେବଳ ନବୀନଙ୍କ ନାଁରେ ୫ ଥର ଜିତିଥିଲା, ତେବେ ଷଷ୍ଠ ଥରରେ ପରାଜୟ ପାଇଁ ସେହି ନେତା ହିଁ ସଂପୂର୍ଣ୍ଣ ଦାୟୀ ।

Tathagata Satpathy
Tathagata Satpathy: ନବୀନ ପଟ୍ଟନାୟକଙ୍କୁ ତଥାଗତଙ୍କ ତେରେଚ୍ଛା ବାଣ ! କହିଲେ ...

ନୂଆବର୍ଷରେ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କଲେ ତଥାଗତ ସତପଥୀ । କ’ଣ ପାଇଁ ବିଜେଡି ହାରିଲା ସମ୍ପାଦକୀୟରେ ରଖିଲେ ମତ । ପରାଜୟ ପାଇଁ ପାଣ୍ଡିଆନ କି ଭାଜପା ନୁହେଁ, ନବୀନ ହିଁ ଦାୟୀ ବୋଲି ସେ କହିଛନ୍ତି ।

Tigress Zeenat
Tigress Zeenat: ବାଘୁଣୀ ‘ଜୀନତ୍’କୁ ନେଇ ରାଜନୀତି କରୁଛି ପଶ୍ଚିମବଙ୍ଗ; ଟ୍ରାଙ୍କୁଲାଇଜ୍ ହେବା ୩ ଦିନ ପରେ ବି ଛାଡ଼ୁନି....

ଜୀନତ୍ ଟ୍ରାଙ୍କୁଲାଇଜ୍ ହେବାର ୪୮ ଘଣ୍ଟା ବିତିଗଲାଣି। ହେଲେ ଆଲିପୁର ଚିଡ଼ିଆଖାନାରେ ବନ୍ଦୀ ଜୀବନ ବିତାଉଛି ଏହି ମରାଠା ବାଘୁଣୀ। ଯନ୍ତା ଭିତରେ ରହି ଏକ ପ୍ରକାର ଅସହାୟ ହୋଇଗଲାଣି।

୨୦୨୪ର ବଡ଼ ଘଟଣା
Yearender Odisha Politics 2024:ଟଳି ପଡିଥିଲେ ରଥୀ ମହାରଥୀ, ଧରାଶାୟୀ ହୋଇଥିଲେ ଦଳପତି

ଓଡ଼ିଶା ରାଜନୀତିରେ ୨୦୨୪ ଥିଲା ପରିବର୍ତ୍ତନର ବର୍ଷ । ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼। ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଥିଲା ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା।

Naveen Patnaik Begins His District Visit
Special Story: ଜିଲ୍ଲା ଗସ୍ତ କରିବେ ବିଜେଡି ମୁଖିଆ; ଦି ଫାଳ କର୍ମୀ, ଚିନ୍ତାରେ ନେତା...

ଡିସେମ୍ବର ୩୦ ତାରିଖରୁ ଗଞ୍ଜମ ଜିଲ୍ଲା ଗସ୍ତରେ ବାହରିବେ ନବୀନ । ହଞ୍ଜିଳି, କବିସୂର୍ଯ୍ୟନଗର ଓ ଆସିକା ଯିବେ । ମୁଖିଆଙ୍କ ଗସ୍ତ ଏବେ ଜିଲ୍ଲା ନେତାଙ୍କ ପାଇଁ ମୁଣ୍ଡ ବିନ୍ଧା ।

କାହିଁକି ଅଚାନକ ଇସ୍ତଫା ?
ରାଜନୀତିକୁ ଫେରିବେ କି ରଘୁବର ? 

ରାଜ୍ୟପାଳ ରଘୁବର ଦାସଙ୍କ ଅଚାନକ ଇସ୍ତଫାକୁ ନେଇ ଜୋରଦାର ଚର୍ଚ୍ଚା। ପୁଣିଥରେ ପ୍ରତ୍ୟକ୍ଷ ରାଜନୀତିକୁ ଫେରିବେ କି ରଘୁବର ? 

Congress PCC
କିଏ ପିନ୍ଧିବେ ରାଜ୍ୟ କଂଗ୍ରେସର ମୁଖିଆ ପଗଡ଼ି ?

ବିନା ମୁଖିଆରେ ୫ ମାସ ବିତିଲାଣି, ଏବେ ନୂଆ ବର୍ଷକୁ ଅପେକ୍ଷା। ବର୍ଷ ୨୦୨୫ ଆରମ୍ଭରେ ରାଜ୍ୟ କଂଗ୍ରେସକୁ ନୂଆ ମଙ୍ଗୁଆଳ ମିଳିଯିବ ବୋଲି ଆଜି ବରିଷ୍ଠ ନେତା ମହମ୍ମଦ ମୋକିମ୍ ଦମ୍ଭୋକ୍ତି କରିଥିବାବେଳେ ସାଂସଦ ସପ୍ତଗିରି ଉଲାକା ବି ଖୁବଶୀଘ୍ର ଜଣେ ଦକ୍ଷ ଲୋକଙ୍କୁ ଏ ପଦରେ ଏଆଇସିସି ବସାଇବ ବୋଲି ସଙ୍କେତ ଦେଲେଣି। ତେବେ ବରିଷ୍ଠ ନା ଯୁବ ଚେହେରା, କିଏ ପିନ୍ଧିବେ ରାଜ୍ୟ କଂଗ୍ରେସର ମୁଖିଆ ପଗଡ଼ି ?

Congress PCC
Odisha Congress: ନୂଆବର୍ଷରେ ନୂଆ ପିସିସି ସଭାପତି; ବରିଷ୍ଠ ନା ଯୁବ ଚେହେରା, କିଏ ସମ୍ଭାଳିବେ ରାଜ୍ୟ କଂଗ୍ରେସର ମଙ୍ଗ ?

ବର୍ଷ ଆରମ୍ଭରୁ ନୂଆ ମଙ୍ଗୁଆଳଙ୍କୁ ଧରି ମଇଦାନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ ହେଲେ ଲବି ନୁହେଁ- ବରଂ କୋରାପୁଟରୁ ପୁରୀ ଯାଏଁ ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ ତାଙ୍କୁ ହିଁ ଏଆଇସିସି ମୁଖିଆ ଦାୟିତ୍ବ ଦେବ ବୋଲି ଦୃଢତାର ସହ କହିଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍।

Amaresh Jena
BJD Corporator Amaresh Jena: ଶଙ୍ଖକୁ ବାଏ ବାଏ !! ପଦ୍ମ ଧରିବେ ବିଜେଡି କର୍ପୋରେଟର ଅମରେଶ !!

ବିଜେପି ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି କର୍ପୋରେଟର୍ ଅମରେଶ ଜେନା ଓରଫ୍ ବାଇଁଆ ?

Allu Arjun
Allu Arjun Stampede Row: ତେଲେଙ୍ଗାନା ରାଜନୀତିରେ ଅଲ୍ଲୁ ଅର୍ଜୁନ ଝଡ, କଂଗ୍ରେସ ବିଜେପି ମୁହାଁମୁହିଁ

ସେ ଦିନ ଅଲ୍ଲୁ ଅର୍ଜୁନ ଜାଣିଥିଲେ ହଲ୍ ବାହାରେ ଦଳାଚକଟାରେ ଯାଇଛି ଜଣଙ୍କ ଜୀବନ । ଏହା ପରେ ବି କାର୍‌ରୁ ବାହାରି ହାତ ହଲେଇ ଲୋକଙ୍କୁ ଉସୁକାଇଥିଲେ ।

Ruben Banerjees Book
ରୁବେନ୍ ଖୋଲିଦେଲେ ଗୁମର

ରୁବେନ୍ ବାନାର୍ଜୀଙ୍କ 'ନବୀନ ପଟ୍ଟନାୟକ' ପୁସ୍ତକକୁ ନେଇ ସବୁଠି ହଲଚଲ୍ । କିପରି ପାଣ୍ଡିଆନ୍ ନବୀନଙ୍କୁ କବଜା କରି ରଖିଥିଲେ ଓ ବିଜେଡିରେ କେତେ ଶକ୍ତିଶାଳୀ ଥିଲେ ତାହା ବହିରେ ଉଲ୍ଲେଖ ଅଛି । କୋଟେରୀ ଗ୍ରୁପରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ଓ ରାଜନେତାଙ୍କୁ ଅଣଦେଖା ଯାଏ ସବୁକିଛିକୁ ଏହି ବହିରେ ଲେଖିଛନ୍ତି ରୁବେନ୍ । 

Prasanna Acharya
Pandian Responsible for BJD’s Debacle: ବିଜେଡି ପରାଜୟ ପଛରେ ପାଣ୍ଡିଆନ କାରଣ! ରୁବେନଙ୍କ ବହି, ମତ ରଖିଲେ ପ୍ରସନ୍ନ

ଓଡ଼ିଶାରେ ଦୀର୍ଘ ଦିନ ଧରି ସାମ୍ବାଦିକତା କରିଛନ୍ତି । ବିଜେଡି ଆରମ୍ଭରୁ ଦଳକୁ ଏବଂ ସଂଗଠନକୁ ଅତି ପାଖରୁ ସେ ନିରୀକ୍ଷଣ କରିଛନ୍ତି ।

Former BJD MLA Bijay Mohanty
Former BJD MLA Bijay Mohanty: ଆଉ ନାହାନ୍ତି ପୂର୍ବତନ ବିଧାୟକ ବିଜୟ ମହାନ୍ତି, ୬୦ ବର୍ଷ ବୟସରେ ପରଲୋକ

ବିଜେଡିର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ । ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ ମହାନ୍ତି ଆଉ ନାହାନ୍ତି ।

କେତେବେଳେ କାହାକୁ ଉପରକୁ ଉଠଉଥିଲେ ତ କେତେବେଳେ ତଳକୁ ଖସଉଥିଲେ
Odisha Politics 2024: କେତେବେଳେ କାହାକୁ ଉପରକୁ ଉଠଉଥିଲେ ତ କେତେବେଳେ ତଳକୁ ଖସଉଥିଲେ, କିନ୍ତୁ ଏବେ...

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବୋଧହୁଏ ‘ରୋଟେସନ” ଶବ୍ଦର ଜଣେ ବଡ ଉପାସକ । ୭୮ ବର୍ଷିୟ ଏହି ରାଜନେତା ରୋଟେସନ ଶବ୍ଦର ମାର୍ମିକ ଅର୍ଥ କେବଳ ବୁଝନ୍ତି ନାହିଁ, ତାକୁ ପ୍ରୟୋଗ କରିବାରେ ସେ ଖୁବ୍ ଦକ୍ଷ ବୋଲି ପ୍ରମାଣିତ କରିଛନ୍ତି ।

BJD Fortress Shakes
ଦୋହଲିଗଲାଣି ବିଜେଡି ଦୁର୍ଗ

ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ ଦୋହଲିଗଲାଣି ବିଜେଡି ଦୁର୍ଗ । ପଞ୍ଚାୟତ ଓ ପୌର ନିର୍ବାଚନ ଆଗରୁ ଚରମରେ ଗୋଷ୍ଠୀ କନ୍ଦଳ । ଶଙ୍ଖ ଭବନରେ ଉଚ୍ଚବାଚ ପରେ ନବୀନ ନିବାସ ପହଞ୍ଚିଲା କଳି । ବିଜେପିର ତୀର, ରସାତଳକୁ ଯିବ ଶଙ୍ଖ ଦଳ । ଅଭିଯୋଗକୁ ବିଜେଡିର ଅସ୍ବୀକାର, ଫାଇଦା ଲକ୍ଷ୍ୟରେ କଂଗ୍ରେସ ।

BJD Fortress Shakes
BJD Fortress Shakes: ନବୀନଙ୍କ ନିଜ ଜିଲ୍ଲାରେ ଦୋହଲିଗଲାଣି BJD ଦୁର୍ଗ; BJPର ତୀର, ରସାତଳକୁ ଯିବ ଶଙ୍ଖ ଦଳ

ଦିଲ୍ଲୀରେ ବିଜେଡିର ୭ ସାଂସଦଙ୍କ ଦମ୍ଭୋକ୍ତି, ଆମେ ଏକ୍। କିନ୍ତୁ ଦିନକ ପରେ ନବୀନଙ୍କ ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ତୀବ୍ର। ପରିସ୍ଥିତି ଏମିତି ଯେ, କଥା ଶଙ୍ଖ ଭବନ ଯାଏ ପହଞ୍ଚିଲା। 

BJD Leaders Meet Party Supremo
BJD Leaders Meet Party Supremo: ଗଞ୍ଜାମରେ ଘନଉଛି କି ବିଜେଡି କଳି ? ନବୀନ ନିବାସ ଦ୍ୱାରସ୍ଥ ହେଲେ ନେତା

ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବସିଥିଲା ବୈଠକ । ତଥାପି ବିବାଦ ନତୁଟିବାରୁ ନବୀନ ନିବାସରେ ପହଞ୍ଚିଲେ ଉଭୟ ପକ୍ଷ । ସେଠାରେ ଗଂଜାମର ସମସ୍ତ ନେତାଙ୍କୁ ଭେଟି ଆଲୋଚନା କରିଥିଲେ ବିଜେଡି ସୁପ୍ରିମୋ ।

ଜେଲ୍ ଭିତରର ଛାତିଥରା କାହାଣୀ
Brutal Torture in Jail: ଧିରେ ଧିରେ ସାମ୍‌ନାକୁ ଆସୁଛି ଜେଲ୍ ଭିତରର ଛାତିଥରା କାହାଣୀ

ଅସଦ ଶାସନରୁ ସିରିଆ ବର୍ତ୍ତମାନ ମୁକ୍ତ ହୋଇଛି। ସେନା ବିଦ୍ରୋହୀଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସିରିଆ ରାଷ୍ଟ୍ରପତି ଦେଶ ଛାଡି ପଳାୟନ କରିଛନ୍ତି। ବିଦ୍ରୋହୀମାନେ ଦମସ୍କକୁ ମୁକ୍ତ କରିଛନ୍ତି। ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜୀ ଅଲ- ଜାଲଲି କହିଛନ୍ତି ଯେ ସରକାର ଲୋକଙ୍କ ଦ୍ୱାରା ନିର୍ବାଚିତ ଯେକୌଣସି ନେତୃତ୍ବ ସହ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି।

ପରିବାରକୁ ଯୋଡିଲା ପରିବାର
Maharastra Politics 2024: ପରିବାରକୁ ଯୋଡିଲା ରାଜନୀତି, ମନ୍ତ୍ରିମଣ୍ଡଳରେ ଭାଇଭଉଣୀ

ମହାରାଷ୍ଟ୍ରରେ ରାଜନୀତି କଥା ଉଠିଲେ ମନକୁ ଆସେ ସେଠାରେ ରାଜନୀତି ପାଇଁ ପରିବାର ଖଣ୍ଡ ଖଣ୍ଡ ହୋଇଯାଏ । ଯେମିତି ଉଦ୍ଧବ ଠାକରେ, ରାଜ ଠାକରେ, ଶରଦ ପାୱାର ଓ ଅଜିତ ପାୱାରଙ୍କୁ ନେଇ ଢେର୍ ଚର୍ଚ୍ଚା ହୁଏ । କିନ୍ତୁ ଏଥର ନିର୍ବାଚନରେ ଗୋଟିଏ ପରିବାର ଯୋଡି ହୋଇଯାଇଛନ୍ତି । ଗୋଟିଏ ପରିବାରର ଦୁଇ ଜଣ ହୋଇଛନ୍ତି ମନ୍ତ୍ରୀ ।

IAS Officer Bishnupada Sethi
ସନ୍ଦେହରେ ବିଷ୍ଣୁପଦ ବାଣ୍ଟିଥିବା ହାଇସ୍କୁଲ ଅପଗ୍ରେଡେସନ କାମ

ସନ୍ଦେହରେ IAS ବିଷ୍ଣୁପଦ ସେଠୀ ବାଣ୍ଟିଥିବା ହାଇସ୍କୁଲ ଅପଗ୍ରେଡେସନ କାମ। ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବ୍ରିଜ ଆଣ୍ଡ ରୁଫ୍ ଭଳି କେନ୍ଦ୍ରୀୟ ଉଦ୍ୟୋଗ ଜରିଆରେ ହେଉଥିଲା କି କିକବ୍ୟାକ୍?

IAS Officer Bishnupada Sethi
IAS Officer Bishnupada Sethi: ସନ୍ଦେହରେ ବିଷ୍ଣୁପଦ ବାଣ୍ଟିଥିବା ହାଇସ୍କୁଲ ଅପଗ୍ରେଡେସନ କାମ; ହେଉଥିଲା କି କେଳେଙ୍କାରୀ?

ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବ୍ରିଜ ଆଣ୍ଡ ରୁଫ୍ ଭଳି କେନ୍ଦ୍ରୀୟ ଉଦ୍ୟୋଗ ଜରିଆରେ ହେଉଥିଲା କି କିକବ୍ୟାକ୍? ରାଜ୍ୟ ସରକାରଙ୍କ ସଂସ୍ଥାକୁ ବାଦ୍ ଦେଇ କାହିଁକି କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକୁ ଦେଲେ ସ୍କୁଲ କାମ? 

ରାଜନୈତିକ ଶୂନ୍ୟତା ଭିତରେ ବିରୋଧୀ
Odisha Politics: ଶେଷ ହେଲା ଶୀତକାଳୀନ ଅଧିବେଶନ...ରାଜନୈତିକ ଶୂନ୍ୟତାରେ ବିରୋଧୀ

ସ୍ୱଳ୍ପ ସମୟ ପାଇଁ ବିଧାନସଭା ଚାଲିଥିଲେ ମଧ୍ୟ ଏହା ବେଶ୍ ଘଟଣା ବହୁତ ଥିଲା । ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ବିରୋଧୀ ବିଜେଡି ଓ ଜାତୀୟ କଂଗ୍ରେସ । କନ୍ଧମାଳର ଆମ୍ବ ଡାକୁଆ ଜନିତ ମୃତ୍ୟୁ, ପୂର୍ବତଟ ରେଳପଥରୁ ୱାଲ୍ଟିୟର ରେଳମଣ୍ଡଳ ବିଭାଜନ, ମିଶନ ଶକ୍ତି ବିଭାଗର ସେବିକାମାନଙ୍କର ଦରମା, ଆଳୁ ସଙ୍କଟ, ଦରଦାମ ବୃଦ୍ଧି, ଧାନମଣ୍ଡିରେ ଅବ୍ୟବସ୍ଥା, ୨୫ରୁ ୩୫ ଲକ୍ଷ ଟଙ୍କାରେ ଆସିଷ୍ଟାଣ୍ଟ ସେକ୍ସସନ ଅଫିସର ଚାକିରି ବିକ୍ରି ପ୍ରସଙ୍ଗରେ ସରକାରଙ୍କୁ କାଠଗଢାରେ ଛିଡା କରିବା ପାଇଁ ପ୍ରୟାସ କରିଥିଲେ ବିରୋଧୀ ଦଳ ।

BJP MLA Jayanarayan Mishra BIG Statement
BJP MLA BIG Statement: ‘ବିଜେପି ଯେଉଁଦିନ ହୁଇସିଲ ମାରିବ ସେଦିନ ବିଜେଡି ଗୁଣ୍ଡ ହୋଇଯିବ’

ପୁଣି ବିଜେଡିକୁ ଜୟନାରାୟଣ ମିଶ୍ରଙ୍କ ତାତ୍ସଲ୍ୟ । କହିଲେ-ବିଜେପି ଯୋଉଦିନ ହୁଇସିଲ ଫୁଙ୍କିବ ସେଦିନ ବିଜେଡ଼ି ଗୁଣ୍ଡ ଗୁଣ୍ଡ ହୋଇଯିବ । ଯୋଉଦିନ ଚାହିଁବ ବିଜେଡ଼ିକୁ ଖଣ୍ଡ ଖଣ୍ଡ କରିଦେବ । 

Naveen Under Fire
ମହିଳାଙ୍କ ପାଇଁ କାହିଁକି କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା ?

ଜବାବ ଦେବେ କି ନବୀନ ? ମହିଳାଙ୍କ ପାଇଁ କାହିଁକି କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା ? କାହିଁକି ନବୀନଙ୍କ ଛାତି ଫାଟି ପଡ଼ୁଛି ? ରାଜରାସ୍ତାରେ ହଜାର ହଜାର ମହିଳାଙ୍କୁ କାହିଁକି ବସାଇଛନ୍ତି ?