ନିଆଁର ପ୍ରକୋପ ଏତେ ମାତ୍ରରେ ଥିଲା ଯେ, ଯାହାକୁ ଆୟତ୍ତ କରିବା କଷ୍ଟସାଧ୍ୟ ଥିଲା। ନିଜ ଜୀବନ ବଞ୍ଚାଇବାକୁ ଅନେକ ଯାତ୍ରୀ ବିକଳରେ ନଦୀକୁ ଡେଇଁ ପଡ଼ିଥିଲେ।