• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Heavy Rainfall

Heavy Rain In Odisha
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା, ପ୍ରଭାବରେ କାଲିଠୁ ଓଡ଼ିଶାରେ ବର୍ଷା

ବଙ୍ଗୋପସାଗରରେ ବାତ୍ୟା ଆସୁଛି। ଚେନ୍ନାଇ ଠାରୁ ୪୫୦ କିମି ଦୂରରୁ ଆଗକୁ ବଢୁଛି। ଆନ୍ଧ୍ର-ତାମିଲନାଡୁ ମଝିରେ ମଙ୍ଗଳବାର ମାଡ଼ ହେବ। ହେଲେ ତା ପ୍ରଭାବରେ ଓଡ଼ିଶାରେ କିନ୍ତୁ କାଲିଠୁ ବର୍ଷା ଆରମ୍ଭ ହୋଇଯିବ।

No Flood Like Situation In Odisha Due To Heavy Rain
‘ପ୍ରବଳ ବର୍ଷା ସତ୍ତ୍ୱେ ଓଡ଼ିଶାରେ ବନ୍ୟା ସ୍ଥିତି ନାହିଁ’

ଲଘୁଚାପ ଯୋଗୁ ପ୍ରବଳ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ସରକାର ଆଶ୍ୱାସନା ଦେଇଛନ୍ତି। ଉପକୂଳରେ ବର୍ଷା ପରିମାଣ କମିବା ସହ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

heavy rain
ରାଜ୍ୟରେ ବେହାଲ କଲାଣି ବର୍ଷା, ପଶ୍ଚିମରେ ଫ୍ଲାସ ଫ୍ଲଡ୍ ଆଶଙ୍କା

ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ବଢ଼ିବ ବର୍ଷା ପରିମାଣ...ବଲାଙ୍ଗିରରେ ସର୍ବାଧିକ ୨୧୫ ମିଲିମିଟର ବର୍ଷା ରେକର୍ଡ..ଉପରମୁଣ୍ଡରେ ବର୍ଷା ଯୋଗୁ ନଦୀରେ ବଢ଼ିପାରେ ପାଣି

Low pressure forms over Bay of Bengal
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି

Heavy Rainfall
ବୁଡ଼େଇଲା ବର୍ଷା ଥରେଇଲା ଘଡଘଡି

ଅକାଳ ଚଡ଼କରେ ଆଜି ଥରି ଉଠିଲା ରାଜ୍ୟ ରାଜଧାନୀ ଭୁବନେଶ୍ୱର ଓ କଟକ । ଅପରାହ୍ନ ୨ଟା ବେଳକୁ ପାତାଳଭେଦି ବଜ୍ରପାତରେ ଦୋହଲିଗଲା  ଦୈତନଗରୀର ଜନଜୀବନ ।

Heavy Rainfall
ଥରହର ଟ୍ୱିନ୍‌ସିଟି; ଢୁ ଢୁ ବର୍ଷା ସାଙ୍ଗକୁ ଭୟଙ୍କର ଘଡ଼ଘଡ଼ି

କମ୍ପି ଉଠିଲା ଗଗନ ପବନ । ବର୍ଷା ଆଉ ପବନ ମାଡ଼ରେ ଥରହର ଚତୁର୍ଦ୍ଦିଗ । ଘଡ଼ଘଡ଼ିର ଗର୍ଜନରେ ତାବଦା ହୋଇଯାଉଛି କାନ ମୁଣ୍ଡ । ପାତାଳଭେଦୀ ବଜ୍ରପାତରେ ଥରି ଉଠୁଛି ଶରୀରର ସର୍ବାଙ୍ଗ ।

Heavy Rain In Bhubaneswar
ସାବଧାନ ! କଟକ-ଭୁବନେଶ୍ୱରରେ ପ୍ରବଳ ବର୍ଷା, ଘରୁ ବାହାରନ୍ତୁ ନାହିଁ...

ପ୍ରବଳ ବର୍ଷା ସମୟରେ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

heavy rainfall alert
ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ପ୍ରଭାବରେ ଆଜିଠୁ ବଢିବ ବର୍ଷା ପରିମାଣ

ଆଜିଠୁ ବଢିବ ବର୍ଷା ପରିମାଣ,ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ

Weather News, Land Slide
ପାହାଡ଼ି ରାଜ୍ୟରେ ପ୍ରକୃତି ପ୍ରହାର

ପ୍ରଳୟ ରଚୁଛି ବାଦଲଫଟା ବର୍ଷା । ପାହାଡ଼ରୁ ମାଡ଼ି ଆସୁଛି ପ୍ରବଳ ବେଗରେ ପାଣିର ସୁଅ । ସାମ୍ନାରେ ଯାହା ଆସିଲା ଭସାଇନେଉଛି । ମାଡ଼ି ଅତଡ଼ା ତଳେ ଅନେକ ଜୀବନ ଆଶଙ୍କା । ହିମାଚଳରେ ବାଦଲ ଫଟା ବର୍ଷାରେ ସବୁ ଛାରଖାର

7 Killed In Cloudburst At Himachal Pradesh
ହିମାଚଳରେ ବାଦଲଫଟା ବର୍ଷା: ଅକାଳରେ ଚାଲିଗଲା ୭ ଜୀବନ, ଧୋଇଗଲା ଘର

ହିମାଚଳପ୍ରଦେଶର ସୋଲାନ ଜିଲ୍ଲାରେ ବାଦଲଫଟା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କନ୍ଦାଘାଟ ସବ୍‌ଡିଭିଜନ ଜାଡୋନ ଗାଁର ବୋଲି ସୂଚନା ମିଳିଛି।

 Heavy Rainfall
ବୁଡାଇ ଦେଲା ବର୍ଷା : ଛାରଖାର ହେଲା ଚାଷୀର ସ୍ୱପ୍ନ, ଋଣ ଟଙ୍କା ସୁଝିବ କେମିତି ?

ବର୍ଷା ଆଣିଲା ବିପତ୍ତି । ଉଜାଡିଦେଇଛି ଚାଷୀର ସୁନାର ଫସଲ । କେଉଁଠି ତଳି ପଡିଥିବା ଧାନ ବିଲରେ ପାଣି ପଶି ଫସଲ ଧୋଇ ଯାଇଛି ତ କେଉଁଠି ବେକେ ପାଣିରେ ବୁଡି ରହିଛି ପନିପରିବା ଫସଲ । ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟା ଜଳ। ଆଖି ଆଗରେ ଫସଲ ଉଜୁଡୁଥିବା ଦେଖି ଚାଷୀଙ୍କୁ ଘାରିଛି ଋଣ ସୁଝିବା ଚିନ୍ତା ।

Crop Damage
ବୁଡାଇ ଦେଲା ବର୍ଷା : ଛାରଖାର ହେଲା ଚାଷୀର ସ୍ୱପ୍ନ, ଋଣ ଟଙ୍କା ସୁଝିବ କେମିତି ?

ରୁଆ ଧାନ ବିଲରେ ଲହଡି ଭାଙ୍ଗୁଛି ବନ୍ୟା ଜଳ..ବେକେ ପାଣିରେ ବୁଡି ରହିଛି ପରିବା ଫସଲ ।

heaviest rainfall
ଚୀନ୍‌ରେ ୧୪୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା : ବେଜିଂ ଉପରେ ପ୍ରକୃତିର କୋପ,୨୧ ମୃତ

ବର୍ଷାର କରାଳ ରୂପରେ ଅସ୍ତବ୍ୟସ୍ତ ଚୀନ୍‌ । ୧୮୮୩ ମସିହା ପରେ ସର୍ବାଧିକ ବର୍ଷା ହୋଇଛି ।

school close
ଏହି ସବୁ ଜିଲ୍ଲାରେ ଆଜି ସ୍କୁଲ ଛୁଟି, ଦେଖି ନିଅନ୍ତୁ ତାଲିକା..

୧୧ ଜିଲ୍ଲାର ସରକାରୀ ଓ ଘରୋଇ ସ୍କୁଲ ଛୁଟି ରହିବ । ସ୍କୁଲ ବନ୍ଦ ଲାଗି ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ।

 Baitarani river flowing above danger mark
ବିପଦ ସଙ୍କେତ ଉପରେ ବୈତରଣୀ : ସକାଳ ୬ଟା ସୁଦ୍ଧା ଜଳସ୍ତର ୧୯. ୮୮ମିଟର

ତଳିଆ ଅଞ୍ଚଳ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଆସିବାକୁ ପରାମର୍ଶ । ଭଣ୍ଡାରି ପୋଖରୀରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ।

heavy rainfall
ପଶ୍ଚିମ ଓଡ଼ିଶାରେ ବର୍ଷା ବିତ୍ପାତ : କେଉଁଠି ରାସ୍ତାରେ ପାଣି, ତ ଆଉ କେଉଁଠି ବୁଡ଼ିଛି ପୋଲ

ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି । ବହୁ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ।

Schools Closed
ଆସନ୍ତାକାଲି ସ୍କୁଲ ବନ୍ଦ; ରାଜ୍ୟରେ ଏହି ସମସ୍ତ ଜିଲ୍ଲା ପାଇଁ ଛୁଟି ଘୋଷଣା

ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ଆସନ୍ତାକାଲି ସ୍କୁଲ ଛୁଟି ଘୋଷଣା ହୋଇଛି । ରାଜ୍ୟର ୯ଟି ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଆସନ୍ତାକାଲି ଛୁଟି ରହିବ ।

Heavy rain
ଭାସିଲାଣି ବୌଦ୍ଧ ! ଫୁଲବାଣୀ-ସୋନପୁର ଉବୁଟୁବୁ

ପ୍ରବଳ ବର୍ଷା ଯୋଗୁଁ ଅନୁଗୁଳ ସହରର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ସହରର ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ସହରର ବ୍ରାହ୍ମଣଦେଇପଡ଼ା ସହ ଏକାଧିକ ୱାର୍ଡରେ ପଶିଛି ପାଣି ।

ଜୁଡ଼ିଆ ଘାଟିରେ ଧସିଲା ପାହାଡ
କେନ୍ଦୁଝର ଜୁଡ଼ିଆ ଘାଟିରେ ଭୂସ୍ଖଳନ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । କେନ୍ଦୁଝରରେ ବି ସ୍ଥିତି ସଙ୍ଗୀନ ହେଲାଣି...ଜୁଡିଆ ଘାଟିରେ ପାହାଡ଼ ଧସି ପଥର ରାସ୍ତା ଉପରେ ପଡିଛି...ରାସ୍ତାରେ ଯାଉଯାଉ ଟ୍ରକ୍‌ ଉପରେ ପଡିଲା ବିରାଟ ପଥର ଖଣ୍ଡ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର।

SRCଙ୍କ ବର୍ଷା ସ୍ଥିତି ସମୀକ୍ଷା
SRCଙ୍କ ବର୍ଷା ସ୍ଥିତି ସମୀକ୍ଷା

ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ନେଇ SRCଙ୍କ ସମୀକ୍ଷା । ବିଭିନ୍ନ ଜିଲ୍ଲାର ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସଆରସି । ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ରାସ୍ତା କ୍ଲିଅର କରିବାକୁ ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି

ପୋଖରୀରେ ପଶିଗଲା କାର୍
ପୋଖରୀରେ ପଶିଗଲା କାର୍

ପ୍ରବଳ ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର୍ । ବାଲେଶ୍ଵର ସିମୁଳିଆ ଥାନା ୧୬ନଂ ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଛି ।

Heavy Rainfall
ରାଜ୍ୟରେ ବର୍ଷା ବିତ୍ପାତ : ଆଜି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ପ୍ରବଳ ବର୍ଷା ସ୍ଥିତିକୁ ଦେଖି ଆଜି ପାଇଁ ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ମୟୂରଭଂଜ ଏବଂ ନୟାଗଡ଼ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି। ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି।

heavy rainfall
ବୌଦ୍ଧକୁ ବୁଡ଼ାଇଲା ବର୍ଷା, ୨୪ ଘଣ୍ଟାରେ ସର୍ବାଧିକ ୩୯୦.୬ ମିମି ବର୍ଷା ରେକର୍ଡ

୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ । ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ।

Maa Pataneswari Temple
ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି, ମା'ଙ୍କ ନୀତିକାନ୍ତି ବନ୍ଦ

ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷା, ତଳି ଅଞ୍ଚଳରେ ପଶିଲା ପାଣି । ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି ।