ପୂର୍ବରୁ ବୃଦ୍ଧାବସ୍ଥାରେ ହୃଦଘାତ ରୋଗ ଦେଖାଯାଉଥିଲା, କିନ୍ତୁ ଆଜିକାଲି ଯୁବକମାନଙ୍କ ମଧ୍ୟରେ ବି ହୃଦଘାତର ଆଶଙ୍କା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତେବେ ଏଠାରେ ପ୍ରଶ୍ନ ଉଠେ, ଦୁର୍ବଳ ହୃଦୟର ପରିଚୟ କ’ଣ? ଶରୀରରେ କେଉଁ ଲକ୍ଷଣରୁ ଏହା ଜଣାପଡିବ? ଆସନ୍ତୁ ଏ ବିଷୟରେ ଜାଣିବା।