• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mumbai

sonam
ଆଜି ବିବାହ କରିବେ ସୋନମ୍ କପୁର୍

ବଲିଉଡ ଅଭିନେତ୍ରୀ ସୋନମ୍ କପୁରଙ୍କ ଆଜି ବାହାଘର। ବୟଫ୍ରେଣ୍ଡ ତଥା ବ୍ୟବସାୟୀ ଆନନ୍ଦ ଅହୁଜାଙ୍କ ସାତ ଜନ୍ମର ସାଥୀ ବନିବେ ସୋନମ୍। ଏନେଇ ପୁରା କପୁର୍ ଫ୍ୟାମିଲି ଚଳ ଚଞ୍ଚଳ ହୋଇ ଉଠିଛି। ସୋନମ୍‌ଙ୍କ ପରିବାର ପକ୍ଷରୁ ଏନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି। ବିବାହ ପୂର୍ବରୁ ମେହେନ୍ଦୀ ଏବଂ ସଙ୍ଗୀତ ସରିଛି। ସୋନମ୍‌ଙ୍କ ମୁମ୍ବାଇ ବାସଭବନରେ ଗତ ଦୁଇ ଦିନ ଧରି ସମ୍ପକୀୟ ଏବଂ ବଲିଉଡ ଷ୍ଟାରଙ୍କ ଭିଡ ଜମିଲାଣି। ମିଳିଥିବା ସୂଚନା ମୁତାବକ ପାରମ୍ପରିକ ଶିଖ୍ […]

farmers agitation
ଦାବି ଉପସ୍ଥାପନ ପାଇଁ ୨୦୦ କି.ମି. ପାଦରେ ଚାଲିଲେ ଚାଷୀ

ମୁମ୍ବାଇ: ସମସ୍ତଙ୍କୁ ଅନ୍ନ ଯୋଗାଉଥିବା ଅନ୍ନଦାତା ପୁଣି ଥରେ ରାଜରାସ୍ତାରେ। ବିଭିନ୍ନ ଦାବିକୁ ନେଇ ମହାରାଷ୍ଟ୍ରର ୫୦ ହଜାରରୁ ଅଧିକ ଚାଷୀ ପାଖାପାଖି ୨୦୦ କି.ମି. ପାଦରେ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ସରକାର ଗତ ବର୍ଷ ଚାଷୀ ଋଣ ଛାଡ଼ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ସମ୍ପୂର୍ଣ୍ଣ ଭାବରେ ଲାଗୁ କରିବା ସହ ବିନା ସର୍ତ୍ତରେ ସବୁ ଚାଷୀଙ୍କ ଋଣ ଛାଡ଼ କରାଯାଉ ବୋଲି ରାଜରାସ୍ତାକୁ ଓହ୍ଲାଇ ଥିବା ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। […]

Amitabh Bachhan
ବିଗ୍ ବି’ଙ୍କ ଘରେ ବୁଲିବ ବୁଲଡୋଜର, ଭାଙ୍ଗିବ ଅମିତାଭ ବଚ୍ଚନଙ୍କ ବଙ୍ଗଳା

ବିଗ୍ ବି’ଙ୍କ ଘରେ ବୁଲିବ ବୁଲଡୋଜର । ଭାଙ୍ଗିବ ଅମିତାଭ ବଚ୍ଚନଙ୍କ ବଙ୍ଗଳା । ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଥମ ବଙ୍ଗଳା ପ୍ରତୀକ୍ଷାର କିଛି ଅଂଶ ଭାଙ୍ଗିବାକୁ ଯାଉଛି ବିଏମସି । ବିଗ ବି’ଙ୍କ ବଙ୍ଗଳା ଥିବା ସନ୍ଥ ଜ୍ଞାନେଶ୍ୱର…

Anil Deshmukh
ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢାଉ

ନୂଆଦିଲ୍ଲୀ: ଆର୍ଥିକ ଦୁର୍ନୀତି ମାମଲାରେ ଆଜି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଗପୁର ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢାଉ ହୋଇଛି । ରେଡ୍‌ ସମୟରେ ତଲାସ ବେଳେ ଦେଶମୁଖ ଘରେ ଉପସ୍ଥିତ ଥିଲେ କି, ନାହିଁ ତାହା ଜଣାପଡ଼ିନାହିଁ…

H1N1-crop
ମୁମ୍ବାଇ ସାମ୍ନାରେ ନୂଆ ସଙ୍କଟ : କରୋନାରୁ ଠିକ ହେବା ପରେ ସ୍ୱାଇନ୍ ଫ୍ଲୁରେ ପୀଡ଼ିତ ହେଉଛନ୍ତି ରୋଗୀ

ମୁମ୍ବାଇ : ସଂକ୍ରମଣ ସାମାନ୍ୟ ଥମିଥିବା ବେଳେ ମୁମ୍ବାଇ ସାମ୍ନାରେ ସ୍ୱାଇନ୍ ଫ୍ଲୁ ସଙ୍କଟ । ଦେଶରେ କରୋନା ମହମାରୀ ମଧ୍ୟରେ ମୁମ୍ବାଇରେ ଚିହ୍ନଟ ସ୍ୱାଇନ୍ ଫ୍ଲୁ ମାମଲା ଚିନ୍ତା ବଢ଼ାଇ ଦେଇଛି । କରୋନାକୁ ମାତ୍ ଦେଇ ଘରକୁ ଫେରିବା…