• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Congress Mp

Dharmendra Pradhan
ମଦ ଟଙ୍କା ଘଟଣା; ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

କଂଗ୍ରେସ ଓ ଗାନ୍ଧି ପରିବାରର ଏଟିଏମ୍ ଥିଲେ କଂଗ୍ରେସ ସାଂସଦ ଧୀରଜ ସାହୁ । ଦେଶୀ ମଦ ବ୍ୟବସାୟରେ ଆଇଟି ରେଡରୁ ଟଙ୍କାର ପାହାଡ଼ ଠାବ ହେବା ଘଟଣାର ସପ୍ତାହକ ପରେ ଧୀରଜଙ୍କ ସଫେଇ ଉପରେ ପ୍ରତିକ୍ରିୟା ରଖି ଆଜି ଏଭଳି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Dharmendra pradhan
‘ଗାନ୍ଧି ପରିବାର ସହ ଫଟୋ ଉଠାଇ ବେପାର କରୁଥିଲେ ଧିରଜ’

ଅନେକ ରାଜ୍ୟର ଅବକାରୀ ନିୟମକୁ ନିଜ ଢଙ୍ଗରେ ଚଳାଉଥିଲେ ଧିରଜ, ଗାନ୍ଧି ପରିବାର ସହ ଫଟୋ ଉଠାଇ ବେପାର କରୁଥିଲେ ଧିରଜ। ଏମିତିକି ଗାନ୍ଧି ପରିବାରର ବେଶ୍ ନିକଟତର ଥିଲେ।

Dheeraj Sahu
କିଏ ଏହି ଧୀରଜ ସାହୁ ? କେମିତି ରଖିଲେ ଶହ ଶହ କୋଟି ଟଙ୍କା ଜାଣନ୍ତୁ...

ଅନ୍ୟ ଜଣେ ଭାଇ ଗୋପାଳ ସାହୁ ୨୦୧୯ରେ ହଜାରିବାଗରୁ କଂଗ୍ରେସ ଟିକଟରେ ଏମପି ନିର୍ବାଚନ ଲଢ଼ିଥିଲେ । କିନ୍ତୁ ହାରି ଯାଇଥିଲେ । ଆଉ ଜଣେ ଭାଇ ଉଦୟ ସାହୁ ମଧ୍ୟ କଂଗ୍ରେସ ସହିତ ଜଡ଼ିତ । ଧୀରଜ ନିଜେ ଛତ୍ରା ସିଟରୁ ଲଢ଼ିଛନ୍ତି, କିନ୍ତୁ ହାରିଛନ୍ତି ।