• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Career Tips

How to make youtube channel and make income
Career Tips: ୟୁଟ୍ୟୁବ୍ ଚ୍ୟାନେଲ୍ କରି ଲକ୍ଷପତି ହେବାକୁ ଚାହୁଁଛନ୍ତି କି; ଆପଣଙ୍କ ପାଇଁ ୪ଟି ଟିପ୍ସ

ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଅତି ସହଜ କିନ୍ତୁ ଏହାକୁ ଚଳାଇବା ଏକ କଷ୍ଟକର କାମ। ୟୁଟ୍ୟୁବ୍ ଚ୍ୟାନେଲ୍ ସୃଷ୍ଟି କରିବା ଏବଂ ଏହାକୁ ଆଗେଇ ନେବାକୁ କେତେକ ଜରୁରୀ କଥା ଉପରେ ନଜର ରଖିବା ଉଚିତ। ତେବେ ଆସନ୍ତୁ ଏମିତି କିଛି ଟିପ୍ସ ବିଷୟରେ ଜାଣିନେବା।

How to face personal interview questions and answers
Career Tips: ଆପଣ ନୂଆ ନୂଆ ସାକ୍ଷାତକାର ସାମ୍ନା କରୁଛନ୍ତି କି; ଜାଣନ୍ତୁ ପାଞ୍ଚଟି ପ୍ରଶ୍ନ ଓ ଉତ୍ତର

ପ୍ରତ୍ୟେକ ଶିକ୍ଷିତ ଯୁବକ କିଛି ନା କିଛି ଚାକିରି କରିବାକୁ ଚାହାନ୍ତି। ଏଥିପାଇଁ ଅନେକ ସୋପାନ ଦେଇ ଯିବାକୁ ହୁଏ। ସେଥି ମଧ୍ୟରୁ ଗୋଟିଏ ସୋପାନ ହେଲା ସାକ୍ଷାତକାର। ପ୍ରାୟ ନୂଆ ନୂଆ ପ୍ରାର୍ଥୀମାନ ସାମ୍ନା ସାମ୍ନି ସାକ୍ଷାତକାରକୁ ଭୟ କରନ୍ତି। ତେବେ ଆସନ୍ତୁ ଏମିତି ୫ଟି ପ୍ରଶ୍ନ ବିଷୟରେ ଜାଣିନେବା।

Career in Air Force know the tips how to entry
Career Tips: ଆପଣ ବାୟୁସେନାରେ ଚାକିରି କରିବାକୁ ଚାହାନ୍ତି କି; ଜାଣନ୍ତୁ କ’ଣ କରିବେ…

ଅନେକ ଯୁବକ ବାୟୁସେନା (Air Force)ରେ ଯୋଗଦେବାକୁ ହୁଏତ ସ୍ୱପ୍ନ ଦେଖୁଥିବେ। ଅନେକ ବଲିଉଡ ଚଳଚ୍ଚିତ୍ରରେ ଜଣେ ଯୁଦ୍ଧ ବିମାନ ପାଇଲଟଙ୍କ ଆକ୍ସନ ଦେଖାଯାଏ। ଏହାକୁ ଦେଖି ଅନେକ ମଧ୍ୟ ଅନୁପ୍ରାଣିତ ହୁଅନ୍ତି। ଆପଣ ଯଦି ଏଭଳି ଇଛା ପ୍ରକାଶ କରିଛନ୍ତି ଆଉ କ’ଣ କରିବେ ଜାଣିପାରୁ ନାହାନ୍ତି ତେବେ ଜାଣନ୍ତୁ।

Tips to score 90 percent marks in cbse board exam
Education Tips: ମାନନ୍ତୁ ଏହି ୪ ଟିପ୍ସ; ଦଶମ ବୋର୍ଡ ପରୀକ୍ଷା ଇଂରାଜୀରେ ରହିବ ୯୦ ପ୍ରତିଶତ

୨୬ ଫେବୃଆରୀ ୨୦୨୪ ରେ CBSE ବୋର୍ଡ କ୍ଲାସ୍ ଦଶମର ଇଂରାଜୀ ପରୀକ୍ଷା ହେବ। CBSE ବୋର୍ଡ ଦଶମ ଇଂରାଜୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନେ ଯଦି କିଛି ଟିପ୍ସ ଆପଣେଇ ପରିଶ୍ରମ କରିବେ ତେବେ ୯୦ ପ୍ରତିଶତରୁ ଅଧିକ ମାର୍କ ହାସଲ କରିପାରିବେ।

how to became network engineer what qualifications needs
Career Tips : ନେଟ୍‌ୱାର୍କ ଇଞ୍ଜିନିୟର ହେବାକୁ ଚାହୁଛନ୍ତି କି; ଜାଣନ୍ତୁ କେଉଁ କୋର୍ସ କରିବାକୁ ହେବ

ଆଜିର ଦୁନିଆ ନେଟୱାର୍କର ଦୁନିଆ। ଏହାର ଚାହିଦା ଯେତିକି ବଢିଚାଲିଛି ଏହା ସେତିକି ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଡିଜିଟାଲ ଦୁନିଆରେ କାମ ଏବଂ ପଦବୀ ମଧ୍ୟ ବଦଳୁଛି। ଆପଣ ଯଦି ନେଟ୍‌ୱାର୍କ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି, ତେବେ କ’ଣ କରିବାକୁ ହେବ ଜାଣିନିଅନ୍ତୁ।

competitive exams full forms list
Full Forms List: ସରକାରୀ ଚାକିରି ଖୋଜିବା ପୂର୍ବରୁ ଜାଣିନିଅନ୍ତୁ ଏସବୁର ଫୁଲ୍‌ଫର୍ମ

ଅଧିକାଂଶ ପିଲା ପ୍ରତିଯୋଗିତାମୂଳକ ପରୀକ୍ଷାର ନାମକୁ କେବଳ ସର୍ଟ ଫର୍ମ ଭାବେ ଜାଣନ୍ତି। କଥାବାର୍ତ୍ତାରେ ଆମେ ପ୍ରାୟତଃ ସର୍ଟ ଫର୍ମ ବ୍ୟବହାର କରୁ। କିନ୍ତୁ ଆପଣ ଯଦି କୋଣସି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆପଣ ସମସ୍ତ ପରୀକ୍ଷାର ଫୁଲ ଫର୍ମ ମଧ୍ୟ ଜାଣିନେବା ଉଚିତ।

After BA if you want to earn in lakhs or crores take admission in this courses
Career Tips: BA ପରେ ଏହି କୋର୍ସ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ

BA କରିବା ପରେ, ଛାତ୍ରମାନଙ୍କ ପାଖରେ ଅନେକ ବିକଳ୍ପ ଅଛି ଯେଉଁଥିରେ ସେମାନେ ଆଡ୍‌ମିଶନ୍‌ ନେଇ ଏକ ଭଲ କ୍ୟାରିଅର୍ କରିପାରିବେ। ଏହି ପାଠ୍ୟକ୍ରମଗୁଡିକ ଅଧ୍ୟୟନ କରିବା ପରେ, ପିଲାମାନେ ନିଜ ଚାକିରି ବ୍ୟତୀତ ନିଜର କିଛି ବି ଆରମ୍ଭ କରିପାରିବେ।

Career tips how to become air hostess
Career Tips: ଏୟାର ହୋଷ୍ଟେସ୍‌ ହେବାକୁ ଚାହୁଁଛନ୍ତି କି…ଆପଣଙ୍କ ପାଇଁ ଟିପ୍ସ

ଯେଉଁମାନେ ବିମାନ ଚଳାଚଳ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବହୁତ ବଡ଼ ସୁଯୋଗ ଅଛି। ଆପଣ ଯଦି ଏଥିପାଇଁ ଇଛୁକ ତେବେ ଏହି ଟିପ୍ସଗୁଡିକ ଉପରେ ନଜର ପକେଇ ନିଅନ୍ତୁ। ଏହା ଆପଣଙ୍କ ଲକ୍ଷ ପୂରଣ କରିବାରେ ସହାୟକ ହେବ।

Office and home stress relief management
Career Tips: ଉଭୟ ଘର ଓ ଅଫିସ୍ ସମ୍ଭାଳିବା କଷ୍ଟ ହେଉଛି କି; ଦେଖନ୍ତୁ ଟିପ୍ସ

ଏହି ମହଙ୍ଗା ଦୁନିଆରେ ବିଶେଷ କରି ମହିଳାମାନଙ୍କ ପାଇଁ ଘର କାମ ସାଙ୍ଗକୁ କୌଣସି ନା କୌଣସି ଚାକିରି ମଧ୍ୟ କରିବାକୁ ପଡୁଛି। ଘର ଏବଂ ଅଫିସ୍ ଏକାଠି ପରିଚାଳନା କରିବା ନିହାତି କଷ୍ଟକର। ଏଠାରେ ଦିଆଗଲା ଆପଣଙ୍କ ପାଇଁ କିଛି ଟିପ୍ସ।

Career tips what not to do in job interview
Career Tips: ସାକ୍ଷାତକାର ଦେବା ସମୟରେ ଏହି ୩ ଭୁଲ୍ କେବେ ବି କରନ୍ତୁ ନାହିଁ

ଯଦି ଆପଣ ନିଜର ବର୍ତ୍ତମାନର ଚାକିରି ପ୍ରୋଫାଇଲ୍‌ରେ ସନ୍ତୁଷ୍ଟ ନୁହନ୍ତି, ତେବେ ଆଉ ଏକ ନୂଆ ଚାକିରି ଖୋଜିବାକୁ ଚେଷ୍ଟା କରିବା ଜରୁରୀ। ତେବେ ନୂଆ ଚାକିରି ପାଇବା ମଧ୍ୟ ସହଜ ନୁହେଁ। ଆପଣ ପାଇଁ ଟିପ୍ସ।

Technology courses after 12th board exam
Career Tips: ଦ୍ୱାଦଶ ପରେ କ୍ୟାରିଅର୍‌କୁ ନେଇ ଚିନ୍ତାରେ ଅଛନ୍ତି କି? ଆପଣଙ୍କ ପାଇଁ ଟିପ୍ସ

ଦ୍ୱାଦଶ ପରେ କ’ଣ କରିବା? ଦ୍ୱାଦଶ ପାଶ୍‌ ପରେ ଏହି ପ୍ରଶ୍ନ ନିଶ୍ଚିତ ଭାବରେ ପ୍ରତ୍ୟେକ ଛାତ୍ରଙ୍କ ମନରେ ଆସେ। ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ, ଟେକ୍ନୋଲୋଜି କ୍ଷେତ୍ରରେ କ୍ୟାରିୟର କରିବା ଏକ ଉତ୍ତମ ବିକଳ୍ପ ବୋଲି ପ୍ରମାଣିତ ହେବ। ଆସନ୍ତୁ ସେ ବିଷୟରେ ପୂରା ଜାଣିନେବା।

Government jobs are available in these departments even without examination
Career Tips: ଯେତେ ପରୀକ୍ଷା ଦେଲେ ବି ମିଳୁନି ସରକାରୀ ଚାକିରି? ଆପଣଙ୍କ ପାଇଁ ସୁଯୋଗ

ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କୁ ଏହି ଖବର ଖୁସି ଦେବ। କାରଣ ଏମିତି ଅନେକ ବିଭାଗ ଅଛି ଯେଉଁଠି ବିନା ପରୀକ୍ଷାରେ ସରକାରୀ ଚାକିରି କରିବାର ସୁଯୋଗ ଅଛି। ଆସନ୍ତୁ ସେସବୁ ବିଭାଗ ଉପରେ ନଜର ପକେଇ ନେବା।

Business Idea, Carrier Tips
Career Tips: ଅତି ସହଜରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ, ମାସିକ ୯୦ ହଜାର ରୋଜଗାର

ଖୁବ୍‌ କମ୍‌ ନିବେଶ ଦ୍ୱାରା ଆପଣ ଏହି କାର ୱାସିଂ ବ୍ୟବସାୟ ଆରମ୍ଭ କରିପାରିବେ । ବର୍ତ୍ତମାନ ପରିସ୍ଥିତିରେ ଅନେକ ଲୋକ କାର୍‌ ୱାସିଂ ବ୍ୟବସାୟକୁ ପ୍ରଫେସ୍‌ନାଲ ବୋଲି ଧରିନଥାନ୍ତି । କିନ୍ତୁ ଏହି ବ୍ୟବସାୟ ଆପଣଙ୍କୁ ମାଲାମାଲ କରିଦେବାର କ୍ଷମତା ରଖୁଛି । 

Google free online courses with high salary jobs
Career Tips: ଗୁଗୁଲ୍‌ର ଏହି ଫ୍ରି କୋର୍ସ କଲେ, ଘରେ ବସି ଲକ୍ଷାଧିକ ଟଙ୍କା ପାଇବେ

ଆଜିର ଦିନରେ ଏକ ଦରକାରୀ ପାଠ୍ୟକ୍ରମ ହେଉଛି ଗୁଗୁଲ୍‌ ଦ୍ୱାରା ପ୍ରଦାନ କରାଯାଉଥିବା ଏକ ମାଗଣା ପ୍ରୋଗ୍ରାମ, ଯାହା ଦ୍ୱାରା ଆପଣ ଘରେ ବସି ଭଲ ଦରମା ସହିତ ସହଜରେ ଚାକିରି ପାଇପାରିବେ। ତେବେ ଆସନ୍ତୁ ଏହା ସହ ଜଡିତ ସମ୍ପୂର୍ଣ୍ଣ ସୂଚନା ବିଷୟରେ ଜାଣିନେବା।

Salary oriented short term courses under 50 thousand rupees
Career Tips: କମ୍ ଟଙ୍କାରେ କରନ୍ତୁ ଏହି କୋର୍ସ; ପ୍ରଥମ ଦରମା ୩୦ ହଜାର ଉପରେ

ଆଜିର ମହଙ୍ଗା ପାଠ୍ୟକ୍ରମ ଭିତରେ ଅଧିକାଂଶ ପିଲା ଏମିତି କିଛି ପାଠ୍ୟକ୍ରମ ଖୋଜୁଛନ୍ତି ଯାହା ପାଇଁ ଖୁବ କମ ଟଙ୍କା ଖର୍ଚ୍ଚ ହେଉଥିବ ଏବଂ ପଢା ଶେଷ ହେଉ ହେଉ କିଛି ନା କିଛି ଚାକିରି ମିଳିଯାଉଥିବ। ଏପରି ପରିସ୍ଥିତିରେ କିଛି ସର୍ଟଟର୍ମ କୋର୍ସ କିମ୍ବା ଡିପ୍ଲୋମା ପାଠ୍ୟକ୍ରମ ଉଚ୍ଚା ଦରମା ସହ ଆପଣଙ୍କ ଲକ୍ଷକୁ ସହଜ କରିବ।

Know eligibility to become a cbi officer
Career Tips: CBI ଅଫିସର୍ ହେବାକୁ ଚାହୁଁଛନ୍ତି କି? ଆପଣଙ୍କ ପାଇଁ ଟିପ୍ସ...

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଆଜିର ଯୁବକମାନେ ଟଙ୍କା ସହିତ ସମ୍ମାନଜନକ ଚାକିରି କରିବାକୁ ଚାହୁଁଛନ୍ତି। ଏଭଳି ପରିସ୍ଥିତିରେ, ସିବିଆଇରେ ଜଣେ ଅଧିକାରୀ ହୋଇ ଜଣେ ନିଜର ସ୍ୱପ୍ନକୁ ପୂରଣ କରିପାରିବ। ଯୁବପିଢି ଏହାର ଫାଇଦା ନେଇପାରିବେ। ଏହି ଚାକିରି କରିବାକୁ ହେଲେ କ’ଣ କରିବାକୁ ହେବ ଆସନ୍ତୁ ଜାଣିବା।

You can do polytechnic course after 10th
Career Tips: ଦଶମ ପରେ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି କି? ଦେଖନ୍ତୁ କେତେକ ଟିପ୍ସ

ଆଜିକାଲି ପିଲାମାନେ ନିଜ ନିଜ କ୍ୟାରିୟର୍‌କୁ ନେଇ ଖୁବ୍ ଚିନ୍ତିତ। ଦଶମ ପାଶ୍ ପରେ ପ୍ରାୟ ପିଲା ଏହି ଚିନ୍ତାରେ ପଡିଯାଆନ୍ତି। ନିଜ ନିଜ କ୍ୟାରିୟରକୁ ନେଇ ଚିନ୍ତା କରନ୍ତି। ଆପଣ ଯଦି ଦଶମ ପରେ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ…

Avoid these bad habits for career and studies
ସଫଳତା ପାଇବାକୁ ହେଲେ ମାନନ୍ତୁ ଏହି ୬ଟି ଟିପ୍ସ

ସମସ୍ତେ ସଫଳତା ପାଇବାକୁ ଚାହାଁନ୍ତି। କିନ୍ତୁ ସଫଳତା କିପରି ମିଳିବ ତାହା ସମସ୍ତେ ଜାଣନ୍ତି ନାହିଁ। କ୍ୟାରିୟର ହେଉ କି ପାଠପଢା ଯେକୌଣସି କ୍ଷେତ୍ରରେ ସଫଳ ହେବାକୁ ହେଲେ ଧ୍ୟାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ କିପରି ଏହା ସମ୍ଭବ ହେବ ଜାଣନ୍ତୁ…

Best career option after BA
Career Tips: B.A ପରେ କ୍ୟାରିୟର୍‌କୁ ନେଇ ଚିନ୍ତାରେ ଅଛନ୍ତି କି; ଜାଣନ୍ତୁ କ’ଣ କରିବେ

BA ପରେ ଆପଣ କେବଳ ଉଚ୍ଚଶିକ୍ଷା ପାଇପାରିବେ ନାହିଁ, ସରକାରୀ ଚାକିରି ପାଇଁ ମଧ୍ୟ ଅନେକ ବିକଳ୍ପ ଅଛି। ଯଦି ଆପଣଙ୍କର BA କରିବାକୁ ଇଛା ଅଛି, ତେବେ ଏହି ପାଠ୍ୟକ୍ରମ ପରେ କ’ଣ କରିବେ ତାହା ଜାଣିବା ଦରକାର। ଆସନ୍ତୁ ଜାଣିବା...

How to choose best career option
Career Tips: କ୍ୟାରିୟର୍ ବାଛିବା ପୂର୍ବରୁ ଏହି ୫ଟି କଥା ଉପରେ ନଜର ପକାନ୍ତୁ

କିଛି ଲୋକ ଅଛନ୍ତି କାମ ମିଳିବା ମାତ୍ରେ କରନ୍ତି ଆଉ କିଛି ଦିନ ପରେ ଏହାକୁ ଛାଡିଦିଅନ୍ତି। ଆଉ କିଛି ଲୋକ ଅନିଚ୍ଛା ସହ କାମ କରୁଥିବାବେଳେ କିଛି ଲୋକ ପ୍ରାୟତଃ କାମ କରିବା ବେଳେ ଅନୁଭବ କରନ୍ତି ଯେ ସେମାନେ ଏହି କାମ ପାଇଁ ତିଆରି ହୋଇ ନାହାଁନ୍ତି। ତେବେ କ୍ୟାରିୟର୍ ବାଛିବା ପୂର୍ବରୁ ଏହି ୫ଟି କଥା ଉପରେ ନଜର ପକାଇବା ଜରୁରୀ।

How to become a professional singer
Career Tips: ସଂଗୀତରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି; ଆପଣଙ୍କ ପାଇଁ କିଛି ଟିପ୍ସ

ଆଜିକାଲି ପିଲାମାନେ ବିଭିନ୍ନ ସୃଜନାତ୍ମକ କ୍ଷେତ୍ରରେ ନିଜ କ୍ୟାରିୟର ଗଢିବାକୁ ପସନ୍ଦ କରୁଛନ୍ତି। ଏଥିରେ ଖାଲି ସୁନାମ ନୁହେଁ ନିଜ ଇଛାକୁ ପୂରଣ କରିବା ସହିତ ଭଲ ରୋଜଗାରର ବି ସୁଯୋଗ ଅଛି। ଯଦି ଆପଣ ଜଣେ ସିଙ୍ଗର୍ ହେବାକୁ ଚାହାନ୍ତି ତେବେ ଦେଖନ୍ତୁ…

What is loco pilot salary and qualification
Career Tips: ଲୋକୋ ପାଇଲଟ୍ ହେବାକୁ ଚାହାନ୍ତି କି? ଜାଣନ୍ତୁ କ’ଣ କରିବାକୁ ହେବ…

ଟ୍ରେନ୍‌ରେ ଆମକୁ ସୁରକ୍ଷିତ ଭାବେ ଗନ୍ତବ୍ୟସ୍ଥଳରେ ପହଞ୍ଚେଇବାର ଦାୟିତ୍ୱ ଲୋକୋ ପାଇଲଟଙ୍କର ଥାଏ। ଲୋକୋ ପାଇଲଟଙ୍କ ଦାୟିତ୍ୱ ଏକ ବିମାନ ପାଇଲଟଙ୍କ ଭୂମିକା ସହିତ ସମାନ। ତେବେ ଆପଣ ଯଦି ଲୋକୋ ପାଇଲଟ୍ ହେବାକୁ ଚାହାନ୍ତି ତେବେ କ’ଣ କରିବାକୁ ହେବ ଆସନ୍ତୁ ଜାଣିବା।

Tips how to ask for leave
Career Tips: ବସ୍‌ଙ୍କୁ ଛୁଟି ମାଗିଲେ ମିଳୁନି? ଆପଣାନ୍ତୁ ଏହି ଟିପ୍ସ

ଅଫିସ୍‌ରୁ ଛୁଟି ଚାହୁଁଛନ୍ତି କିନ୍ତୁ ମିଳୁନି... ବସ୍‌ଙ୍କୁ ଛୁଟି ମାଗିବାକୁ ଭୟ ଲାଗୁଛି… ଆପଣାନ୍ତୁ ଏହି ଟିପ୍ସ… ମିଳିଯିବ ଛୁଟି।

What is semester internship
ସେମିଷ୍ଟାର୍ ଇଣ୍ଟର୍ନସିପ୍ କ’ଣ; କିପରି ଲାଭ ନେବେ ଫ୍ରେସର୍ସ ଇଂଜିନିୟର

ଇଂଜିନିୟରିଂରେ ନୂଆ ଶିକ୍ଷା ନୀତି ଆଣିବା ପାଇଁ ସରକାରଙ୍କ ଉଦ୍ୟମକୁ ଅଧିକାଂଶ ଲୋକ ପ୍ରଶଂସା କରୁଥିବାବେଳେ କିଛି ଲୋକ ଏହାକୁ ଉପହାସ କରୁଛନ୍ତି। ସେମାନେ କହୁଛନ୍ତି ଯେ ଏହି ପରିବର୍ତ୍ତନ ଏହାର ଉଦ୍ଦେଶ୍ୟ ହାସଲ କରିପାରିବ ନାହିଁ।

To grow in career focus on these tips
Career Tips: ଏକ ସଫଳ କ୍ୟାରିୟର୍ ଚାହୁଛନ୍ତି କି; ତେବେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସଫଳତା ପାଇଁ ସଠିକ୍ ରଣନୀତି ପ୍ରସ୍ତୁତ କରିବାକୁ ହୋଇଥାଏ। ପ୍ରାୟ ଲୋକ ନିଜ କ୍ୟାରିଅରକୁ ଆଗକୁ ନେବା ପାଇଁ ଅଧିକ ପରିଶ୍ରମ ଏବଂ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତି। ଆପଣଙ୍କ କ୍ୟାରିୟରକୁ ଆଗକୁ ନେବାକୁ ହେଲେ ଏହିସବୁ ପଏଣ୍ଟକୁ ନିଜ ଜୀବନରେ ସାମିଲ କରିବାକୁ ହେବ।