୫ ବର୍ଷ ହେବ ବ୍ୟବହାର ହେଉନି ସାଧାରଣ ସୁବିଧା କେନ୍ଦ୍ର । କାମରେ ଲାଗୁନଥିବାରୁ ମେସିନରେ ଲାଗିଲାଣି କଳଙ୍କି ।
ଚାଷ ଜମିକୁ ଗିଳି ଚାଲିଛି ଶିଳ୍ପ, ନ୍ୟାୟ ପାଇଁ ପାଟି କରୁଛି ଚାଷୀ ହେଲେ ପ୍ରଶାସନ ନିରବ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତରେ ଥିବା "ଟେକ୍ନିମଣ୍ଟ" କମ୍ପାନି ବିରୋଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ ।