ଡରାଇଲାଣି କୋଭିଡ୍ର ଚତୁର୍ଥ ଲହର । ସଜାଗ ହେଲେଣି ସରକାର । ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ କରୋନା ସଂକ୍ରମଣ ପୁଣି ବଢ଼ିବା ପରେ ଏବେ ଓଡ଼ିଶାରେ ଛନକା ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ପୂର୍ବ ଭାରତର ୫ଟି ରାଜ୍ୟର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି।