• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Naveenpatnaik

General Election 2024
ବିଜେଡିକୁ ଘାରିିଲାଣି ୨୪ ନିର୍ବାଚନ ଚିନ୍ତା

ଧାମନଗର ଝଟକା ପରେ ପଦ୍ମପୁର ବାଜି ଜିତିବା ନେଇ ବିଜେଡି ଫୁଲ୍ କନ୍ଫିଡେଣ୍ଟ। ତେବେ ଏ ଦୁଇ ବାଇ-ଇଲେକ୍ସନ ଅପେକ୍ଷା ଅଧିକ ଚିନ୍ତା ଚବିଶ ନିର୍ବାଚନକୁ ନେଇ। ଏବେଠାରୁ ପୁରା ଆଲର୍ଟ ମୋଡ୍‌ରେ ଦଳ। ଦୀର୍ଘ ବର୍ଷ ଧରି କ୍ଷମତାରେ ରହିବା ପରେ ସରକାର ବିରୋଧୀ ମାହୋଲ ଦାନା ବାନ୍ଧୁଛି। ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ବି ବଢ଼ିବାରେ ଲାଗିଛି ଏହାକୁ ଚେକ୍ ଦେବା ସହ ସଙ୍ଗଠନ ଉପରେ ଏବେଠାରୁ ଗୁରୁତ୍ୱ ଦେଉଛି ଦଳ। ଆଜି ପଦ୍ମପୁର ପୋଷ୍ଟମର୍ଟମ ବେଳେ ନବୀନ ନିବାସରେ ଏ ବିଷୟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା

Union minister dharemendra pradhan
ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନିଶାନା: ଆପଣ ଥକି ଗଲେଣି, ବୋଧେ କିଛି ବୁଝି ପାରୁନାହାନ୍ତି

ଆପଣ ଥକି ଗଲେଣି, ବୋଧେ କିଛି ବୁଝି ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆଜି କିଛି ଏମିତି ଢଙ୍ଗରେ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଗତକାଲି ପଦ୍ମପୁରକୁ ରେଳ ଲାଇନ୍ ପ୍ରସଙ୍ଗକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଜବାବ ମାଗିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

NaveenPatnaik On Corona
ରାଜ୍ୟବାସୀଙ୍କୁ ପୁଣି ସତର୍କବାଣୀ ଶୁଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟବାସୀଙ୍କୁ ପୁଣି ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟମ ନମାନିଲେ ପୁଣି ଲକଡାଉନ କରାଯିବ ବୋଲି ସତର୍କ କଲେ । ଦେଶର ଅନ୍ୟ ରାଜ୍ୟରେ କୋଭିଡ଼ କେସ୍ ବଢୁଛି । ଭୁବନେଶ୍ୱରରେ କୋଭିଡ୍‌ କେସ୍ ସ୍ଥିର ରହିଛି । ଓଡ଼ିଶା ଧିରେ ଧିରେ ଅନ୍‌ଲକ୍‌ ହେଉଛି