• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hydrated

What is the right time to drink water
Health Tips: ଆପଣ ବି ପାଣି ପିଇବାରେ ଏହି ଭୁଲ୍ କରୁଛନ୍ତି କି… ସାବଧାନ !

ପ୍ରାୟତଃ ଆମେ ଖାଇବା ପରେ ତୁରନ୍ତ ପାଣି ପିଇଦେଉ। ଏହା ଆମ ଶରୀର ଉପରେ କି ପ୍ରଭାବ ପକାଏ ତାହା ହୁଏତ ଅନେକ ଜାଣି ନ ଥିବେ। ତେବେ ଆୟୁର୍ବେଦ ଅନୁଯାୟୀ ଭୁଲ ସମୟରେ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ପାଣି ପିଇବାର ଠିକ ସମୟ ଓ ଠିକ ଉପାୟ।