• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Directorate General Of Civil Aviation

New Aviation Rules
New Aviation Rules: କମିବ ବିମାନବନ୍ଦର ପାଖ ଘର ଓ ଗଛର ଉଚ୍ଚତା; ବିଜ୍ଞପ୍ତି ଜାରି

ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଠାରୁ ନୋଟିସ୍ ପାଇବାର ୬୦ ଦିନ ମଧ୍ୟରେ ବିମାନବନ୍ଦର ନିକଟରେ ଥିବା ଘର ଭାଙ୍ଗିବେ ମାଲିକ ଓ ଗଛର ଉଚ୍ଚତା କମାଇବେ । ଯଦି ଉଚ୍ଚତା କମାଇବାରେ ବିଫଳ ହୁଅନ୍ତି, ତାହାଲେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ।

Pilot Training
Commercial Pilot License Training Changes: ପାଇଲଟ୍ ହେବାକୁ ଚାହୁଁଛନ୍ତି କି ? କୋହଳ ହେବ ଟ୍ରେନିଂ ଯୋଗ୍ୟତା !

କେବଳ ଭାରତରେ CPL ଟ୍ରେନିଂ ପାଇଁ ଦ୍ୱାଦଶରେ ବିଜ୍ଞାନ ବିଷୟ ରଖାଯାଇଛି । ଅନ୍ୟ କୌଣସି ଦେଶରେ ଏହି ଶିକ୍ଷାଗତ ଯୋଗ୍ୟତା ରଖାଯାଇନାହିଁ । ଏହା ପରିବର୍ତ୍ତନ ହେବା ଦରକାର ବୋଲି ସେ କହିଛନ୍ତି । ପାଇଲଟମାନଙ୍କ ପାଇଁ ଦ୍ୱାଦଶରେ ବିଜ୍ଞାନ ପଢ଼ିବା ଜରୁରୀ ନୁହେଁ । ତଳ କ୍ଲାସରେ ଯାହା ପଢ଼ାଯାଉଛି, ତାହା ପାଇଲଟ୍ ଟ୍ରେନିଂ ପାଇଁ ଯଥେଷ୍ଟ ବୋଲି ସେ କହିଛନ୍ତି ।