• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Khola Katha

Khola Katha
କ୍ୟାରିଅର ମଝିରେ ଏମିତି ହଟ୍‌ ହେବେ ବୋଲି ଜାଣିଥିଲେ କି ସିଦ୍ଧାନ୍ତ?

ପାନ ଗୁଆ ଖଇର ଗୁଆକାତି ଆଃ କି ସୁନ୍ଦର ରାଜନୀତି? ସତରେ ଏଇ ଗୀତର କିଛି ମହତ୍ୱ ଅଛି ନା ନାହିଁ? ରାଜନୀତି ସତରେ କଣ ଗୋଟିଏ ବ୍ୟବସାୟ କି? କାହିଁକି କ୍ୟାରିଅର ମଝିରେ ଏମିତି ହଟ୍‌ ହେଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର?

Khola Katha
ମୁଁ ଦୁଃଖ ଦେଖିଛି, ଭୋକ ଦେଖିଛି, ସେଥିପାଇଁ ଟଙ୍କିକିଆ କ୍ଲିନିକ୍ ଖୋଲିଛି

ଆମ ଘରେ ୩୨ ଜଣ ସଦସ୍ୟ ଥିଲେ। ମୋ ବାପା ମା ବହୁ ଦୁଃଖ କଷ୍ଟରେ ରୋଜଗାର କରି ମତେ ପାଠ ପଢ଼ାଇ ଡାକ୍ତର କରିଛନ୍ତି। ଭଗବାନଙ୍କ ଦୟାରୁ ମୋତେ ପେଟକୁ ଗଣ୍ଡେ ଦାନା, ଲାଜ ଢାଙ୍କିବାକୁ ଖଣ୍ଡେ କନା ଆଉ ମୁଣ୍ଡ ଗୁଞ୍ଜିବାକୁ ଛାତ ଦେଇଛନ୍ତି। ସେତିକି ଯଥେଷ୍ଟ। କୋଟିଏ ଟଙ୍କା ରଖି କି ଲାଭ ଯଦି ଲୋକଙ୍କ କାମରେ ନ ଲାଗେ?

Khola Katha- BJD MP Niranjan Bisi\'s take on changing political platform
ଦିନେ ଆଦିବାସୀଙ୍କ ପାଇଁ ଲଢେଇ ଜୋରଦାର କରୁଥିଲେ, ଏବେ ସରକାରୀ ଦଳରେ ଖୁସି ତ?

ଯିଏ ଦିନେ ସରକାର ବିରୋଧରେ ଜୋରଦାର ଲଢେଇ କରୁଥିଲେ ସିଏ ଆଜି ବିଜେଡି ପାର୍ଟିରେ। କେମିତି ରାତାରାତି ବଦଳିଗଲା ପାଣିପାଗ? ଦିନେ ବିଜେଡିକୁ ବୟକଟ୍‌ କରିଥିଲେ, ହେଲେ ଏବେ ସେଇ ପାର୍ଟିରୁ ଗଲେ ରାଜ୍ୟସଭା...ଶୁଣନ୍ତୁ ଏନେଇ କଣ କହୁଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି...

Khola Katha
“ଯେଉଁ କାରଣ ପାଇଁ ଗୋବିନ୍ଦ ବେଲ୍‌ ପାଇଲା ଏଇ କାରଣ ପାଇଁ ବେଲ୍‌ ମିଳିବା ଆଇନ କହୁନି”

“ ମୋ ଦେହ ଖରାପ ହେଲା...ମତେ ବେଲ୍‌ ମିଳିପାରିବ ଯଦି ଜେଲରେ ଭଲ ଚିକିତ୍ସା ବ୍ୟବସ୍ଥା ନଥିବ। ହେଲେ ମୋ ସ୍ତ୍ରୀ, ପୁଅ କି ଝିଅର ଦେହ ଖରାପ ହେଲେ ମତେ କାହିଁକି ବେଲ୍‌ ମିଳିବ?” କିନ୍ତୁ କିଣାବିକାରେ ଫସିଗଲେ ମମିତାଙ୍କ ପରିବାର...ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର

Khola Katha
ମୁଖ୍ୟମନ୍ତ୍ରୀ ନିଜେ ଜାଣନ୍ତି ସେ ସତ କହୁଛନ୍ତି ନା ମିଛ...

ବିଜେପି ଓ ବିଜେଡ଼ି ଭିତରେ କିଛି ପାର୍ଥକ୍ୟ ନାହିଁ। ଚିହ୍ନ ଦୁଇଟା କିନ୍ତୁ ଦଳ ଗୋଟିଏ...ଜଣେ ଓଡିଆ ନେତ୍ରୀଙ୍କୁ କାହିଁକି ଭୋଟ୍‌ ଦେବେନି କଂଗ୍ରେସ ନେତା? ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର...

Khola Katha
ଆମେ ଏକାଠି ଅଛୁ, ଲଢେଇ ବେଳେ କିଏ କୁଆଡ଼େ ଯାଇଥିବ, ତୁମେ ଅନେଇଛ ଖାଲି...

ପ୍ରତି କଥାରେ ଆମେ ରାଜ୍ୟ ସରକାରଙ୍କୁ ଘେରାଉ କରୁ। ଆନ୍ଦୋଳନ ବେଳେ କିଏ କୋଉ କାମରେ ଯଦି ବ୍ୟସ୍ତ ଥିବ ତା’କୁ ନେଇ ରାଜନୀତି କରିବା ଠିକ୍‌ ନୁହେଁ। ବିଜେଡ଼ି ସହ ଲଢେଇ ହେବ, ବରାବର ହେବ...ଶୁଣନ୍ତୁ ଖୋଲାକଥାରେ ଆଉ କଣ ଖୋଲିକି କହିଲେ ବିଜେପି ନେତା ବିଷ୍ଣୁ ସେଠୀ...

Khola Katha EP 759 june 30 2022| exclusive interview with Bishnu charan sethi
Khola Katha EP 759 june 30 2022| exclusive interview with Bishnu charan sethi

Khola Katha EP 759 june 30 2022| exclusive interview with Bishnu charan sethi OdishaTV is Odisha\'s no 1 News Channel. OTV being the first private satellite

Khola Katha Cong MLA Md Moquim explains why he had to skip New Delhi meeting
ମହମ୍ମଦ ମୋକିମଙ୍କ ମନ ଉଣା କାହିଁକି? ରୁଷିଛନ୍ତି କି...

ସବୁଠି ଏବେ ଗୋଟିଏ ଚର୍ଚ୍ଚା ରାଗିଛନ୍ତି ମୋକିମ୍! ହେଲେ କାହିଁକି। ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଅଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। ଖୁଲମଖୋଲା ଦେଲେ ଏମିତି ଉତ୍ତର...

Khola Katha
ସେମାନେ ରାଜ୍ୟସଭା ନାମାଙ୍କନ ଭରୁଥିଲେ, ମୁଁ ମଜା ଉଠାଉଥିଲି....

ମତେ ନେଇକି ରଣକୌଶଳ ତିଆରି ହୁଏନି। ମୁଁ ଏକାଠି ଫାଇଟ୍‌ କରୁଛି, ମତେ କିଏ ଉପେକ୍ଷା କରିବ ବା ନକରିବ ସେଇଟା ତା’ ଉପରେ ନିର୍ଭର କରେ। ସେମାନେ ରାଜ୍ୟସଭା ନାମାଙ୍କନ ଭରୁଥିଲେ, ମୁଁ ଉପଭୋଗ କରୁଥିଲି। ରାଜ୍ୟସଭା ଯିବା ପାଇଁ ମୁଁ କେବେ କହୁନଥିଲି: ପ୍ରସନ୍ନ ପାଟ୍ଟଶାଣୀ

Khola Katha EP 756 JUNE 09 2022| Exclusive Interview with Prasanna Kumar Patasani
Khola Katha EP 756 JUNE 09 2022| Exclusive Interview with Prasanna Kumar Patasani

Khola Katha EP 756 JUNE 09 2022| Exclusive Interview with Prasanna Kumar Patasani OdishaTV is Odisha\'s no 1 News Channel. OTV being the first private

Khola Katha | OPCC Chief Sarat Patnaik on Congress leaders leaving party
ରାହୁଲ ଗାନ୍ଧୀ ହୁଅନ୍ତୁ କଂଗ୍ରେସ ସଭାପତି

ଗାନ୍ଧୀ ପରିବାର ବିନା ଦେଶରେ କଂଗ୍ରେସର ମାନେ କିଛି ନାହିଁ। ଆମେ ସମସ୍ତେ ଚାହୁଁଛୁ କି ରାହୁଲ ଗାନ୍ଧୀ ସଭାପତି ହିଁ ହୁଅନ୍ତୁ। ଆମ ସରକାର ସବୁବେଳେ ଲୋକଙ୍କ ପାଇଁ କାମ କରେ...କିନ୍ତୁ ଏ ବିଜେପି ସରକାର ଦରଦାମ ବଢାଇବାରେ ବ୍ୟସ୍ତ...ଶୁଣନ୍ତୁ ଖୋଲାକଥା କଣ ଅଧିକ ଆଲୋଚନା କରୁଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ

Khola Katha EP 754 MAY 26 2022| ବ୍ରଜରାଜନଗର ତ୍ରିମୁଖୀ ଲଢେଇ କିଏ ଜିତିବ ବାଜି ?
Khola Katha EP 754 MAY 26 2022| ବ୍ରଜରାଜନଗର ତ୍ରିମୁଖୀ ଲଢେଇ କିଏ ଜିତିବ ବାଜି ?

Khola Katha EP 754 MAY 26 2022| ବ୍ରଜରାଜନଗର ତ୍ରିମୁଖୀ ଲଢେଇ କିଏ ଜିତିବ ବାଜି ? OdishaTV

Khola Katha
ସ୍ୱାମୀଙ୍କ ସ୍ୱପ୍ନ କ’ଣ ଥିଲା? କେତେ ଦୂର ବିକାଶ କରିପାରିବେ ଅଳକା?

ମୋ ସ୍ୱାମୀ ଜନିପ୍ରିୟ ଥିଲେ କିନ୍ତୁ ଏତେ ଅଧିକ ସମର୍ଥନ ତାଙ୍କର ଥିଲା ମୁଁ ଭାବିନଥିଲି। ନିର୍ବାଚନୀ ସଭାରେ ଲୋକେ ମତେ ଭାବପ୍ରବଣ କରିଦେଉଛନ୍ତି। ଏବେ ପୋଷ୍ଟର ବୟ କିଏ? ନବୀନ ନା କିଶୋର...

Khola Katha
ଅନୁଭୂତି ନା ସହାନୁଭୂତି? କାହାକୁ ଭୋଟ୍‌ ଦେବେ ବ୍ରଜରାଜନଗରବାସୀ

ବିଜେଡ଼ିର ବାଜିମାତ୍‌ର ଟ୍ରେଣ୍ଡକୁ ବ୍ରେକ୍‌ ଦେଇପାରିବେ କି ରାଧାରାଣୀ ପଣ୍ଡା? ଏଥର ଅନୁଭୂତି ନା ସହାନୁଭୂତି? କାହାକୁ ଭୋଟ୍‌ ଦେବେ ବ୍ରଜରାଜନଗରବାସୀ? ୩୦ ବର୍ଷ ହେଲାଣି ଲୋକଙ୍କ ସହ ଥିବାରୁ ଏଥର ବିଜୟୀ ହେବେ ବୋଲି କହୁଛନ୍ତି ରାଧାରାଣୀ...

Khola Katha
ବ୍ରଜରାଜନଗରରେ କାହିଁକି ଯୁବକଙ୍କ ବଦଳରେ ପୁରୁଖାଙ୍କୁ ଦିଆଗଲା ଗୁରୁତ୍ୱ?

କଂଗ୍ରେସ କେବେ ଥକି ପଡ଼ିନି କି ଥକିବନି। ଶାସକ ଦଳ ବିରୋଧରେ ଏଠାରେ ପ୍ରବଳ ଅସନ୍ତୋଷ। ୨୨ ବର୍ଷରେ କିଛି ହୋଇନି। ବ୍ରଜରାଜନଗରରେ କାହିଁକି ଯୁବକଙ୍କୁ ଦିଆଗଲାନି ଗୁରୁତ୍ୱ?

Khola Katha
ପୁରୀକୁ ଆସି ଗାତ ଭିତରେ ବୁଲନ୍ତୁ, ପରେ କଥା କୁହନ୍ତୁ ପିନାକୀ ବାବୁ…

ଦିଲ୍ଲୀରେ ବସି ପୁରୀର କଥା କହିଲେ ହେବନି। କେବେ ପୁରୀରେ ୨୪ ଘଣ୍ଟା ରବିଛନ୍ତି ସାଂସଦ ମହୋଦୟ? ମୁଁ ଦିଲ୍ଲୀରୁ ଆସି ପୁରୀରେ ବସିଛି, ସେ ଆସୁନାହାନ୍ତି କାହିଁକି?

Khola Katha
ଦିଲ୍ଲୀରେ ରହି ଏତେ କଥା...ପୁରୀକୁ କେତେ ଥର ଆସିଛନ୍ତି ପିନାକୀ ବାବୁ?

ଓଡ଼ିଆ ନେତା ଓଡ଼ିଆ ଲେଖି ପାରୁନାହାନ୍ତି, ତଥାପି ଲୋକେ ତାଙ୍କୁ ଆପଣାଉଛନ୍ତି। ପ୍ରତାପ ଦେବ ମତେ ଡକାୟତ କୁହନ୍ତୁ କି ଚୋର..ମୁଁ ତାଙ୍କୁ କ୍ଷମା କରିଦେଉଛି। ମୁଁ ୨୪ ଘଂଟା ଟିଭିରେ ରହୁଛି ଯଦି ପିନାକୀ ବାବୁ ୨୪ ଘଂଟା ପୁରୀରେ ରୁହନ୍ତୁ। ଦିଲ୍ଲୀରେ ରହି ପୁରୀର କଥା କୁହନ୍ତୁ ନାହିଁ, କେତେ ଥର ପୁରୀ ଆସିଛନ୍ତି ପିନାକୀ ବାବୁ?

Khola Katha
ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର ଆନ୍ଦୋଳନ କରୁଛନ୍ତି କିନ୍ତୁ ବିଜେପି କାହିଁକି କରୁନି?

ଭାରତୀୟ ଜନତା ପାର୍ଟି ବିୟୁଟିଫିକେସନ୍ ବା ବିକାଶ ବିରୋଧରେ ନାହଁ। ବିଜେପିର ମୂଳ ମନ୍ତ୍ର ହେଉଛି ନେସନ ଫାଷ୍ଟ, ପାର୍ଟି ସେକେଣ୍ଡ୍ ଏବଂ ସେଲଫ୍ ଲାଷ୍ଟ....

Khola Katha EP 753 MAY 19 2022 | ଆଇନି ବନାଇବା ଲୋକ ନିଜେ ଆଇନି ଭାଙ୍ଗୁଛନ୍ତି
Khola Katha EP 753 MAY 19 2022 | ଆଇନି ବନାଇବା ଲୋକ ନିଜେ ଆଇନି ଭାଙ୍ଗୁଛନ୍ତି

Khola Katha EP 753 MAY 19 2022 | ଆଇନି ବନାଇବା ଲୋକ ନିଜେ ଆଇନି ଭାଙ୍ଗୁଛନ୍ତି OdishaTV is Odisha\'s

Khola Katha
ପାଇଖାନା ପାଇଁ ୩୦ ଫୁଟ୍‌ ଗାତ କଣ ଦରକାର? ମିସ୍‌ଲିଡ୍‌ କରୁଛନ୍ତି ପିନାକୀ ବାବୁ...

ଆମେ ଲଢେଇ ପାଇଁ ସବୁବେଳେ ପ୍ରସ୍ତୁତ। ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ... ପାଇଖାନା ପାଇଁ ୩୦ ଫୁଟ୍‌ ଗାତ କଣ ଦରକାର? ପିନାକୀ ବାବୁ କେବଳ ମିସଲିଡ୍‌ କରୁଛନ୍ତି…

Kholakatha
କରୋନା କବଳରୁ ବର୍ତ୍ତିପାରିବେନି ନବଜାତକ !!

କରୋନା ସମସ୍ତଙ୍କୁ ହେବ। ପିଲା ଜନ୍ମ ହେଉ ହେଉ ବି ତାଙ୍କୁ ହୋଇପାରେ କରୋନା। ୫ ବର୍ଷ ତଳର ପିଲାଙ୍କୁ ଦିଆଯିବ କି କରୋନା ଟିକା? ଶୁଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

Khola Katha
ଜୁଲାଇ, ଅଗଷ୍ଟରେ ଆସିବ, ସେପ୍ଟେମ୍ବରରେ କମିବ କରୋନାର ୪ର୍ଥ ଲହର?

କୁନି କୁନି ପିଲା କରୋନା ଟିକା ନେବା କେତେ ଜରୁରୀ? ଯଦି ଟିକା ନେଇ ନାହାନ୍ତି ତେବେ କରୋନା ସେମାନଙ୍କୁ ସମସ୍ୟାରେ ପକାଇବ କି? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଶିଶୁ ରୋଗ ବିଶେଷଜ୍ଞ..

Khola Katha
ରୋଗ ପାଇଁ ନବୀନ ବାବୁ ବାହାରେ ଖାଉନାହାନ୍ତି...ବାହାରିଲେ ଆମେ ଏକାଠି ଖାଇବୁ

ତୁମେ ପାଗଳ ହେଲ କି? ମୋ ଉପରେ ଚାପ ପକାଇବ କିଏ? ପାଣ୍ଡିଆନ୍‌ ମୋ କାମ କରିଦେଉଛି ତେଣୁ ମୁଂ ତାଙ୍କୁ ପ୍ରଶଂସା କରିବି...ନବୀନ ବାବୁଙ୍କ ସହ ଭାରି ଭଲ ସମ୍ପର୍କ। ଦିନେ ଖାଇବାକୁ ଡାକିଥିଲି ଦେଢ ଘଂଟା ବସି ଖାଇଲେ। ମୋର ସମସ୍ତଙ୍କ ସହ ଭଲ...

Bhubaneswar MP Aparajita Sarangi On Khola Katha\'s Special Episode
ସାଂସଦଙ୍କୁ ସବୁବେଳେ ଡାକନ୍ତି ପ୍ରଧାନମନ୍ତ୍ରୀ: ହେଲେ ଏକା ଏକା କାହିଁକି ମୋଦୀଙ୍କୁ ଭେଟିଲେ ଅପରାଜିତା?

ସମସ୍ତେ ସାଙ୍ଗ ହୋଇ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଗଲେ । ହେଲେ ଅପରାଜିତା ଏକା କାହିଁକି ମୋଦୀଙ୍କୁ ଭେଟିଲେ? ସବୁ ନେତାଙ୍କ ସହ ମୋର ସମ୍ପର୍କ ଭଲ। ଶୁଣନ୍ତୁ ଖୋଲାକଥାରେ ଆଉ କଣ ଖୋଲିକି କହୁଛନ୍ତି ଅପରାଜିତା..

MP Aparajita Sarangi
'ମୁଁ ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ମାଧ୍ୟମରେ ଚିଠି ଦେଇଛି'

ସାମ୍ବିଧାନିକ ପଦକୁ ସମ୍ମାନ ମିଳୁ। ଅପରାଜିତା ଷଡଙ୍ଗୀଙ୍କୁ ସମ୍ମାନ ନ ମିଳୁ, ହେଲେ ସାଂସଦ ପଦକୁ ମିଳୁ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ତିନୋଟି ମାଧ୍ୟମରେ ଚିଠି ଦେଇଛି । ଜାଣିନି ତାଙ୍କ ପାଖରେ ପହଞ୍ଚିବ କି ନାହିଁ। ମୁଁ ଓଡ଼ିଆ, ତେଣୁ ଜଗନ୍ନାଥଙ୍କ ପ୍ରସଙ୍ଗ ସବୁଆଡ଼େ ଉଠାଇବି, ମୋର କିଏ କଣ କରିବ?