• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Engineering

Mukhyamantri Medhabi Chhatra Protsahan Yojana
ପୂରଣ ହେବ ଗରିବ ST/SC ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ! ମାଗଣାରେ ପାଠପଢ଼ିବେ ମେଡିକାଲ-ଇଂଜିନିୟରିଂ

ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମାଗଣାରେ ST/SC ପିଲାମାନେ ପାଠପଢ଼ିବେ । ଏଥିପାଇଁ ଅଭିଭାବକଙ୍କୁ କୌଣସି ଖର୍ଚ୍ଚ ବହନକରିବାକୁ ପଡ଼ିବନାହିଁ ।

exam preparation
ମୁଣ୍ଡ ଉପରେ ପରୀକ୍ଷା, କେମିତି କରିବେ ପ୍ରସ୍ତୁତି

ପରୀକ୍ଷା ପାଖେଇଲେ ପିଲାଙ୍କ ଚିନ୍ତା ବଢ଼ିଯାଏ..ଏମିତିକି କେତେକ ପିଲାଙ୍କ ଦୈନିକ ଖାଦ୍ୟ ମଧ୍ୟ କମି କମି ଯାଏ, ଯାହା ସ୍ୱାସ୍ଥ୍ୟହାନୀର   କାରଣ ହେବା ସହ ପରୀକ୍ଷା ଫଳରେ ଏହାର ସାଂଘାତିକ ପ୍ରଭାବ ପଡ଼ିଥାଏ..। ମନସ୍ତତ୍ୱବିତଙ୍କ ମତରେ ଅନେକ ସମୟରେ ମେଧାବୀ   ପିଲାମାନେ ମଧ୍ୟ ଏଭଳି ପରିସ୍ଥିତିର ସାମ୍ନା କରି ମାନସିକ ଅବବସାଦର ଶିକାର ହୁଅନ୍ତି..। ଏ କ୍ଷେତ୍ରରେ ଅଭିଭାବକମାନଙ୍କର ଯଥେଷ୍ଟ   ଭୂମିକା ରହିଛି...।

Engineering Admission Last Date Extended In Odisha
୩୧ ପର୍ଯ୍ୟନ୍ତ ବଢିଲା ନାମଲେଖା...

ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଇଞ୍ଜିନିୟରିଂ ଆଡମିସନ୍‌ର ସମୟସୀମା । ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମଲେଖା ଶେଷ ତାରିଖ ଡିସେମ୍ବର ୩୧କୁ ବୃଦ୍ଧି ପାଇଛି ।

Engineering Seat
ଇଞ୍ଜିନିୟରିଂରୁ ମନ ଛାଡ଼ିଗଲାଣି, ଚାହିଦା ବି କମିଲାଣି

ଇଞ୍ଜିନିୟରିଂରୁ ମନ ଛାଡ଼ିଗଲାଣି । ଚାହିଦା ବି କମିଲାଣି । ଚିନ୍ତାରେ ଇଞ୍ଜିନିୟରିଂ ସାରିଥିବା ଛାତ୍ର । ଚାକିରି ମିଳୁନି ବୋଲି କଲେଜରେ ସିଟ୍‌ ଖାଲି ବି ପଡ଼ୁଛି । କଲେଜ ମାଲିକ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

Engineering Seat
ଶୋଚନୀୟ ଅବସ୍ଥାରେ ଇଞ୍ଜିନିୟରିଂ କଲେଜ, ଚାକିରି ନାହିଁ ବୋଲି ସିଟ୍‌ ଖାଲି !

ଇଞ୍ଜିନିୟର ହେଉଛନ୍ତି କିନ୍ତୁ ଚାକିରି ମିଳୁନି । ରାଜ୍ୟରେ ଏବେ ଏଭଳି ସ୍ଥିତି । ଧୀରେ ଧୀରେ ଇଞ୍ଜିନିୟରିଂ ପାଠ୍ୟକ୍ରମର ଚାହିଦା ବି କମୁଛି । ମହାମାରୀ ସମୟରେ କଲେଜ ଗୁଡିକରେ ଇଞ୍ଜିନିୟରିଂ ସିଟ୍ ଅଧିକ ମାତ୍ରାରେ ଖାଲି ପଡିଛି ।

jee main exam
ଓଡ଼ିଶାରୁ ରେଜିଷ୍ଟ୍ରେସନ୍ କରିଛନ୍ତି ୪୪ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ଜେଇଇ ମେନ୍ ଫାଇନାଲ୍ ପରୀକ୍ଷା ଅନୁଷ୍ଠିତ ହେବ।  ପ୍ରଥମ ପେପର୍‌ ପାଇଁ ସକାଳ ସାଢେ ୯ରୁ ସାଢେ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ସେହିପରି ଦ୍ୱିତୀୟ ପେପର ପାଇଁ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ଉଭୟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଅଢେଇ ଘଣ୍ଟା ପୂର୍ବରୁ ନିଜନିଜ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ଜେଇଇ ମେନ୍‌ରେ ଓଡିଶାର ମୋଟ ୪୪ହଜାର ୪୮୮ଜଣ ରେଜିଷ୍ଟ୍ରେସନ କରିଛନ୍ତି। […]