• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Diabetes Drug

ଶସ୍ତା ହେବ ମଧୁମେହ ଔଷଧ
Diabetes Medicine: ୧୦ କୋଟି ମଧୁମେହ ରୋଗୀଙ୍କ ପାଇଁ ଗୁଡ୍ ନ୍ୟୁଜ, ୯୦ ପ୍ରତିଶତ କମିବ ଔଷଧ ଦାମ୍

ଭାରତର ଚତୁର୍ଥ ବଡ଼ କମ୍ପାନୀ ମ୍ୟାନକାଇଣ୍ଡ ଫାର୍ମା ଏହି ଔଷଧକୁ ଦଶ ଭାଗରୁ ଭାଗେ ମୂଲ୍ୟରେ ବିକ୍ରି କରିବା ପାଇଁ ଯୋଜନା ଆରମ୍ଭ କରିଛି । ମ୍ୟାନକାଇଣ୍ଡ ଫାର୍ମାର ଉପାଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ରାଜୀବ ଜୁନୈଜା କହିଛନ୍ତି, ୧୦ଏମଜିର ଟାବଲେଟ ବର୍ତ୍ତମାନ ୫.୪୯ ଓ ୨୫ଏମଜିର ଟାବଲେଟ ୯.୯୦ରେ ଉପଲବ୍ଧ ହେବ । ଏବେ ରୋଗୀଙ୍କ ପାଖରେ ପେଯରି ଔଷଧ ପହଞ୍ଚିବାରେ କୌଣସି ବାଧା ସୃଷ୍ଟିହେବ ନାହିଁ,ସେଥିପ୍ରତି ଅଧିକ ଧ୍ୟାନ ଦିଆଯିବ ।