• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ipl Auction 2022

IPL auction 2022
ଆଇପିଏଲ ମେଗା ଅକ୍ସନର ଦ୍ୱିତୀୟ ଦିନ,ରାହାଣେକୁ ୧ କୋଟିରେ କିଣିଲା କେକେଆର୍

ଆଇପିଏଲ ମେଗା ଅକ୍ସନର ଦ୍ୱିତୀୟ ଦିନ। ଇଂଲିଶ ଅଲ୍ରାଉଣ୍ଡର ଲିଭିଂଷ୍ଟୋନ୍ଙଙ୍କୁ ସାଢେ ୧୧ କୋଟିରେ ନେଲା ପଞ୍ଜାବ କିଙ୍ଗ୍ସ । ରାହାଣେକୁ ୧କୋଟିରେ କିଣିଲା କେକେଆର୍ । ସେପଟେ ବିକ୍ରି ହେଲେନି ପୂଜାରା ଓ ମୋର୍ଗାନ, ଫିଞ୍ଚ ।

IPL Auction 2022
ଇଶାନଙ୍କ ଦର ୧୫ କୋଟି ୨୫ ଲକ୍ଷ

ଆଇପିଏଲ୍ ମେଗା ଅକ୍ସନରେ ମେଗା ପ୍ରାଇସ୍ ବାଜି ମାରିନେଲେ ଓ୍ୱିକେଟ୍ କିପର୍ - ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ । ଈଶାନ୍ ଓ ଚହରଙ୍କ ବ୍ୟତୀତ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି ଆଉ କିଛି ପ୍ରମୁଖ ଖେଳାଳି ।

IPL Auction 2022
ଆଇପିଏଲ୍ ମେଗା ଅକ୍ସନର ପ୍ରଥମ ଦିନରେ ହିଁ ଟ୍ୱିଷ୍ଟ: ଇଶାନ୍ ସବୁଠୁ ଦାମୀ ଖେଳାଳୀ

ଆଇପିଏଲ୍ ମେଗା ଅକ୍ସନରେ ମେଗା ପ୍ରାଇସ୍ ବାଜି ମାରିନେଲେ ଓ୍ୱିକେଟ୍ କିପର୍ - ବ୍ୟାଟ୍ସମ୍ୟାନ୍ ଈଶାନ୍ କିଶନ୍ । ଈଶାନ୍ ଓ ଚହରଙ୍କ ବ୍ୟତୀତ ୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି ଆଉ କିଛି ପ୍ରମୁଖ ଖେଳାଳି ।

IPL Auction 2022
ଆଇପିଏଲ୍ ମେଗା ଅକ୍ସନରେ ଭାରତୀୟଙ୍କ ଜଲୱା; ଇଶାନ୍‌ଙ୍କ ଉପରେ ୧୫.୨୫ କୋଟି ବର୍ଷା କଲା ମୁମ୍ବାଇ ଇଣ୍ତିଆନ୍ସ

ଅକ୍ସନ ଆରମ୍ଭରୁ ହିଁ ଇଶାନ୍ କିଶନ୍‌ଙ୍କ ନିଲାମି ଉପରେ ସବୁ ଟିମ୍‌ର କଡା ନଜର ରହିଥିଲା । ପୂର୍ବରୁ ଶ୍ରେୟସ୍ ଅୟରଙ୍କ ଉପରେ କେକେଆର୍ ଟଙ୍କା ବର୍ଷା କରିଥିବା ବେଳେ ଏବେ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟ ଇଶାନ୍‌ଙ୍କ ଉପରେ ୭ ଗୁଣା ଅଧିକ ଟଙ୍କା ଦେଇଥିବାର ଦେଖିବାକୁ ମିଳିଛି ।

IPL Auction 2022
ନିଲାମ ଡାକୁଥିବା ବେଳେ ମଞ୍ଚରୁ ତଳେ ପଡିଗଲେ ଅକ୍ସନିର୍

ଅକ୍ସନରେ ଶ୍ରୀଲଙ୍କାନ୍ ସ୍ପିନର ଅଲରାଉଣ୍ତର ୱାନିନ୍ଦୁ ହରସଙ୍ଗାକୁ ନିଲାମ ଡକା ଚାଲିଥିବା ବେଳେ ଅଘଟଣ ଘଟିଥିଲା । ହସରଙ୍ଗାଙ୍କୁ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିଲାମି ଚାଲିଥିବା ବେଳେ ହ୍ୟୁଜ୍ ହଠାତ୍ ଅଚେତ୍ ହୋଇ ପଡିଯାଇଥିଲେ ।