• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Govt Assistance

Divyang Children in Jagatsinghpur
ହେ ଭଗବାନ ! ଏମାନେ କାହାର କି ଦୋଷ କରିଥିଲେ...

ଏ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଫୁଲାହାର ଗାଁର ମୁରଲୀଧର ବିଶ୍ୱାଳ । ମୂଲପାତି ଲାଗି ପରିବାର ଚଳାନ୍ତି । ବଡ଼ଝିଅ ସୋନାଲିକା ନବମ ଶ୍ରେଣୀରେ ପାଠ ପଢ଼ୁଥିବା ହଠାତ ଶଯ୍ୟାଶାୟୀ ହୋଇଗଲା । ହାତ ଗୋଡ଼ ଅଚଳ ହୋଇଯିବା ସହ କଥା କହିବା ମଧ୍ୟ ବନ୍ଦ କରିଦେଲା ।

electricity Problem
ସାବତ ପୁଅ କି ସାଗର ସାହି ? ଗାଁକୁ ନାହିଁ ବିଜୁଳି, ମିଳୁନି ମୌଳିକ ସୁବିଧା

ଚାରିଆଡ଼େ ଜଙ୍ଗଲ । ଆଉ ଏହାରି ଭିତରେ ବସବାସ କରୁଛନ୍ତି ଆଦିବାସୀ ସମ୍ପ୍ରଦାୟ ଲୋକେ । ୪୦ ପରିବାରର ପ୍ରାୟ ୨ଶହ ଲୋକ ଏଠି ବସବାସ କରନ୍ତି । ହେଲେ ଏମାନଙ୍କ ପାଇଁ ନାହିଁ ସରକାରଙ୍କ କୌଣସି ସୁବିଧା ।

Minor In Kalahandi Suffering With \'Unknown\' Disease, Awaits Govt Assistance
କୁନି କୁନି ପାଦର କଷ୍ଟ ସହି ହେଉନି, ଆଣ୍ଠେଇ ଆଣ୍ଠେଇ ଚାଲୁଛି ବାସୁଦେବ

ପାଠ ପଢିବାକୁ ମନ ଅଛି। ହେଲେ ସ୍କୁଲ ଯାଇ ପାରୁନି ବାସୁଦେବ। ଗୁରୁଣ୍ଡି ଗୁରୁଣ୍ଡି, ଆଣ୍ଠେଇ ଆଣ୍ଠେଇ ଘର ସାରା ବୁଲୁଛି। ଏ ଅଜଣା ରୋଗରେ ପଡି କଲବଲ ହେଉଛି ଏ କୁନିପିଲାଟି...