• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: High Profit Business

ଗ୍ରୀନ୍‌ଲାଣ୍ଡ କିଣିବେ ଟ୍ରମ୍ପ
Donald Trump: ପୁଣି ଗ୍ରୀନଲାଣ୍ଡ କିଣିବା ପ୍ରସଙ୍ଗ ଉଠାଇଲେ ଡୋନାଲ୍ଡ ଟ୍ରମ୍ପ: ଦରକାର ପଡ଼ିଲେ ଖୋଲିଦେବେ ଭଣ୍ଡାର !

ଐତିହାସିକ ତଥ୍ୟରୁ ଜଣାଯାଏ, ୧୯୪୬ ମସିହାରେ ଆମେରିକାର ରାଷ୍ଟ୍ରପତି ହ୍ୟାରି ଟ୍ରୁ ମ୍ୟାନ ୧୦ କୋଟି ଡଲାର ଦେଇ ସେତେବେଳେ ଗ୍ରୀନଲାଣ୍ଡକୁ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ ଯାହା ଆଜି ୧.୩ ଅରବ ଡଲାର ସଙ୍ଗେ ସମାନ । ତେବେ ଗ୍ରୀନଲାଣ୍ଡର ରଣନୀତିକ ଅବସ୍ଥାନ, ଏଠାରେ ଥିବା ଅମୂଲମୂଲ ସଂପଦ ହିଁ ଏହାର ବିଶେଷତ୍ୱକୁ ଦର୍ଶାଇଥାଏ । ଅର୍ଥନୈତିଜ୍ଞ ତଥା ଗବେଷକମାନେ ଏହାର ମୂଲ୍ୟ ଶତାଧିକ ଅରବରୁ ଅଧିକ ହେବ ବୋଲି ଅନୁମାନ କରୁଛନ୍ତି ।

Business Odisha 27 Oct 2019 | Financial Resolution On Diwali | Mr. Dhananjay Banthia
Business Odisha 27 Oct 2019 | Financial Resolution On Diwali | Mr. Dhananjay Banthia

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves