କୋ-ପାଇଲଟି ବସୁଥିବା ଡାହାଣ ପଟ ସିଟରେ ସେ ବସିଥିଲେ । ବିମାନର ଡୋରରେ ବସି ସେ ଅନେକ କଥା ପଚାରି ବୁଝିଥିଲେ । ସେ ଇନଷ୍ଟାଗ୍ରାମରେ ଏହାକୁ ଶେୟାର କରିଥିଲେ । ଭାରତୀୟ ଛାତ୍ରମାନେ ବିମାନ ଚଳାଚଳ କ୍ଷେତ୍ରରେ ସାରା ବିଶ୍ୱରେ ନାଁ କମାନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ ।
ଅହମ୍ମଦବାଦ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଥିବା କୁହାଯାଉଛି । ରୂପାନୀ ନିଜ ଝିଅକୁ ଦେଖା କରିବାକୁ ଲଣ୍ଡନ ଯାଉଥିଲେ । ତାଙ୍କର ଅବସ୍ଥା ନେଇ କିଛି ସ୍ପଷ୍ଟ ହୋଇନି ।
ଇସ୍ତଫା ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ। ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଦଳ ନିଷ୍ପତ୍ତି ନେବ। ତା’ ସହ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବି ବୋଲି କହିଛନ୍ତି ରୁପାଣୀ। ଆଜି ସେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଥିଲେ। ରୁପାଣୀ ପ୍ରାୟ ୫ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।