ମାଟ୍ରିମୋନି ସାଇଟରେ ଖୋଜୁଛନ୍ତି କି ଜୀବନ ସାଥୀ ? କୌଣସି ଯୁବତୀ କିମ୍ବା ଯୁବକଙ୍କ ସୁନ୍ଦର ଚେହେରା ଆଉ ଲମ୍ବା ଚଉଡ଼ା ପ୍ରୋଫାଇଲ ଦେଖି ଭଳି ଯାଉନାହାନ୍ତି ତ ? ମାଟ୍ରିମୋନି ସାଇଟରେ ମାତିଛନ୍ତି ସାଇବର ଠକ ।
ମାଟ୍ରିମୋନି ସାଇଟରେ ଖୋଜୁଛନ୍ତି କି ଜୀବନ ସାଥୀ ? କୌଣସି ଯୁବତୀ କିମ୍ବା ଯୁବକଙ୍କ ସୁନ୍ଦର ଚେହେରା ଆଉ ଲମ୍ବା ଚଉଡ଼ା ପ୍ରୋଫାଇଲ୍ ଦେଖି ଭଳି ଯାଉନାହାଁନ୍ତି ତ ?
ରସିକିଆ ସ୍ବାମୀର ଭାଣ୍ଡାଫୋଡ୍ I ୭ ରାଜ୍ୟରେ ୧୪ ସ୍ତ୍ରୀ I ମାଟ୍ରିମୋନି ସାଇଟ୍ରେ ମିଛ ଡାକ୍ତର ପ୍ରୋଫାଇଲ୍ I ସଂଭ୍ରାନ୍ତ ମହିଳାଙ୍କୁ କରୁଥିଲା ଟାର୍ଗେଟ୍ I ପତ୍ନୀଙ୍କୁ ଧୋକା ଦେଇ ଟଙ୍କା ହଡପ୍ ଅଭିଯୋଗ I କମିଶନରେଟ୍ ପୋଲିସର ତନାଘନା