ଆଠଗଡ ପରେ ଏବେ ବଡମ୍ବାରେ ସମବାୟ ଦୁର୍ନୀତି ଅଭିଯୋଗ । ବଡମ୍ବା ବ୍ଲକ ଯୋଡୁମୁ ସୋସାଇଟିରେ କୋଟି କୋଟି ଟଙ୍କାର ଋଣ ଜାଲିଆତି ଅଭିଯୋଗ । ଚାଷୀମାନେ ଏଭଳି ସାଂଘାତିକ ଅଭିଯୋଗ ଆଣି ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧରଣା ଦେଇଛନ୍ତି ।