ସ୍ୱିସ୍ ପାୱାରଲିଫ୍ଟର ଇଲିଆସ୍ ମେୟର ୨ ଘଣ୍ଟା ୭ ସେକେଣ୍ଡ ପାଇଁ ସମ୍ପୂର୍ଣ୍ଣ ବରଫରେ ପୋତିହୋଇ ବସିବାର କୃତିତ୍ୱ ହାସଲ କରିଛନ୍ତି। ସେ ଏପ୍ରିଲ ୨ ତାରିଖରେ ସ୍ୱିଜରଲ୍ୟାଣ୍ଡର ଏକ ରାସ୍ତା କଡ଼ରେ ଏହି ପରୀକ୍ଷା କରିଥିଲେ।
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେବାକୁ ଯାଉଛି ବିଶ୍ବର ସର୍ବବୃହତ ଧାର୍ମିକ ସମ୍ମିଳନୀ କୁମ୍ଭ ମେଳା ୨୦୨୫। ୧୩ ଜାନୁୟାରୀରୁ ୨୬ ଜାନୁୟାରୀ ପର୍ଯ୍ୟନ୍ତ ଏହି ମେଳା ଆୟୋଜିତ ହେବ। ସମଗ୍ର ବିଶ୍ବର କୋଟି କୋଟି ଲୋକ ଏଥିରେ ସାମିଲ ହେବେ।
କେବଳ ଗଣେଷଙ୍କ ପ୍ରତିମୂର୍ତ୍ତି ନୁହେଁ ମହାତ୍ମାଗାନ୍ଧୀ, କଥକଲ୍ଲୀ ନୃତ୍ୟାଙ୍ଗନ, ମା ଦୁର୍ଗା ଆଦି ଚିତ୍ର ଓଲଟା ଭାବରେ ଅତି ନିଖୁଣ ଚିତ୍ରିତ କରିଛନ୍ତି। କୋଭିଡ ସମୟରେ ଲକଡାଉନ ଚାଲିଥିବାରୁ ଘରେ ରହି ପାଠ ପଢିବା ସହ କିଛି ନିଆରା କଳାକୃତି କରିବା ପାଇଁ ମନ ବଳାଇଥିଲେ ଆୟୁଶ ଏବଂ ସେଥିରେ ସେ ସଫଳ ହୋଇଛନ୍ତି ଏବଂ ଆଗକୁ ଅନେକ ସ୍ୱପ୍ନ ରହିଛି ବୋଲି କହିଛନ୍ତି।