ସୁନା ଓ ରୂପା ଦରରେ ଆଜି ମଧ୍ୟ ହ୍ରାସ ଘଟିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ୦.୧% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୬,୮୬୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ୦.୨୩% ହ୍ରାସ ପାଇ ପ୍ରତି କିଲୋକୁ ୬୩,୧୫୫ ଟଙ୍କାରେ କାରବାର ହୋଇଥିଲା।
ଆଜି ସୁନା ଓ ରୂପା ଦର ହ୍ରାସ ଘଟିଛି। Multi Commodity Exchange(MCX)ରେ ଆଜି ସୁନା ୧୩୦ ଟଙ୍କା ଅର୍ଥାତ୍ ୦.୨୮% ହ୍ରାସ ଘଟି ପ୍ରତି ୧୦ ଗ୍ରାମକୁ ୪୬,୯୦୮ ଟଙ୍କାରେ କାରବାର ଚାଲିଛି।
ଫ୍ୟୁଚର ଟ୍ରେଡ୍ରେ ସୁନା ଦର ଗୋଟିଏ ଦିନ ହ୍ରାସ ପାଇବା ପରେ ଆଜି ସକାଳେ ସୁନା ଦରରେ ବୃଦ୍ଧି ଘଟିଛି। ସେହିପରି ରୂପା ଦରରେ ମଧ୍ୟ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି।
ଗତ କିଛିଦିନ ଧରି ସୁନା, ରୂପା ଦର ବୃଦ୍ଧି ପାଇଥିବା ବେଳେ ଆଜି ଭାରତୀୟ ବଜାରରେ ସୁନା ଓ ରୂପା ଦର ହ୍ରାସ ପାଇଛି। Multi Commodity Exchange(MCX)ରେ ସୁନା ଦର ୪ ଦିନ ଧରି ବୃଦ୍ଧି ପାଇବା ପରେ ଆଜି ୦.୫୫% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୭,୩୬୦ ଟଙ୍କାରେ ପହଞ୍ଚିଛି।
ସର୍ରାଫା ବଜାରରେ ଆଜି ସୁନା-ରୂପା ଦରରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ବୁଧବାର ତୁଳନାରେ ଆଜି ୨୪ କ୍ୟାରେଟ୍ ସୁନାର ସ୍ପଟ୍ ପ୍ରାଇସ୍ ୧୩୫ ଟଙ୍କା ମହଙ୍ଗା ହୋଇଛି। ଫଳରେ ପ୍ରତି ୧୦ ଗ୍ରାମକୁ ସୁନା ଦର ୪୭,୪୧୧ ଟଙ୍କାରେ କାରବାର ଆରମ୍ଭ ହୋଇଥିଲା।
ଗତ ସପ୍ତାହରେ ସୁନା-ରୂପା ଦର କେତେବେଳେ ବୃଦ୍ଧି ତ ଆଉ କେତେବେଳେ ହ୍ରାସରେ କାରବାର ଚାଲିଥିଲା। ଜୁଲାଇ ୩୦ରେ ସୁନା ଦର ବୃଦ୍ଧି ଘଟିଥିଲା।
ଲଗାତାର ୨ ଦିନ ସୁନା ଦର ବୃଦ୍ଧି ପାଇବା ବରେ ଆଜି Multi Commodity Exchange(MCX)ରେ ସୁନା-ରୁପା ଦର ହ୍ରାସ ପାଇଛି।MCXରେ ଆଜି ସୁନା ୦.୦୩% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୮,୩୮୩ ଟଙ୍କାରେ କାରବାର ଚାଲିଥିବା ଦେଖିବାକୁ ମିଳିଥିଲା।
ଆଜି ମଧ୍ୟ ସୁନା-ରୂପା ଦରରେ ହ୍ରାସ ଘଟିଛି। ଗତ କିଛିଦିନ ଧରି ସୁନା-ରୂପା ଦରରେ ହ୍ରାସ ଘଟି ଥିବାବେଳେ ଆଜି ଲଗାତାର ୬ ଦିନ ପାଇଁ ସୁନା-ରୂପା ଦର ହ୍ରାସ ପାଇଛି।
ସୁନା-ରୂପା ଦରରେ ହ୍ରାସ ଜାରି ରହିଛି। ଲଗାତାର ଭାବେ ସୁନା ଦର ହ୍ରାସ ପାଇ ଏହା ରେକର୍ଡ ସ୍ତରରୁ ତଳକୁ ଖସିଛି। ଆଜି ସୁନା ଦର MCXରେ ପ୍ରତି ୧୦ ଗ୍ରାମକୁ ୪୭,୭୭୦ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଏବେ ସୁନା ରେକର୍ଡ ସ୍ତରରୁ ପାଖାପାଖି ୮,୭୫୦ ଟଙ୍କା ଶସ୍ତା ହୋଇଛି।
ନୂଆଦିଲ୍ଲୀ: ଗତ ସପ୍ତାହରେ ଲଗାତାର ଭାବେ ସୁନା ଦର ହ୍ରାସ ପାଇଥିବା ବେଳେ ଆଜି ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି। ଗତ ୨ ଦିନରେ ସୁନା ପାଖାପାଖି ୧,୬୦୦ ଟଙ୍କା ଶସ୍ତା ହୋଇଥିବା ଦେଖିବାକୁ ମିଳିଥିଲା। Multi Commodity Exchange(MCX)ରେ…