• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mother S Love

Two mother in old age home
Mother’s Day: ଦୁଇ ମା’ଙ୍କ କରୁଣ କାହାଣୀ; ପିଲାମାନେ ପର କଲା ପରେ ବୃଦ୍ଧାଶ୍ରମରେ କଟୁଛି ଜୀବନ

ପିଲାମାନେ ଯେତେ ଦୁଃଖ ଦେଲେ ବି ମା’ ମନ କେବେ ଅଭିଶାପରେ ଭରେ ନାହିଁ। ନିଜ ସନ୍ତାନ ପାଇଁ ସବୁବେଳେ ଥାଏ ଆଶୀର୍ବାଦ। ଏମିତି ଦୁଇ ମା’ ହେଲେ ସରସ ଓ ମାଳତୀ। ପିଲାମାନେ ପର କଲା ପରେ ଏବେ ବୃଦ୍ଧାଶ୍ରମ ସାଜିଛି ଶେଷ ଠିକଣା। ଆସନ୍ତୁ ଜାଣିବା ପିଲାମାନଙ୍କ ନେଇ କ’ଣ କୁହନ୍ତି ଏହି ଦୁଇ ମା’।

Happy Mother's Day 2023: significance of  Mother's Day
Mother’s Day: ସବୁ ବିପଦରେ ଯିଏ ସାହା, ସିଏ ମା’; ଆସନ୍ତୁ ଜାଣିବା ଆଜି ଦିନର ମହତ୍ତ୍ୱ...

ଯେତେ ଝଡ ଝଞ୍ଜା ଆସୁପଛେ ନିଜ ସନ୍ତାନମାନଙ୍କୁ ପଣତକାନି ତଳେ ଢାଲ କରି ରଖିବାର ଅଦମ୍ୟ ଶକ୍ତି ଯାହା ପାଖରେ ଥାଏ ସେ ହେଉଛି ମା’। ସେଥିପାଇଁ ତ କୁହାଯାଏ, ସବୁ ବିପଦରେ ଈଶ୍ୱର ଆସି ପହଞ୍ଚିପାରିବେ ନାହିଁ, ସେଥିପାଇଁ ପାଖରେ ମା’ ଦେଇଛନ୍ତି। ଆସନ୍ତୁ ଆଜି ମାତୃ ଦିବସ ଅବସରରେ ସେଇ ମା’ର ଗୁରୁତ୍ୱ ବିଷୟରେ ଜାଣିନେବା।

Epitome of love
ପିଠିରେ ମମତା ହାତରେ ଝାଡୁ

ମା’ର ମମତା ଟିକେ ବି ଉଣା ପଡ଼ିନି କି କର୍ତ୍ତ୍ୟବରୁ ଦଣ୍ଡେ ବି ଓହରି ନାହାଁନ୍ତି...ଏ ଦୁଇଟିକୁ ବେଶ୍ ଭଲ ଭାବେ ସମ୍ଭାଳି ଉଦାହରଣ ସୃଷ୍ଟି କରିଛନ୍ତି ଲକ୍ଷ୍ମୀ

Mom born without limbs looks after daughter and cooks by leg
ଏ ହେଉଛନ୍ତି ଏମିତି ମା’ ଯିଏ ବିନା ହାତରେ ବି ନିଅନ୍ତି ପିଲାର ଯତ୍ନ

ଏ ହେଉଛନ୍ତି ଏମିତି ମା’ ଯାହାଙ୍କର ହାତ ନାହିଁ ସିନା କିନ୍ତୁ ମାତୃତ୍ୱର ରହିଛି ଭରପୂର। ତାଙ୍କ ଗୋଡ ହିଁ ସବୁ କିଛି। ଏହି ଗୋଡରେ ସେ ତାଙ୍କୁ ଝିଅ ପାଇଁ ରୋଷେଇ କରନ୍ତି ଆଉ ଚୁଟି ବି ସଜାଡି ଦିଅନ୍ତି।

Mother Dog
ନିଜ ଛୁଆର ଅନ୍ତିମ ସତ୍କାର କଲା ମାଆ

ହୋମ୍‌ ପାଇପ ଭିତରେ କୁକୁର ଛୁଆ ଫସି ଯାଇଥିବା ବେଳେ ମାଆ କୁକୁରଟି କିଛି ଉପାୟ ନପାଇ ନିଜ ଛୁଆକୁ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲା।