• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Narendra Modi

PM Modi in Bhubaneswar
PM Modi in Bhubaneswar: ବିରୋଧୀଙ୍କୁ ନିଶାନା, ମୋହନଙ୍କୁ ପ୍ରଶଂସା; ରାଜଧାନୀରେ ପ୍ରଧାନମନ୍ତ୍ରୀ

ମନ୍ଦିର ନଗରୀରେ ମୋଦି ଉତ୍ସାହ... କୋହଲା ପାଗକୁ ଉଷୁମ କରୁଥିଲା ନାଚଗୀତ, ସାଂସ୍କୃତିକ ଆୟୋଜନ । କେଉଁଠି ଘୋଡ଼ାନାଚ-ଘଣ୍ଟନାଦ, ଆଉ କେଉଁଠି ଡାଲଖାଇ ଓ ଆଦିବାସୀ ନୃତ୍ୟ... ତାଳେ ତାଳେ ଝୁମୁଥିଲେ ଅଗଣିତ ମୋଦି ଫ୍ୟାନ୍...

DGP Conference In Bhubaneswar
DGP Conference In Bhubaneswar: ଫୋକସରେ ଓଡ଼ିଶା; ପ୍ରଥମ ଥର ପାଇଁ ଭୁବନେଶ୍ବରରେ DGPଙ୍କ ମହାମେଳି

ଫୋକସରେ ଭୁବନେଶ୍ବର । ରାଜ୍ୟ ରାଜଧାନୀରେ ପୋଲିସ ମହାନିର୍ଦ୍ଦେଶକଙ୍କ ମହାମେଳି । ଲୋକସେବା ଭବନରେ ଦେଶ ସୁରକ୍ଷା ସଂପର୍କିତ ମହାମନ୍ଥନ ପ୍ରଥମେ ନ୍ୟାସନାଲ୍ ସିକ୍ୟୁରିଟି ଆଡ୍ଭାଇଜର ଅଜିତ୍ ଡୋଭାଲ୍ ।

Modi in Odisha
Modi Speech in Bhubaneswar: ଦିଲ୍ଲୀରେ ପିଇଥିବା ବଲାଙ୍ଗିର ଚା’କୁ ମନେ ପକାଇଲେ ମୋଦି

ଆଜି ଲିଙ୍ଗରାଜଙ୍କ ଭୂମିକୁ ଆସିବାର ସୁଯୋଗ ମିଳିଛି । ବିମାନ ବନ୍ଦରରେ ଏତେ ସଂଖ୍ୟାରେ ଲୋକଙ୍କ ଭିଡ଼ ଅଭିଭୂତ କରିଥିବା କଥା ଦୋହରାଇଥିଲେ ପ୍ରଧାନମନ୍ତ୍ରୀ ।

PM Modi
PM Modi in Bhubaneswar: ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଦୁଲୁକୁଛି ରାଜଧାନୀ

ଫୋକସରେ ରହିବ ସରକାର ଓ ସଂଗଠନ । ଡିଜି ସମ୍ମିଳନୀରେ ଯୋଗଦେବା ସହ ନୂଆ କରି କ୍ଷମତାକୁ ଆସିଥିବା ବିଜେପି ସରକାର କେମିତି ଚାଲିଛି ତା’ର ସମୀକ୍ଷା କରିବାକୁ ଭୁବନେଶ୍ୱରେ ପହଞ୍ଚିଛନ୍ତି ମୋଦି ।

Ajit Doval
National Security Advisor Ajit Doval: ଅଜିତ୍ ଡୋଭାଲ୍: ପାକିସ୍ତାନରେ ଅଣ୍ଡର କଭର ଏଜେଣ୍ଟ, ଭାରତରେ ରିକ୍ସାବାଲା ...

୧୯୬୮ ବ୍ୟାଚର ଭାରତୀୟ ପୁଲିସ ସେବାର ଅଧିକାରୀ ହେଉଛନ୍ତି ଅଜିତ ଡୋଭାଲ୍ । କେରଳ କ୍ୟାଡରର ଏହି ଅଧିକାରୀ କୋଟ୍ଟାୟାମ ଜିଲ୍ଲାର ଏଏସପି ଭାବେ କାମ ଆରମ୍ଭ କରିଥିଲେ ।

କାହିଁକି କରାଯାଉଛି ଏହି DGP ସମ୍ମିଳନୀ
DGP Conference: କାହିଁକି ହେଉଛି DGP ସମ୍ମିଳନୀ, କେଉଁ ପ୍ରସଙ୍ଗରେ ହେବ ଆଲୋଚନା ?

ଗୃହ ସଚିବ, ଗୃହ ମନ୍ତ୍ରଣାଳୟର ତମାମ ବରିଷ୍ଠ ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଜାତୀୟ ସୁରକ୍ଷା ସହିତ ଜଡିତ ଅଫିସରମାନେ ଉପସ୍ଥିତ ରହିବେ ।

ଭୁବନେଶ୍ୱରରେ ପହଞ୍ଚିଲେ ଅଜିତ ଡୋଭାଲ
DG Conference: ଭୁବନେଶ୍ୱରରେ ପହଞ୍ଚିଲେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ...

ପ୍ରଧାନମନ୍ତ୍ରୀ ମୋଦି ସମ୍ମିଳନୀରେ ଯୋଗଦେବେ । ସମ୍ମିଳନୀ ପାଇଁ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ୱର ।

ରାଜଧାନୀରେ ଟ୍ରାଫିକ୍‌ କଟକଣା
DG Conference Bhubaneswar: ଏହି ସବୁ ରୁଟ୍‌ରେ ୩ ଦିନ ଚାଲିବନି ମୋ ବସ୍‌ !

ସହର ପ୍ରବେଶ ପଥ ସହ ପ୍ରମୁଖ ଛକ ଗୁଡ଼ିକରେ ଚାଲିଛି କଡ଼ା ଚେକିଂ। BSF ଯବାନଙ୍କ ସହ ମିଶି ଯାନବାହନକୁ ଚେକିଂ କରିବା ସହ ସହରରେ ପାଟ୍ରୋଲିଂକୁ ଜୋରଦାର କରିଛି କମିଶନରେଟ୍ ପୋଲିସ।

କୋହଳ ହେଲା ଆବାସ ଯୋଜନା ଯୋଗ୍ୟତା ମାନଦଣ୍ଡ। ଏଣିକି ବାଇକ୍, ଫ୍ରିଜ୍ କିମ୍ବା   ଲ୍ୟାଣ୍ଡଫୋନ୍ ଥିଲେ ବି ମିଳିବ ଆବାସ।
PMAY: ଖୁସି ଖବର ! ବାଇକ୍-ଫ୍ରିଜ୍-ଲ୍ୟାଣ୍ଡଫୋନ୍ ଥିଲେ ବି ମିଳିପାରେ ଆବାସ..

ସବୁ ଜିଲ୍ଲାପାଳଙ୍କ ପାଖକୁ ପଠାଗଲା ନୂଆ ଗାଇଡଲାଇନ୍ । ଘରେ ଥାଇ ଅନଲାଇନରେ ଜାଣି ହେବ ଆବେଦନପତ୍ର ଷ୍ଟାଟସ୍ ।

PM'S Odisha Visit
PM'S Odisha Visit: ମୋଦି ଆସୁଛନ୍ତି ବୋଲି… ଫିଲ୍ମ ଦେଖୁଛନ୍ତି ବିଜେପି ନେତା

ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରାୟ ଦୁଇଘଣ୍ଟା କଥାହେବେ। କାଳେ ମୋଦି କ'ଣ ପଚାରି ଦେବେ, ସେଇଥିପାଇଁ ସିନେମା ଦେଖି ନିଜକୁ ପ୍ରସ୍ତୁତ କରୁଛନ୍ତି ବିଜେପି ନେତା। କଥାଟି ଆପଣଙ୍କୁ ଅଡୁଆ ଲାଗୁଥିବ, କିନ୍ତୁ କ'ଣ ଏହା ପଛର ରହସ୍ୟ, ଓଡ଼ିଶା ବିଜେପି ନେତାଏ କେଉଁ ଫିଲ୍ମ ଦେଖୁଛନ୍ତି, ଜାଣିବାକୁ ପଢ଼ନ୍ତୁ ଏହି ଖବରଟି।

ଆସିବେ ମୋଦି, ବଢ଼ିଲା ପଲିଟିକାଲ୍ ପାରା
Video: ମୋଦି-ଶାହଙ୍କ ଗସ୍ତ ଆଗରୁ ବଢ଼ିଲା ପଲିଟିକାଲ୍ ପାରା

ଆସୁଛନ୍ତି ମୋଦି । ଓଡ଼ିଶାରେ କାଟିବେ ତିନି ଦିନ । ନିର୍ବାଚନୀ ପ୍ରତିଶ୍ରୁତି ସହ ସରକାରୀ ଯୋଜନାର କରିବେ ସମୀକ୍ଷା । ଏହା ସହ ବିଜେପି ସାଂସଦ ଓ ବିଧାୟକଙ୍କ ରିପୋର୍ଟ କାର୍ଡ ବି ପରଖିବେ ।

ଆସିବେ ମୋଦି, ବଢ଼ିଲା ପଲିଟିକାଲ୍ ପାରା
PM Narendra Modi's Odisha Visit: ମୋଦି-ଶାହଙ୍କ ଗସ୍ତ ଆଗରୁ ବଢ଼ିଲା ପଲିଟିକାଲ୍ ପାରା, ବିଜେଡି ଅସନ୍ତୁଷ୍ଟ ବିଜେପିକୁ ଡେଇଁବା ନେଇ ବୟାନବାଜି

ଆସୁଛନ୍ତି ମୋଦି । ଓଡ଼ିଶାରେ କାଟିବେ ତିନି ଦିନ । ନିର୍ବାଚନୀ ପ୍ରତିଶ୍ରୁତି ସହ ସରକାରୀ ଯୋଜନାର କରିବେ ସମୀକ୍ଷା । ଏହା ସହ ବିଜେପି ସାଂସଦ ଓ ବିଧାୟକଙ୍କ ରିପୋର୍ଟ କାର୍ଡ ବି ପରଖିବେ ।

Modi Enjoys Tea At Odisha Parba
Modi Enjoys Tea At Odisha Parba: ‘ଦିନେ ମୋଦିଙ୍କୁ ଭେଟିବା ପାଇଁ ବାପାଙ୍କଠୁ ମାଡ଼ ଖାଇଥିଲି, ଏବେ ଚା’ ପିଆଇଲି...’

୧୦ ବର୍ଷ ତଳେ ମୋଦିଙ୍କୁ ଦେଖିବା ପାଇଁ ବାପାଙ୍କ ଠାରୁ ମାଡ଼ ଖାଇଥିଲେ । ଏବେ ପ୍ରଧାନମନ୍ତ୍ରୀଙ୍କୁ ଚା’ ପିଆଇ ଚର୍ଚ୍ଚାରେ ରହିଛନ୍ତି ଓଡ଼ିଆ ପୁଅ । ଦିନେ ତାଙ୍କ ପାଇଁ ଯାହା ଥିଲା ସ୍ବପ୍ନ, ଏବେ ନେଲା ବାସ୍ତବ ରୂପ । 

DGP Conference
ଭୁବନେଶ୍ୱରରେ DGP କନ୍‌ଫରେନ୍ସ, ଯୋଗଦେବେ ପିଏମ୍ ମୋଦି

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ସର୍ବଭାରତୀୟ ପୋଲିସ୍ ଡିଜି କନଫରେନ୍ସ । ଯୋଗ ଦେବେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ପ୍ରମୁଖ ।

G20 Summit 2024
G20 Summit 2024: ଜି-ଟ୍ବେଣ୍ଟି ସମ୍ମିଳନୀର ଦ୍ବିତୀୟ ଦିନ; ବିଶ୍ବର ଟପ୍ ଲିଡରମାନଙ୍କୁ ଭେଟିଲେ PM Modi

ବ୍ରାଜିଲର ରିଓ ଡି ଜେନେରୋରେ ଜି-ଟ୍ବେଣ୍ଟି ସମ୍ମିଳନୀରେ ଯୋଗ ଦେବା ଅବସରରେ ବିଶ୍ବର ଟପ୍ ଲିଡରମାନଙ୍କୁ ଭେଟିଛନ୍ତି ପିଏମ୍ ନରେନ୍ଦ୍ର ମୋଦି । ଏଥିସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଭେଟିଛନ୍ତି ମୋଦି । 

ପ୍ରଧାନମନ୍ତ୍ରୀଙ୍କ ବିମାନରେ ତ୍ରୁଟି
PM Narendra Modi: ପ୍ରଧାନମନ୍ତ୍ରୀଙ୍କ ବିମାନରେ ତ୍ରୁଟି, ଏୟାରପୋର୍ଟରେ ଅଟକି ରହିଲା ବିମାନ

ପ୍ରଧାନମନ୍ତ୍ରୀଙ୍କ ବିମାନରେ ବୈଷୟିକ ତ୍ରୁଟି କାରଣରୁ ଏହି ବିମାନଟି ଦେଓଘର ବିମାନ ବନ୍ଦରରେ କିଛି ସମୟ ଅଟକି ରହିଥିଲା । ଯାହା ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଫେରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା ।

Janajatiya Gaurav Diwas
Janjatiya Gaurav Divas: ରାଷ୍ଟ୍ରପତିଙ୍କୁ ପ୍ରଶଂସା କଲେ; ନାଁ ନନେଇ କଂଗ୍ରେସ ଉପରେ ବର୍ଷିଲେ Modi

ଜନଜାତି ଗୌରବ ଦିବସରେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି । କହିଲେ-ଏନ୍‌ଡିଏର ସୌଭାଗ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାର ସୌଭାଗ୍ୟ ମିଳିଲା ।

Study Loan
Study Loan: PM ବିଦ୍ୟାଲକ୍ଷ୍ମୀ ଯୋଜନା, ୮୬୦ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଦିଆଯିବ ଋଣ

ସାଢ଼େ ୭ ଲକ୍ଷ ପର୍ଯ୍ୟନ୍ତ ଋଣର ୭୫% କ୍ରେଡିଟ ଗ୍ୟାରେଣ୍ଟି ଦେବେ କେନ୍ଦ୍ର ସରକାର। ପରିବାର ଆୟ ୮ ଲକ୍ଷ ପର୍ଯ୍ୟନ୍ତ ଥିଲେ, ୩% ସୁଧରେ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ମିଳିବ।

Narendra Modi On UCC
‘ୱାନ୍ ନେସନ୍ ୱାନ୍ ଇଲେକ୍ସନ ଦିଗରେ କାମ କରୁଛୁ, ଏହା ଦେଶକୁ ମଜଭୁତ କରିବ’

‘ଗୋଟିଏ ରାଷ୍ଟ୍ର ଗୋଟିଏ ପରିଚୟ କାର୍ଡ’, ‘ଗୋଟିଏ ରାଷ୍ଟ୍ର ଗୋଟିଏ ରେସନ କାର୍ଡ’, ‘ଗୋଟିଏ ରାଷ୍ଟ୍ର ଗୋଟିଏ ସ୍ୱାସ୍ଥ୍ୟ ବୀମା’ର ସଫଳତା ପରେ ସରକାର ଏବେ 'ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ' ଏବଂ 'ଗୋଟିଏ ରାଷ୍ଟ୍ର, ଗୋଟିଏ ଧର୍ମନିରପେକ୍ଷ ସିଭିଲ୍ କୋଡ୍' ଲାଗୁ କରିବା ପରେ ଧ୍ୟାନ ଦେଉଛନ୍ତି ।

Narendra Modi
PM ମୋଦିଙ୍କ ସ୍ୱାସ୍ଥ୍ୟ ଭେଟି, ୭୦ ବର୍ଷରୁ ଊର୍ଦ୍ଧ୍ୱ ସବୁ ନାଗରିକଙ୍କ ପାଇଁ ମାଗଣା ଚିକିତ୍ସା ସ୍କିମର ଶୁଭାରମ୍ଭ

୭୦ ବର୍ଷରୁ ଊର୍ଦ୍ଧ୍ୱ ସବୁ ନାଗରିକଙ୍କ ପାଇଁ ମାଗଣା ଚିକିତ୍ସା ସ୍କିମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମୟ ଥିଲା ଲୋକେ ଚିକିତ୍ସା ପାଇଁ ଘର, ଜମି, ଗହଣା ବିକ୍ରି କରୁଥିଲେ । ଆଜି ଚିକିତ୍ସା ପାଇଁ ସରକାର ଏହି ଦୁର୍ଦ୍ଦଶାକୁ ଦୂର କରି ଦେଇଛନ୍ତି ।

Ayushman Bharat Yojana
କାଲିଠୁ ସାରା ଭାରତରେ ଲାଗୁ ହେବ ଆୟୁଷ୍ମାନ ଭାରତ ୭୦+; ନୂଆ କାର୍ଡରେ ରହିବ ୨୭ ହଜାର ହସ୍ପିଟାଲର ସୁବିଧା

ସାରା ଦେଶରେ ୭୦ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ଲୋକ ଏହାର ସୁବିଧା ପାଇବେ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ କାର୍ଡ ଇସ୍ୟୁ କରାଯିବ । 

Digital Arrest
‘ଡିଜିଟାଲ୍ ଆରେଷ୍ଟ’କୁ ନେଇ ବଢୁଛି ଚିନ୍ତା, ମନ୍ କି ବାତ୍‌ରେ PM ମୋଦିଙ୍କ ଉଦବେଗ

ଡିଜିଟାଲ୍ ଆରେଷ୍ଟ ନାଁରେ ସାରା ଦେଶରେ ଯେଉଁ ଠକେଇ ଚାଲିଛି ତା’ର ମୁକାବିଲା ପାଇଁ ବି ସରକାର ଦୃଢ଼ ପଦକ୍ଷେପ ନେଉଥିବା ନେଇ ମନ କି ବାତରେ ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।

Digital Arrest
ସାଇବର ଠକଙ୍କ ଜାଲରେ ଫସିଗଲେ ତହସିଲଦାର

ଫୋନ୍ ଓ ଭିଡିଓ କଲରେ ଭୟ ଓ ଆତଙ୍କର ଚକ୍ରବ୍ୟୂହ। ଅତ୍ୟନ୍ତ ବିବ୍ରତ ସ୍ଥିତିର ଫାଇଦା ଉଠାଇ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ। ତା ପରେ ନିମିଷକରେ ଆକାଉଣ୍ଟ ଖାଲି।

PM Modi To Visit Odisha
ନଭେମ୍ବର ୧୫ରେ ରାଉରକେଲା ଆସିବେ ମୋଦି; ସହିଦ ମାଧୋସିଂ ହାତଖର୍ଚ୍ଚ ବୃତ୍ତି ଯୋଜନାର କରିବେ ଶୁଭାରମ୍ଭ 

ଜନଜାତି ଗୌରବ ଦିବସର ଉଦଘାଟନୀ ସମାରୋହରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ରାଉରକେଲା ଆସିବେ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ।

Prabasi Bharatiya Dibas
ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ଦିବସ, ଯୋଗଦେବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଏହି ୩ ଦିବସୀୟ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ କେନ୍ଦ୍ରମନ୍ତ୍ରୀ।