• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Book Review

Book Review of ‘Saunta Smruti’
‘ସାଉଁଟା ସ୍ମୃତି’ରେ କଳୁଷିତ ସମାଜର ସତର୍କ ଘଣ୍ଟି

ଡ. ପ୍ରଭାସ ଆଚାର୍ଯ୍ୟ ‘ସାଉଁଟା ସ୍ମୃତି’ରେ ଛୋଟ ଛୋଟ ଘଟଣା ମାଧ୍ୟମରେ ଦେଇଛନ୍ତି ସମାଜକୁ ବଡ଼ ବଡ଼ ବାର୍ତ୍ତା। ସବୁ ଗଳ୍ପଗୁଡ଼ିକ ସବୁ ସମୟରେ ସମାଜକୁ ଶିକ୍ଷଣୀୟ ବାର୍ତ୍ତା ଦେବା ସହିତ କଳୁଷିତ ସମାଜ ପ୍ରତି ସତର୍କ ଘଣ୍ଟି ମଧ୍ୟ ଏଥିରେ ସନ୍ନିବେଶିତ ଗଳ୍ପଗୁଡ଼ିକ।

Book review by Dr Mamata Priyadarshini Sahu
ଆର୍ତ୍ତ ମାନବାତ୍ମାର ରୂପକାର କଥା ଶିଳ୍ପୀ ହୃଷୀକେଶ ପଣ୍ଡାଙ୍କ "ସୁନାପୁଟର ଲୋକେ"

"ସୁନାପୁଟର ଲୋକେ" ଉପନ୍ୟାସରେ ଅତ୍ୟାଚାର ଓ ଶୋଷଣକୁ ନିର୍ବିକାର ଚିତ୍ତରେ ସହିଯିବାକୁ ଗ୍ରହଣ ନ କରି ଶୋଷିତ ଓ ନିର୍ଯାତିତମାନଙ୍କ ଭିତରେ ସୁପ୍ତ ଶକ୍ତିର ଜାଗ୍ରତ କରିଛନ୍ତି କଥାକାର। ତାଙ୍କ ମନ ଚୈତନ୍ୟ ବିଦ୍ରୋହୀ ହୋଇ ଶୋଷକର ବିନାଶ ଚାହିଁଛି।

Book Review:Dear Zari
ଡିୟର ଜ୍ଜରି: ଏକ ଦୃଷ୍ଟିପାତ

ଆଫ୍‌ଗାନିସ୍ଥାନର ଅନେଷା ଓ ୱଜ୍‌ମା ଦୁଇ ମହିଳାଙ୍କ କାହାଣୀ ସ୍ଥାନ ପାଇଛି ଜ୍ଜରଗୁନା କାରଗର ଲିଖିତ ‘ଡିୟର ଜ୍ଜରି’ ବହିରେ। ୨୦୦୫ ମସିହାରେ ବିବିସି (ବ୍ରିଟିଶ୍ ବ୍ରଡ୍କାଷ୍ଟିଂ କର୍ପୋରେସନ)ରେଡିଓ-୪ର ‘ଆଫଗାନ୍ ଓମ୍ୟାନ୍ସ ଆଓ୍ୱାର୍’ ନାମକ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସମୟରେ ଅନେଷା ଆଉ ଓ୍ୱାଜ୍‌ମାଙ୍କ ଭଳି ଆହୁରି ଅନେକ ମହିଳାଙ୍କୁ ଭେଟିଛନ୍ତି ଲେଖିକା।