• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kitchen Garden

Kitchen Garden
ଆଉ ନାହିଁ କିଚେନ୍‌ ଗାର୍ଡେନ୍‌ର ଚିହ୍ନ ବର୍ଣ୍ଣ ! କୁଆଡ଼େ ଗଲା ଯୋଜନା...

ବାଲେଶ୍ୱର ଜିଲ୍ଲାରେ କିଛି ସ୍କୁଲରେ ଗାର୍ଡେନ ଗୁଡ଼ିକ ନଷ୍ଟ ହୋଇଯାଇଥିବା ବେଳେ ଆଉ କିଛି ସ୍କୁଲକୁ ସହାୟତା ରାଶି ମିଳିନି । ସ୍କୁଲ୍‌ରେ କିଚେନ୍ ଗାର୍ଡେନର ଅସ୍ତିତ୍ୱ ନଥିବା ବେଳେ ନିଜସ୍ୱ ଚେଷ୍ଟାରେ ଗଛ ଲଗାଇବାକୁ ଉଦ୍ୟମ କରୁଛନ୍ତି ଅନେକ ସ୍କୁଲ୍ ।

Kitchen garden scheme
ହଜିଗଲା କି କିଚେନ ଗାର୍ଡେନ୍ ?

ମାଳ ମାଳ ଯୋଜନା ଭିତରେ ହଜି ଗଲାଣି କି ପିଲାଙ୍କ ପାଇଁ ହୋଇଥିବା କିଚେନ ଗାର୍ଡେନ ? ଯୋଜନାକୁ ୩ ବର୍ଷ ନ ପୁରୁଣୁ ନା ଅଛି ଗାର୍ଡେନ ନା ଅଛି ଯୋଜନା । ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ମିଳୁନଥିବା ଅଭିଭାବକଙ୍କ ଅଭିଯୋଗ । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା କିଚେନ୍ ଗାର୍ଡେନ ଯୋଜନା ।