ବିଜେପିକୁ ଏତେ ଭୟ କାହିଁକି ପଚାରିଲେ ଅପରାଜିତା । ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟକ୍ରମ କାହିଁକି ?
ମନ୍ତ୍ରୀ ହତ୍ୟାରେ ସାମିଲ ଥିବେ, ସେଠାରେ କି ଶାସନ ଚାଲିବ ?
ଦିନ ଥିଲା ଭାରତ ନିଜର ସମସ୍ୟା ପାଇଁ ଅନ୍ୟ ଦେଶର ସହାୟତା ନେଉଥିଲା। ହେଲେ ଆଜି ଭାରତ ଅନ୍ୟଦେଶକୁ ସହାୟତାର ହାତ ବଢାଇବା ସ୍ଥିତିରେ ପହଞ୍ଚି ପାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଆଜି ଏପରି ସଫଳତା ଆଣି ଦେଇଛି। ଆମ ୪ ପିଢ଼ିର ତପସ୍ୟା, ନେତୃତ୍ୱର ମାର୍ଗଦର୍ଶନ ଏବଂ କାର୍ଯ୍ୟକର୍ତ୍ତାଙ୍କର ପରିଶ୍ରମ ଯୋଗୁ ଆଜି ବିଜେପି ଏକ ବିଶ୍ୱସ୍ତରୀୟ ଦଳ ହୋଇପାରିଛି। ଆମେ ଦେଶପ୍ରେମୀ। ଦେଶ ପାଇଁ କାମ କରୁଛୁ। ଆମ ଦଳ ତୃତୀୟ ବା ୨ୟ ମହଲାରେ କାମ କରେନି। ଗ୍ରାଉଣ୍ଡ ଫ୍ଲୋରରେ କାମ କରେ। ଆମ ଦଳ ଲୋକଙ୍କ ହୃଦୟ ପାଖରେ ପହଞ୍ଚି ପାରିଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
କଂଗ୍ରେସକୁ କଡ଼ା ସମାଲୋଚନା କଲେ ସଭାପତି ନଡ୍ଡା
ଆସନ୍ତାକାଲି ଭୁବନେଶ୍ୱରରେ ହେବ ହାଇଭୋଲଟେଜ୍ ପଲିଟିକାଲ୍ ଟକ୍କର । ଦଳୀୟ କାର୍ଯ୍ୟକ୍ରମ ବାହାନାରେ ଶକ୍ତି ପ୍ରଦର୍ଶନ କରିବେ ଉଭୟ ବିଜେପି ଓ ବିଜେଡି ।
ସେପଟେ ପ୍ରତିନିଧି ସମ୍ମିଳନୀ କରି ବିଜେଡିର କାଉଣ୍ଟର ପ୍ଲାନ୍,ଉଭୟ ବିଜେପି ଓ ବିଜେଡିକୁ କଂଗ୍ରେସର ନିଶାନା
ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ସ୍ଥିର ପରେ ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି । ଛାମୁଆ ସଂଗଠନକୁ ନେଇ ବୈଠକ କରିବ ଶଙ୍ଖ ଦଳ ।
ସେପ୍ଟେମ୍ବରରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶାହାଙ୍କ ଗସ୍ତର ମାସେ ପରେ ନଡ୍ଡା ଆସୁଥିବାରୁ ଓଡିଶା ଯେ, ବିଜେପି କେନ୍ଦ୍ରୀୟ କମିଟିର ଫୋକସ୍ରେ ରହିଛି ସେକଥା ସ୍ପଷ୍ଟ ହୋଇଛି ।
ଅଗଷ୍ଟରେ ଆସିଥିଲେ ଶାହା । ଏବେ ଆସିବେ ନଡ୍ଡା । ୨୦୨୪ରେ କ୍ଷମତା ଦଖଲ ଲାଗି ରଣନୀତି ପ୍ରସ୍ତୁତ କରିବ ବିଜେପି ।
ରାଜସ୍ଥାନର ଜୟପୁରରେ ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଆକାଉଣ୍ଟ ହ୍ୟାକ୍ କରିବା ପରେ ହ୍ୟାକର୍ ‘Sorry’ ଲେଖିଥିଲେ। ଏହା ଜଣାପଡ଼ିବା ପରେ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ପୋଷ୍ଟ୍ ଶେଆର କରାଯାଇଥିଲା।
ପ୍ରଚାର ସମୟରେ ଆସି ଚୋର ମାରିନେଲେ ମୋବାଇଲ୍ । ଶାହାଜାହାନପୁରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କ୍ୟାମ୍ପେନ୍ ସମୟରେ ଏପରି ହୋଇଛି ।
ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନୂଆ ତାଲିକା ଘୋଷଣା ହୋଇଛି। ଜାତୀୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ,ମୂରଲୀ ମନୋହର ଯୋଶୀଙ୍କ ସମେତ ଅମିତ ଶାହା ଓ ରାଜନାଥ ସିଂ ପ୍ରମୁଖ ରହିଛନ୍ତି
ହିମାଚଳ ପ୍ରଦେଶରେ ଟିକାକରଣ ପ୍ରକ୍ରିୟାର ସଫଳତା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ହିମାଚଳ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହୋଇଛି ଯେଉଁଠାରେ ୧୮ ବର୍ଷରୁ ଅଧିକ ପ୍ରତ୍ୟେକ ନାଗରିକଙ୍କୁ କରୋନା ଭାଇରସ୍ରୁ ସୁରକ୍ଷା ପାଇଁ ଅତି କମରେ ଗୋଟିଏ ଡୋଜ୍ ଟିକା ଦିଆଯାଇଛି।
ଭାରତୀୟ ଜନସଂଘର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଶ୍ରାଦ୍ଧବାର୍ଷିକୀ ଆଜି ସାରା ଦେଶ ପାଳନ କରୁଛି । ଭାରତୀୟ ଜନତା ପାର୍ଟି ମଧ୍ୟ ଏହାର ପ୍ରତିଷ୍ଠାତାଙ୍କ ଅବଦାନକୁ ମନେ ପକାଇଛି । ଗୋଟେ ପଟେ କାଶ୍ମୀରରେ ଗୁପକର୍ ଗୋଷ୍ଠୀଙ୍କ ଘନ ଘନ…