• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bollywood

Filmmaker Manish Gupta
Filmmaker Manish Gupta: ଜଣାଶୁଣା ଫିଲ୍ମ ନିର୍ମାତାଙ୍କ ଘରେ କାମ କଲେ: ଦରମା ମାଗିବାକୁ ଛୁରା ମାଡ଼ ଖାଇଲେ

ଜଣାଶୁଣା ଫିଲ୍ମ ନିର୍ମାତା ମନୀଷ ଗୁପ୍ତାଙ୍କ ବିରୋଧରେ ତାଙ୍କ ଡ୍ରାଇଭରଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ମନୀଷ ଗୁପ୍ତାଙ୍କ ଘରେ ତିନି ବର୍ଷ ଧରୋ କାମ କରୁଥିବା ଡ୍ରାଇଭର ରାଜିବୁଲ ଇସ୍‌ଲାମ୍‌ ଲସ୍କରଙ୍କୁ ଛୁରାମାଡ କରିଛନ୍ତି।

ed
ED Raid in actors house: ନଦୀ ସଫେଇ ନାଁରେ ଖାଇଗଲେ ୬୫ କୋଟି, ବଲିଉଡ ଅଭିନେତାଙ୍କ ଘରେ ED ରେଡ

୨୦୨୦ରେ ଏହାକୁ ସଫା ରଖିବା ପାଇଁ ସରକାରଙ୍କ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ୫୬୯.୫୨ କୋଟି ଟଙ୍କାର ଯୋଜନା କରାଯାଇଥିଲା। ବର୍ଷା ଦିନରେ ମୁମ୍ବାଇକୁ ବନ୍ୟା ପରସ୍ଥିତିରୁ ରକ୍ଷା କରିବା ପାଇଁ ଏହି ଯୋଜନା କରାଯାଇଥିଲା। ତେବେ ଏହି ଯୋଜନାରେ ପ୍ରାୟ ୬୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଥିଲା।

Nora Fatehi spotted with rumoured boyfriend benson boone
Nora Fatehi Boyfriend: ମନ ନେଇଗଲେ ବିଦେଶୀ ଗାୟକ; କିଏ ଏହି ରାଜକୁମାର, କୋଉଠୁ ଆସିଲେ

ନୋରା ଫତେହୀ ସବୁବେଳେ ତାଙ୍କର ଆକର୍ଷଣ ଏବଂ ଭିନ୍ନ ଶୈଳୀ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଆଜିକାଲି ସେ ‘ଦି ରୟାଲ୍ସ’ ପାଇଁ ଖବରରେ ଅଛନ୍ତି। କିନ୍ତୁ ନିକଟରେ ତାଙ୍କୁ ଜଣେ ପୁରୁଷଙ୍କ ସହ ଦେଖିବାକୁ ମିଳିଥିଲା ଯାହାଙ୍କ ଫଟୋ ଏବେ ଭାଇରାଲ୍‌ ହେଉଛି।

Ananya Pandey says shah rukh khan is her second father
Ananya Pandey: ବଲିଉଡ୍‌ର ଏହି ସୁପର୍‌ଷ୍ଟାର୍‌ଙ୍କୁ ଅନନ୍ୟା ପାଣ୍ଡେ କହିଲେ ଦ୍ୱିତୀୟ ବାପା; ଜାଣନ୍ତୁ କାହିଁକି

ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଟାଇମ୍ସ ଅଫ୍ ଇଣ୍ଡିଆ ସହିତ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ଅଭିନେତା ଶାହରୁଖ ଖାନଙ୍କ ବିଷୟରେ କହିଥିଲେ। ସେ ତାଙ୍କୁ ଦ୍ୱିତୀୟ ବାପା ବୋଲି କହିଛନ୍ତି।

Jaya Bachchan gets angry after seeing cameras
Jaya Bachchan: ଫଟୋଗ୍ରାଫରଙ୍କୁ ଦେଖି ରାଗିଲେ ଜୟା ବଚ୍ଚନ; ଏମିତି କହି ଗାଳିଦେଲେ

ଜୟା ବଚ୍ଚନ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦାଙ୍କ ସହିତ ରୋନୋ ମୁଖାର୍ଜୀଙ୍କ ପ୍ରାର୍ଥନା ସଭାକୁ ଯାଇଥିଲେ। କିନ୍ତୁ କ୍ୟାମେରା ଦେଖି ସେ ପୁଣି ଥରେ ନିଜର ରାଗକୁ ସମ୍ଭାଳିପାରି ନ ଥିଲେ। ତାଙ୍କର ଏହି ଭିଡିଓ ଖୁବ ଭାଇରାଲ୍‌ ହେଉଛି।

Preity ‌Zinta
Preity ‌Zinta: ବଲିଉଡ୍‌ର ଏହି ସୁନ୍ଦରୀ ଗୋଟିଏ କି ଦୁଇଟି ନୁହେଁ, ୩୬ ପିଲାଙ୍କ ମାଆ ହୋଇଛନ୍ତି; ବିବାହ ପୂର୍ବରୁ କରିଥିଲେ ୩୪

ବଲିଉଡ୍‌ର ଏହି ସୁନ୍ଦରୀ ଯିଏ ଅଭିନୟରେ ତ ନାଁ କମେଇଥିଲେ, କିନ୍ତୁ ଯେତେବେଳେ ସେ ଜଣେ ବ୍ୟବସାୟୀ ମହିଳା ହେଲେ, ସେ ପ୍ରସିଦ୍ଧ ହୋଇଗଲେ। ଏହି ଅଭିନେତ୍ରୀ ଗୋଟିଏ କି ଦୁଇଟି ନୁହେଁ ବରଂ ୩୬ ପିଲାଙ୍କ ମାଆ ହୋଇଛନ୍ତି। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ, କିନ୍ତୁ ଏହା ସତ।

Shah Rukh Khan expressed I would like to become virat kohli
Shah Rukh Khan: କିଙ୍ଗ୍‌ ଖାନ୍‌ଙ୍କ ନିଆରା ଇଚ୍ଛା, କହିଲେ ହେବେ କିଙ୍ଗ୍ କୋହଲି

ଶାହରୁଖ ଖାନଙ୍କର ଏକ ପୁରୁଣା ବୟାନ୍‌ ଭାଇରାଲ୍ ହେଉଛି, ଯେଉଁଥିରେ ସେ କିଙ୍ଗ୍‌ କୋହଲିଙ୍କ ବିଷୟରେ କିଛି କହିଥିଲେ, ଯାହା ଉପରେ ଅନୁଷ୍କା ଶର୍ମା ନିଜକୁ ଉତ୍ତର ଦେବାରୁ ରୋକିପାରିଲେ ନାହିଁ।

Amrita Arora become fat now see her latest pic
Amrita Arora: ଦିନେ ଫିଟ୍‌ନେସ୍‌ରେ ଲୋକଙ୍କୁ କରୁଥିଲେ ପାଗଳ; ଏବେ ଦେଖିଲେ ଚିହ୍ନିବା କଷ୍ଟକର

'ଦିଲ୍ଲୀ କି ସର୍ଦ୍ଦି' ଗୀତରେ ନିଜର ଘାତକ ମୁଭ୍ସ ସହିତ ଲୋକଙ୍କୁ ପାଗଳ କରିଥିବା ଅମ୍ରିତା ଆରୋରାଙ୍କ କଥା ମନେ ଅଛି କି? ମଲାଇକା ଅରୋରାଙ୍କ ସାନ ଭଉଣୀ ଅମୃତା ଅନେକ ଫିଲ୍ମରେ କାମ କରିଛନ୍ତି। ସେ ଦିନେ ତାଙ୍କ ଫିଟ୍‌ନେସ୍‌କୁ ନେଇ ବହୁତ ଖବରରେ ରହୁଥିଲେ। ଆଜି କିନ୍ତୁ ତାଙ୍କୁ ଚିହ୍ନିବା କଷ୍ଟକର ହୋଇ ପଡିଛି।

Adnan Sami revealed Pakistan rejected visa last year
Adnan Sami: ଅଦନାନ ସାମି ଖୋଲିଦେଲେ ପାକିସ୍ତାନର କଳା ଚିଠି; ଶୁଣିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ

୨୦୧୬ରେ ଭାରତୀୟ ନାଗରିକ ହୋଇଥିବା ଅଦନାନ ସାମିଙ୍କୁ ପାକିସ୍ତାନରେ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ତାଙ୍କ ମାଆଙ୍କ ମୃତ୍ୟୁ ପରେ ମଧ୍ୟ ପାକିସ୍ତାନ ତାଙ୍କୁ ଭିସା ଦେବାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲା।

Former miss world Manushi Chillar shared pictures in a red gown
Manushi Chillar: ପୂର୍ବ ମିସ୍ ୱାର୍ଲ୍ଡ ମାନୁଷୀ ଛିଲ୍ଲରଙ୍କ ଆକର୍ଷଣୀୟ ଲୁକ୍

୨୦୧୭ରେ ମିସ୍ ୱାର୍ଲ୍ଡ ଟାଇଟଲ ଜିତିଥିବା ମାନୁଷୀ ଛିଲ୍ଲର ଆଜି ଜଣେ ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ। ଏହି ଅଭିନେତ୍ରୀ ତାଙ୍କ ଫ୍ୟାଶନ୍ ସେନ୍ସ ଏବଂ ଲୁକ୍ ପାଇଁ ସୋସିଆଲ ମିଡିଆରେ ମଧ୍ୟ ଖବରରେ ରହିଥାନ୍ତି। ନିକଟରେ, ଅଭିନେତ୍ରୀଙ୍କୁ ଲାଲ୍‌ ରଙ୍ଗର ଗାଉନରେ ଏକ ଆକର୍ଷଣୀୟ ପୋଜ୍ ଦେଉଥିବାର ଦେଖିବାକୁ ମିଳିଥିଲା।

Chak de india fame Chitrashi Rawat bikini pics
Chitrashi Rawat: ଜଳପରୀ ସାଜିଲେ 'ଚକ୍ ଦେ ଇଣ୍ଡିଆ' ଗାର୍ଲ; ଲୁକ୍ ଦେଖି ଲୋକେ ଫିଦା

ଆଜି, 'ଚକ୍ ଦେ ଇଣ୍ଡିଆ' ଗାର୍ଲ ନିଜର ଚମତ୍କାର ଏବଂ ଆତ୍ମବିଶ୍ୱାସୀ ଫଟୋ ସହିତ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛନ୍ତି। ନିକଟରେ, ଚିତ୍ରାଶୀ ରାୱତ୍ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୁଲ୍‌ରେ ମଜା କରୁଥିବାର ଫଟୋ ଶେୟାର କରିଛନ୍ତି। ତାଙ୍କର ଏହି ସୁନ୍ଦର ଫଟୋଗୁଡ଼ିକ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Sonakshi Sinha loose 30 kgs before debut in dabangg
Sonakshi Sinha: କମେଇଥିଲେ ୩୦ କିଲୋଗ୍ରାମ ଓଜନ ପାଇଥିଲେ କର୍ଭି ଫିଗର; ଜାଣନ୍ତୁ ରହସ୍ୟ

ସୋନାକ୍ଷୀ ସିହ୍ନା ଆଜି ସମ୍ପୂର୍ଣ୍ଣ ଫିଟ୍ ଏବଂ ଗ୍ଲାମରସ୍ ଦେଖାଯାଉଛନ୍ତି। ଯେତେବେଳେ ଅଭିନେତ୍ରୀ ଫିଲ୍ମରେ ପ୍ରବେଶ କରିଥିଲେ, ତାଙ୍କ ଓଜନ ବହୁତ ଅଧିକ ଥିଲା। ଏପରି ପରିସ୍ଥିତିରେ, ଅଭିନେତ୍ରୀ ତାଙ୍କର ଡେବ୍ୟୁ ପୂର୍ବରୁ ନିଜ ଉପରେ କଠିନ ପରିଶ୍ରମ କରିଥିଲେ। ସେ ୩୦ କିଲୋଗ୍ରାମ ଓଜନ କମେଇଥିଲେ ଏବଂ ଏକ କର୍ଭି ଫିଗର ପାଇଥିଲେ। ଏହା ପରେ ତାଙ୍କୁ ଫିଲ୍ମ ‘ଦବଙ୍ଗ’ ମିଳିଥିଲା।

Kamal Haasan controversy
Kamal Haasan: କମଲ ହାସନଙ୍କୁ ବିରୋଧ; କୁଶପୁତ୍ତଳିକା ପୋଡିଲା କର୍ଣ୍ଣାଟକ ରକ୍ଷଣ ବେଦିକା

ଗତ କିଛି ଦିନ ଧରି କର୍ଣ୍ଣାଟକର ଲୋକମାନେ କମଲ ହାସନଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି। କର୍ଣ୍ଣାଟକ ମନ୍ତ୍ରୀ ଶିବରାଜ ତଙ୍ଗଡଗି ମଧ୍ୟ କମଲଙ୍କୁ କ୍ଷମା ମାଗିବାକୁ କହିଥିଲେ ଏବଂ ମେ ୩୦ ପର୍ଯ୍ୟନ୍ତ ଅଲ୍ଟିମେଟମ୍ ଦେଇଥିଲେ।

Rajpal Yadav on nepotism says its only depends on talent
Rajpal Yadav On Nepotism : ରାଜପାଲଙ୍କ ଖୋଲା କଥା; ନେପୋଟିଜିମ୍ ବୋଲି କିଛି ନାହିଁ, ସବୁକିଛି ପ୍ରତିଭା ଉପରେ ନିର୍ଭର

ରାଜପାଲ ଯାଦବ କହିଛନ୍ତି ଯେ ପରିଚୟ କିମ୍ବା ସମ୍ପର୍କ ଆଧାରରେ ବଲିଉଡ୍‌ରେ କାହାର ହୁଏତ ଆରମ୍ଭ ହୋଇପାରେ, କିନ୍ତୁ ସଫଳତା କେବଳ ପ୍ରତିଭା ଏବଂ ଲୋକଙ୍କ ପ୍ରେମ ଦ୍ୱାରା ମିଳିଥାଏ। ସେ କହିଛନ୍ତି ଯେ ତାଙ୍କ ପରିବାରର କେହି ତାଙ୍କୁ ଅଭିନୟ କରିବାକୁ କହି ନଥିଲେ କି ତାଙ୍କୁ ଥିଏଟରର ପଥ ଦେଖାଇ ନ ଥିଲେ।

Mahabharata will be Aamir Khan last film
Aamir Khan: ଆମିର ଖାନଙ୍କ ସ୍ୱପ୍ନର ଫିଲ୍ମ ‘ମହାଭାରତ’; ଫିଲ୍ମକୁ ନେଇ କଲେ ବଡ ଖୁଲାସା

ଆମିର ଖାନ ଚଳଚ୍ଚିତ୍ର ‘ମହାଭାରତ’ ଉପରେ କାମ କରୁଛନ୍ତି। ସେ ସଙ୍କେତ ଦେଇଛନ୍ତି ଯେ ଏହି ବଡ଼ ଫିଲ୍ମ ତାଙ୍କର ଶେଷ ଫିଲ୍ମ ହୋଇପାରେ।

Ranbir Kapoor Ramayana update this tv actor will play lord shiva
Ranbir Kapoor Ramayana: ଫିଲ୍ମ ‘ରାମାୟଣ’ରେ ଟିଭିର ମହାଦେବଙ୍କ ଏଣ୍ଟ୍ରୀ! ଜାଣନ୍ତୁ କିଏ ଏହି କଳାକାର…

ନିତେଶ ତିୱାରୀ ବଲିଉଡର ସବୁଠାରୁ ବଡ଼ ଫିଲ୍ମ ‘ରାମାୟଣ’ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ରଣବୀର କପୁର ରାମ ଭୂମିକାରେ ନଜର ଆସିବେ। ଏବେ ଶିବଙ୍କ ଚରିତ୍ରକୁ ନେଇ ମଧ୍ୟ ଏକ ବଡ଼ ଅପଡେଟ୍ ଆସିଛି। ଏବେ ଫିଲ୍ମରେ ଟିଭିର ମହାଦେବଙ୍କ ଏଣ୍ଟ୍ରୀ ହୋଇଛି।

Sobhita Dhulipala
Sobhita Dhulipala: ଶୋଭିତାଙ୍କ ଫ୍ୟାଶନ୍ ଟ୍ରେଣ୍ଡ୍, ଯାହା ଆପଣଙ୍କୁ ପାଗଳ କରିଦେବ

ଜଣାଶୁଣା ସାଉଥ୍ ଏବଂ ବଲିଉଡ୍ ଅଭିନେତ୍ରୀ ଶୋଭିତା ଧୂଲିପାଲା ଆଜି ତାଙ୍କର ୩୩ତମ ଜନ୍ମଦିନ ପାଳନ କରୁଛନ୍ତି। ସାଉଥ୍ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ନିଜର ବଳିଷ୍ଠ ଅଭିନୟ ଦ୍ୱାରା ହୃଦୟ ଜିତିଥିବା ଶୋଭିତା ଫ୍ୟାଶନ୍ ଜଗତର ଜଣେ ଷ୍ଟାଇଲ୍ କୁଇନ୍ ମଧ୍ୟ। ତେବେ ଆସନ୍ତୁ ଜାଣିବା ଶୋଭିତାଙ୍କ କେତେକ୍ ଟ୍ରେଣ୍ଡି ଫ୍ୟାଶନ୍ ଯାହା ଆପଣଙ୍କୁ ପାଗଳ କରିଦେବ।

Disha Patani ready to Hollywood debut
Disha Patani: ହଲିଉଡ୍‌ ଆଡକୁ ମୁହାଁଇଲେ ଦିଶା ପାଟନୀ; ଆକ୍ସନ-ଥ୍ରୀଲରରେ ଦେଖାଇବେ ଜଲୱା

ଦିଶା ପାଟନୀ ହଲିଉଡ୍‌ ଆଡକୁ ମୁହାଁଇଛନ୍ତି। ସେ ଜଣେ ଓସ୍କାର ବିଜେତା ନିର୍ଦ୍ଦେଶକଙ୍କ ଫିଲ୍ମ ସହିତ ହଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଦିଶା ସୁପରନାଚୁରାଲ୍‌ ଆକ୍ସନ-ଥ୍ରୀଲର ଫିଲ୍ମ 'ହଲିଗାର୍ଡସ' ସହିତ ହଲିଉଡ୍‌ରେ ଡେବ୍ୟୁ କରିବାକୁ ପ୍ରସ୍ତୁତ।

Film director sanoj mishra granted bail in rape case
Sanoj Mishra: ପୀଡିତାଙ୍କ ସତ୍ୟପାଠ ପରେ ସନୋଜ ମିଶ୍ରଙ୍କୁ ଜାମିନ; ମୋନାଲିସାଙ୍କ ଫିଲ୍ମ ବନ୍ଦ କରିବାକୁ ହେଉଥିଲା ଚେଷ୍ଟା

ପୀଡିତାଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠ ପରେ ଦିଲ୍ଲୀ ହାଇକୋର୍ଟ ସନୋଜ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମହିଳା ଜଣକ ଏକ ସତ୍ୟପାଠ ଦାଖଲ କରି କୋର୍ଟକୁ କହିଥିଲେ ଯେ ସେ ସନୋଜ ମିଶ୍ରଙ୍କ ସହ ସହମତିରେ ଲିଭ୍-ଇନ୍ ସମ୍ପର୍କରେ ରହୁଥିଲେ।

Bipasha Basu glamorous look monikani to mini dress
Bipasha Basu: ବିପାଶାଙ୍କ ଗ୍ଲାମର୍ ତଡକା; ମୋନୋକିନିରୁ ମିନି ଡ୍ରେସ୍

ବିପାଶା ବସୁ ଜଣେ ଫ୍ୟାଶନ୍ ଆଇକନ୍। ତାଙ୍କର ଫ୍ୟାଶନ୍ ଷ୍ଟେଟ୍‌ମେଣ୍ଟ୍‌କୁ ବହୁତ ପସନ୍ଦ କରାଯାଏ। ଏହି ଅଭିନେତ୍ରୀ ଏବେ ଗ୍ଲାମର ଦୁନିଆରୁ ଦୂରରେ ଥାଇପାରନ୍ତି କିନ୍ତୁ ସେ ପ୍ରାୟତଃ କୌଣସି ନା କୌଣସି କାରଣରୁ ଖବରରେ ରହିଥାଆନ୍ତି। ବିପାଶା ବସୁ ତାଙ୍କର ଫ୍ୟାଶନ୍ ଷ୍ଟେଟ୍‌ମେଣ୍ଟ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

Kangana Sharma opened up about casting director
Kangana Sharma: କଙ୍ଗନାଙ୍କୁ କାଷ୍ଟିଂ ନିର୍ଦ୍ଦେଶକଙ୍କ ଦୁର୍ବ୍ୟବହାର; କହିଲେ ତୁମ ଅଣ୍ଡର୍‌ଗାର୍ମେଣ୍ଟ୍…

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କାଷ୍ଟିଂ କାଉଚ୍ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି। ଏପରି ଜଣେ ଅଭିନେତ୍ରୀ କହିଥିଲେ ଯେ କାଷ୍ଟିଂ ନିର୍ଦ୍ଦେଶକ ତାଙ୍କ ସହିତ ବହୁତ ଖରାପ ବ୍ୟବହାର କରିଥିଲେ। ନିର୍ଦ୍ଦେଶକ କାମ ବଦଳରେ ଏହି ସୁନ୍ଦରୀଠାରୁ ଏକ ଅତ୍ୟନ୍ତ ଘୃଣ୍ୟ ଦାବି କରିଥିଲେ। ଅଭିନେତ୍ରୀ ଜଣକ ରାଗିଗଲେ ଏବଂ ସେହି ବ୍ୟକ୍ତିଙ୍କୁ ବହୁତ ଗାଳି ଦେଲେ।

Rani Mukherjee keeps her daughter Away from the limelight
Rani Mukherjee: ଝିଅକୁ ଚର୍ଚ୍ଚାରୁ ବହୁ ଦୂରରେ ରଖିଛନ୍ତି ରାନୀ ମୁଖାର୍ଜୀ; କାରଣ ଜାଣିଲେ ଆପଣ ବି କହିବେ ବାଃ… ବାଃ…

୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ରାନୀ ମୁଖାର୍ଜୀ ତାଙ୍କ ଝିଅକୁ ଜନ୍ମ ହେବା ପରଠାରୁ ଚର୍ଚ୍ଚା ଠାରୁ ଦୂରରେ ରଖିଛନ୍ତି। ୨୦୧୫ ମସିହାରେ ଅଦିରାଙ୍କ ଜନ୍ମ ପରଠାରୁ, ତାଙ୍କ ମୁହଁ ସାମ୍ନାକୁ ଆସିନାହିଁ। କାହିଁକି ଜାଣନ୍ତୁ…

SEBI ban Arshad Warsi Maria Goretti stock market
Arshad Warsi: ଠକେଇ ମାମଲାରେ ଫସିଲେ ଅରଶଦ ୱାର୍‌ସୀ; ଦେବେ ୫ ଲକ୍ଷ ଟଙ୍କା ଜରିମାନା

ଷ୍ଟକ୍ ବଜାରରେ ହେର୍‌ଫେର୍‌ ଅଭିଯୋଗରେ SEBI ଅରଶଦ ୱାର୍‌ସୀଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅବୈଧ ରୋଜଗାର ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଠକେଇ ମାଧ୍ୟମରେ ଅରଶଦ ୱାରସୀ ପ୍ରାୟ ୪୧.୭୦ ଲକ୍ଷ ଟଙ୍କା ଲାଭ କରିଛନ୍ତି।

Tripti Dimri role in spirit know when shooting begin
Tripti Dimri: ତୃପ୍ତି ଡିମ୍‌ରିଙ୍କ ନୂଆ ଫିଲ୍ମ ‘ସ୍ପିରିଟ୍‌’ରେ ପ୍ରଭାସଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ

ଫିଲ୍ମ ଆନିମଲ୍ ଫେମ୍ ଅଭିନେତ୍ରୀ ତୃପ୍ତି ଡିମ୍‌ରି ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଫିଲ୍ମ ‘ସ୍ପିରିଟ୍‌’ରେ ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସିବେ। ଏହି ଫିଲ୍ମରେ ପ୍ରଭାସ ତାଙ୍କ ସହିତ ସ୍କ୍ରିନ୍ ଶେୟାର କରିବେ। ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ।

Nargis Fakhir-Ranjeet Viral Video
Nargis Fakhir-Ranjeet Viral Video: ପାଖାପାଖି ବସିଛନ୍ତି ଗ୍ଲାମର୍ ଗାର୍ଲ ନର୍ଗିସ୍-ରଞ୍ଜିତ; ଅଭିନେତ୍ରୀଙ୍କ କାନରେ କ’ଣ କହୁଛନ୍ତି ଅଭିନେତା

'ହାଉସ୍‌ଫୁଲ୍ ୫' ଟ୍ରେଲର ଲଞ୍ଚ୍‌ କାର୍ଯ୍ୟକ୍ରମର ଗୋଟିଏ ମୁହୂର୍ତ୍ତ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଧ୍ୟାନ ଆକର୍ଷଣ କରିଛି। ତାହା ହେଉଛି ସେହି ସମୟର ଦୃଶ୍ୟ ଯେତେବେଳେ ନର୍ଗିସ ଫଖରୀ ଏବଂ ୮୩ ବର୍ଷୀୟ ବରିଷ୍ଠ ଅଭିନେତା ରଞ୍ଜିତ ଗଭୀର ଆଲୋଚନାରେ ମଗ୍ନ ଥିବା ଦେଖାଯାଇଥିଲା।