• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hcl Technologies

ଦାନ କରିବାରେ ରେକର୍ଡ
Inspirational Example: ଦେଶର ୧ ନମ୍ବର ଦାନବୀର, କର୍ମଚାରୀଙ୍କୁ ମହଙ୍ଗା ଉପହାର ଦେବାରେ କରିଛନ୍ତି ରେକର୍ଡ

ଆଜିକା ସମୟରେ ବି ଏପରି ବି କିଛି ବଦାନ୍ୟ ବ୍ୟକ୍ତି ଅଛନ୍ତି, ଯାହାଙ୍କ ପାଇଁ ଦୁନିଆରେ ମଣିଷପଣିଆ ବଞ୍ଚିଛି । ଏପରି ଜଣେ ବ୍ୟକ୍ତି ହେଲେ ଉଦ୍ୟୋଗପତି ଶିବ ନାଦର । ତାଙ୍କୁ କଳିଯୁଗର ଦାନବୀର କୁହାଯାଇପାରିବ । ଦାନ ଦେବାରେ ଅଦାନୀ ଓ ଅମ୍ବାନୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ମୋଟ ସମ୍ପତ୍ତି ମାମଲାରେ ଅମ୍ବାନୀ ଓ ଅଦାନୀଙ୍କ ପଛରେ ତୃତୀୟରେ ତାଙ୍କ ନାମ ଆସେ । କିନ୍ତୁ ଦାନ ଦେବା କ୍ଷେତ୍ରରେ ତାଙ୍କ ନାମ ପ୍ରଥମରେ ଆସେ ।

roshni
Indias Third Richest: କମାଲ୍ କଲା ବାପାଙ୍କ ଉପହାର... ପାଲଟିଲେ ଭାରତର ତୃତୀୟ ଧନୀ

ରୋଶନି ନାଦାର ମାଲହୋତ୍ରା  ଏଚସିଏଲ କମ୍ପାନୀର ବର୍ତ୍ତମାନ ସବୁଠାରୁ ବଡ଼ ସେୟାର ହୋଲ୍ଡର । ରାତାରାତି କେବଳ ଭାରତ ନୁହେଁ ବରଂ ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ହୋଇଗଲେ।  ବାପାଙ୍କ ଉପହାର ଯୋଗୁଁ ସେ ଏହି ସଫଳତା ପାଇଛନ୍ତି। ଏଚସିଏଲ ମାଲିକ ଶିବ ନାଦାର ତାଙ୍କର ସମୁଦାୟ ସମ୍ପତ୍ତିର ୪୭ ପ୍ରତିଶତ ଅଂଶଧନ ଝିଅ ରୋଶନି ନାଦାର ମାଲହୋତ୍ରାଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି ।