ମୃତକଙ୍କ ବୟସ ପ୍ରାୟ ୨୭ରୁ ୨୮ବର୍ଷ। ପିଲାଦିନରୁ ତାଙ୍କ ବାପା-ମା’ଙ୍କର ମୃତ୍ୟୁ ହୋଇଯାଇଛି। ଘରେ ତାଙ୍କର ଭାଇ, ଭାଉଜ ଓ ପୁତୁରା ଅଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ କୌଣସି ସୁଇସାଇଡ୍ ନୋଟ୍ ଛାଡି ନାହାଁନ୍ତି।
ରୋଚକ ଘଟଣା । ପର୍ଯ୍ୟଟକଙ୍କୁ ଗୋଡ ହଲାଇ ସ୍ୱାଗତ କଲା ବାଘ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ !
ସମସ୍ତଙ୍କ ଜୀବନରେ ଫଟୋ କିଛି ନା କିଛି ଗୁରୁତ୍ୱ ରଖେ। ଫଟୋଗ୍ରାଫ୍ ମାଧ୍ୟମରେ ଲୋକେ ସେମାନଙ୍କର ଇତିହାସକୁ ଖୋଜନ୍ତି ଆଉ ବୁଝନ୍ତି। ଫଟୋର ଏହି ମହତ୍ତ୍ୱକୁ ବୁଝେଇବା ନେଇ ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ଫଟୋଗ୍ରାଫି ଦିବସ’ ପାଳନ କରାଯାଏ।
ଫଟୋଗ୍ରାଫର ତାଙ୍କର ନିଶା ଏବଂ ପେଶା । ଆଉ ସେଥିପାଇଁ ମେରାଇନ ଇଂଜିନିୟରରୁ ହୋଇଗଲେ ଫଟୋଗ୍ରାଫର । ସେ ହେଉଛନ୍ତି ଜଗତସିଂହପୁରର ପ୍ରବଳ ମହାନ୍ତି ।
ମୃତ ରାଜୁର ପିତାଙ୍କ କହିବା ଅନୁଯାୟୀ ରାତି ଗୋଟାଏ ବେଳେ ତାଙ୍କ ପୁଅର ମୋବାଇଲ୍ ଫୋନରୁ ତାଙ୍କୁ କଲ୍ ଯାଇଥିଲା। ପୁଅ କହିଥିଲା ଯେ କିଛି ଲୋକ ତାକୁ ମରାପିଟା କରୁଛନ୍ତି, ତିରିଶି ହଜାର ଟଙ୍କା ଦେଲେ ଛାଡିବେ ବୋଲି କହିବା ପରେ ଫୋନ କଟି ଯାଇଥିଲା। ସେ ସକାଳୁ ରାୟଗଡା ଆସିବା ବେଳେ ପୁଅର ମୃତ୍ୟୁ ଖବର ପାଇଥିଲେ।