• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Employment Opportunities

Recruitment
Mohan Government: ନିଯୁକ୍ତି ବିଭ୍ରାଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସରକାର ଯୋଗ୍ୟ ଆଶାୟୀଙ୍କ ବିଶ୍ୱାସ ଜିତି ପାରିବେ କି?

Mohan Government: ଯଦିଓ ପରବର୍ତ୍ତୀ ପରୀକ୍ଷାର ଦିନାଙ୍କ ଧାର୍ଯ୍ୟ କରାଯାଇନାହିଁ, ତଥାପି ବର୍ତ୍ତମାନର ସରକାର ବିନା ପକ୍ଷପାତିତାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ପରୀକ୍ଷା କରିବାର ପ୍ରୟାସ ଦେଖାଇଥିବା ଆବେଦନକାରୀଙ୍କ ଭିତରେ ଧାରଣାକୁ ଦୃଢୀଭୂତ ହୋଇଛି। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ପରୀକ୍ଷା ସ୍ଥଗିତ କରିବାକୁ ପଡିଲା?

Odisha To Become IT HUB
Odisha To Become IT Hub: ଓଡ଼ିଶା ହେବ ଦେଶର ପ୍ରମୁଖ ଆଇଟି ହବ୍; ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି

ଓଡ଼ିଶା ସଫ୍ଟୱେୟାରର ଚାହିଦା ବଢୁଥିବା ବେଳେ ଆସନ୍ତା ୨ ବର୍ଷରେ ଆଇଟି କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାସହିତ ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡିଶାକୁ ଆଇଟି ହବ୍ କରିବାକୁ ସରକାରଙ୍କ ଯୋଜନା ରହିଛି।

sura routray
‘ୱାସିଂ ମେସିନ୍ ସଜାଡିବେ ତାମିଲନାଡୁ ଲୋକ, ଓଡ଼ିଶାରେ ନାହାନ୍ତି?’

ଆଜି ବିଧାନସଭାରରେ ବେକାରୀ ସମସ୍ୟା କଥା ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଲାଇନ୍ ମ୍ୟାନ୍ ଆଣିବେ ମହାରାଷ୍ଟ୍ରରୁ। ଫିଟର ଆଣିବେ ତାମିଲନାଡୁରୁ। ୱାସିଂ ମେସିନ୍ ସଜାଡିବାକୁ ଆଣିବେ ତାମିଲନାଡୁରୁ। ଓଡ଼ିଶାରେ ନାହାନ୍ତି କେହି?