ଚଳିତବର୍ଷ ପଦମନ ମାଳି ପ୍ରଥମ ଥର ପାଇଁ ରଙ୍ଗୀନ ଫୁଲ କୋବି ଚାଷ କରିଛନ୍ତି। ଏଥିପାଇଁ ସେ ୟୁଟ୍ୟୁବ୍ରୁ ପାଇଥିଲେ ଫର୍ମୁଲା। ତା’ପରେ ଉମରକୋଟରେ ଜଣେ ମଞ୍ଜି ବ୍ୟବସାୟୀଙ୍କ ସହିତ ଯୋଗାଯୋଗ କରିଥିଲେ। ସିଏ ତାଙ୍କୁ କୋବି ଚାରା ଆଣି ଯୋଗାଇଥିଲେ।
ଏ ଦୃଶ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ଉପହାସ।