ପ୍ରଶାସନର ବ୍ୟାପକ ସଚେତନତା ସତ୍ତ୍ୱେ ବନ୍ଦ ହେଲାନି ବଳି ପରମ୍ପରା । ପୋଢ଼ମରା ଯାତ୍ରାରେ ବନ୍ଦ ହେଲାନି ବଳି ପ୍ରଥା ।
ରାସ୍ତା କାମ ପାଇଁ ଅନୁଦାନ ଆସିଥିଲା । ରାସ୍ତାରେ ପଡ଼ିନି ମୁଠାଏ ମାଟି କି ଗୋଡ଼ି । ଗ୍ରାମବାସୀଙ୍କ ଅଭିଯୋଗ ବିନା କାମରେ ହୋଇଛି ବିଲ୍..