ୟୁପିଆଇ କାରବାରରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ୩ ହଜାରରୁ ଅଧିକ ଟ୍ରାଞ୍ଜାକ୍ସନ ଉପରେ ଲାଗିପାରେ ମର୍ଚ୍ଚାଣ୍ଟ୍ ଫିସ୍ । ଛୋଟ ଟ୍ରାଞ୍ଜାକ୍ସନ ଉପରେ କୌଣସି ପ୍ରକାର ଚାର୍ଜ ଲାଗିବନି ।