ମହାରାଷ୍ଟ୍ରର ମାଲେଗାଓଁରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ଙ୍କ 'ଟାଇଗର ୩' ସ୍କ୍ରିନିଂ ସମୟରେ ସିନେମା ହଲ୍ରେ ବହୁତ ବଡ଼ ଆତସବାଜି ହୋଇଥିଲା। ପ୍ରଶଂସକମାନେ ସିନେମା ହଲ୍ରେ ଏତେଗୁଡ଼ିଏ ଆତସବାଜି କରିଥିଲେ ଯେ ଏହା ଏକ ଦିୱାଲୀ ପରି ପରିବେଶ ସୃଷ୍ଟି କରିଥିଲା।
ଦର୍ଶକଙ୍କ ଆଶା ପୂରଣ କରିପାରିଲା ନାହିଁ ‘ଟାଇଗର ୩’। ୟଶରାଜ୍ ଫିଲ୍ମକୁ ସ୍ପାଇ ୟୁନିଭର୍ସ କରିବାରେ ପ୍ରେରଣା ଦେଇଥିବା ‘ଟାଇଗର’ ଏହାର ମୂଳଦୁଆ ଥିଲା। କିନ୍ତୁ ସେହି ମୂଳଦୁଆକୁ ‘ଟାଇଗର ୩’ ଆସୁ ଆସୁ ବହୁତ ଦୁର୍ବଳ କରିଦେଲା।
'ଟାଇଗର ୩' ରେ ସଲମାନ ଏବଂ କ୍ୟାଟ୍ରିନାଙ୍କ୍ ଜବରଦସ୍ତ କେମେଷ୍ଟ୍ରି ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ବହୁତ ଭଲ ହୋଇଛି। ତେବେ ଏହା ‘ଜବାନ’ ଏବଂ ‘ଗଦର ୨’ ରେକର୍ଡ ଭାଙ୍ଗିବ କି ନାଇଁ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।
ଗୀତିକାର ଜାଭେଦ ଅଖତର ତାଙ୍କ ବିବୃତ୍ତି ପାଇଁ ଏବେ ଖୁବ୍ ଚର୍ଚ୍ଚାରେ। ଯେତେବେଳେ ବି ସେ କୌଣସି ପ୍ରସଙ୍ଗକୁ ନେଇ ମୁହଁ ଖୋଲନ୍ତି ତେବେ ନିଜର ମତକୁ ଖୋଲାଖୋଲି ଭାବେ ପ୍ରକାଶ କରନ୍ତି। ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ମାତା ସୀତାଙ୍କ ବିଷୟରେ ନିଜର ମତ ପ୍ରକାଶ କରିଛନ୍ତି, ଯାହା ଏବେ ଆଲୋଚନାର ବିଷୟ ହୋଇଛି।
ଫିଲ୍ମ 'ସାମ୍ ବାହାଦୂର'ର ଟ୍ରେଲର ଦେଖିବା ପରେ ଲୋକମାନେ ଭିକି କୌଶଲ ଏବଂ ତାଙ୍କ ଅଭିନୟରେ ପାଗଳ ହୋଇଯାଇଛନ୍ତି। ଟ୍ରେଲର ଲୋକଙ୍କ ଆଶାକୁ ବଢାଇଦେଉଥିବା ବେଳେ ନିର୍ଦ୍ଦେଶକ ମେଘନା ଗୁଲଜାର ଏକ ମହାନ ଫିଲ୍ମ ନିର୍ମାଣ କରିଥିବା ଉଦାହରଣ ହୋଇଛନ୍ତି।
‘ଟାଇଗର ୩’ର ଆଡଭାନ୍ସ ବୁକିଂକୁ ଦେଖି ଏହା ଅନୁମାନ କରାଯାଇପାରେ, ଯେଉଁଥିରେ ଫିଲ୍ମଟି ମାତ୍ର ୨୪ ଘଣ୍ଟା ମଧ୍ୟରେ ୪୦ ହଜାରରୁ ଅଧିକ ଟିକେଟ୍ ବିକ୍ରି କରିଛି। ଏହାକୁ ଦେଖିବା ପରେ ପ୍ରଶଂସକମାନେ କହୁଛନ୍ତି ଯେ ‘ଟାଇଗର ୩’ ଶାହାରୁଖ ଖାନଙ୍କ ‘ପଠାନ’ ଏବଂ ‘ଯବାନ’ର ରେକର୍ଡ ଭାଙ୍ଗିବ ଏବଂ ପ୍ରଥମ ଦିନରେ ଜମେଇକି ରୋଜଗାର କରିବ।
ପ୍ରଭାସଙ୍କ ‘ସାଲାର’ ଶାହରୁଖ ଖାନଙ୍କ 'ଡଙ୍କି' ସହିତ ବକ୍ସ ଅଫିସରେ ଲଢେଇ କରିବ ବୋଲି କୁହାଯାଉଥିବା ବେଳେ ଆସିଛି ନୂଆ ଖବର। ଏହା ଡଙ୍କି ସହ ଟକ୍କର ଦେବନି ବୋଲି କହିଛନ୍ତି ନିର୍ମାତା।
ରୋହିତ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସିଙ୍ଘମ ଏଗେନ୍’ ପାଇଁ ସବୁ ସିନେପ୍ରେମୀ ଉତ୍ସାହିତ। ସବୁଠାକୁ ରୋଚକପୂର୍ଣ୍ଣ ହେଲା ଏହାର ଷ୍ଟାର୍କାଷ୍ଟ୍। ଗୋଟିଏ ପରେ ଗୋଟିଏ ସୁପରଷ୍ଟାରଙ୍କ ଏଣ୍ଟ୍ରୀ ସମସ୍ତଙ୍କ ଉତ୍ସାହକୁ ବଢେଇଦେବା ଭଳି ଲାଗେ। ବର୍ତ୍ତମାନ ଆଉ ଜଣେ ସୁପରଷ୍ଟାର୍ଙ୍କ ଏଣ୍ଟ୍ରୀ ସମସ୍ତଙ୍କୁ ଚକିତ କରିଛି।
ପୁଣି ଆସିଲା ମନୋରଂଜନ ଦୁନିଆରୁ ଦୁଃଖ ଖବର। ଚଳଚ୍ଚିତ୍ର ନିର୍ମାତା ଗୌତମ ହଲଦରଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ଆସିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।
ଶାହରୁଖ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟ୍ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଏକ ଭିନ୍ନ ଭିନ୍ନ ଢଙ୍ଗରେ ଶୁଭ କାମନା ଜଣାଉଛନ୍ତି। ଏହି ଧାରାରେ ନିର୍ଦ୍ଦେଶକ ରାଜକୁମାର ହିରାନୀ ମଧ୍ୟ ଶାହାରୁଖଙ୍କ ପ୍ରଶଂସକଙ୍କୁ 'ଡଙ୍କି' ଚଳଚ୍ଚିତ୍ରର ଟିଜର ରିଲିଜ କରି ଏକ ଟ୍ରିଟ୍ ଦେଇଛନ୍ତି।
ଆଜି ଅନୁ ମଲିକ୍ ସଂଗୀତ ଜଗତର ମୁକୁଟବିହୀନ ସମ୍ରାଟ। ସେ ‘ବାଜିଗର’ ଚଳଚ୍ଚିତ୍ରରୁ ପ୍ରକୃତ ସଫଳତା ପାଇଥିଲେ। ଏହି ଚଳଚ୍ଚିତ୍ରର ସମସ୍ତ ଗୀତ ହିଟ୍ ହୋଇଥିଲା। ଅନୁ ମଲିକ ସଫଳତାର ସିଡ଼ି ଚଢିବାବେଳେ ମଧ୍ୟ ଅନେକ ବିବାଦରେ ଛନ୍ଦି ହୋଇଛନ୍ତି ହେଲେ ଆଗକୁ ଯିବାରେ ଅଟକି ନାହାନ୍ତି।
ବଲିଉଡର ବାଦଶାହା, ଶାହରୁଖ ଖାନ .. ନିଜର ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି ।
ମଝି ଦରିଆରେ ବୁଡିଯାଉଥିବା ବଲିଉଡ୍କୁ ଉଦ୍ଧାର କରିଦେଇଛନ୍ତି ଶାହରୁଖ। ଫିଲ୍ମ 'ପଠାନ' ମାଧ୍ୟମରେ ସେ ବଲିଉଡ୍ର ମର୍ଯ୍ୟାଦାର ରଖିନେଇଛନ୍ତି। ବର୍ତ୍ତମାନ ସେ ଫିଲ୍ମ ‘ଜବାନ’ର ସଫଳତାର ଉତ୍ସାହରେ ବ୍ୟସ୍ତଥିବା ବେଳେ ତାଙ୍କ ପ୍ରଶଂସକଙ୍କ ପାଇଁ ନଭେମ୍ବର ୨ ସବୁବେଳେ ଏକ ବିଶେଷ ଦିନ ହୋଇ ରହିବ।
ସାଉଥ୍ରୁ ଏମିତି ଏକ ଫିଲ୍ମ ଆସୁଛି ଯାହା ଟାଙ୍କ ଫିଲ୍ମକୁ ଟକ୍କର ଦେବ। ଏବେ ଏହାର ଟିଜର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ହୋସ୍ ଉଡେଇ ଦେଇଛି। ହ୍ରିତିକଙ୍କ ‘ଫାଇଟର୍’ର ଏପର୍ଯ୍ୟନ୍ତ ସାମାନ୍ୟ ଝଲକ ସାମ୍ନାକୁ ଆସିଥିବା ବେଳେ ଏହି ସାଉଥ୍ ଫିଲ୍ମର ଟିଜରରେ ଦେଖାଯାଇଥିବା ଦୃଶ୍ୟ ଯେକୌଣସି ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ଯଥେଷ୍ଟ।
କଙ୍ଗନା ରାଣାୱତଙ୍କ ‘ତେଜସ୍’ ପ୍ରେକ୍ଷାଳୟକୁ ଆସିବାର ୨ ଦିନ ହୋଇଗଲା। ଫିଲ୍ମ ଭଲ ଚାଲୁନି। ଏହା ଦେଖି କଙ୍ଗନା ଭାଙ୍ଗିପଡିଛନ୍ତି। ଦର୍ଶକଙ୍କ ପାଖରେ ନେହୁରା ହୋଇ ଫିଲ୍ମ ଦେଖିବାକୁ ଅନୁରୋଧ କରିଛନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି।
ଖୁବ୍ ଶୀଘ୍ର ଆସିବ 'ଗଦର ୩'। ଏହି ଫିଲ୍ମ କରିବାକୁ ସନ୍ନି ମଧ୍ୟ ବହୁତ ଉତ୍ସାହିତ ଥିବା ପରି ମନେହୁଏ। ଏହି ସମୟରେ ଖବର ଆସିଛି ଯେ ଅନିଲ ଶର୍ମା ଏହାକୁ ଦର୍ଶକଙ୍କ ପାଖରେ ପହଞ୍ଚେଇବା ନେଇ ଅଧିକ ବିଳମ୍ବ କରିବେ ନାହିଁ।
ଏବେ ଲାଗୁଛି ମାମୁ-ଭଣଜା କଳି ସମାପ୍ତ ହୋଇଛି। ବର୍ତ୍ତମାନ ଉଭୟଙ୍କ ସଂପର୍କରେ କିଛିଟା ପରିବର୍ତ୍ତନ ହୋଇଛି। ୭ ବର୍ଷ ପରେ କୃଷ୍ଣା ଅଭିଷେକ ଓ ଗୋବିନ୍ଦା ମିଶିଛନ୍ତି। କୃଷ୍ଣାଙ୍କ ଏକ ସୋସିଆଲ୍ ମିଡିଆ ଶେୟାରରୁ ଏହା ଜଣାପଡିଛି।
ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଦୁହିଁଙ୍କୁ ଅତି ନିକଟତର ଭାବେ ଦେଖିବାକୁ ମିଳିଛି। ପ୍ରଶଂସକମାନେ ଏହି ଭିଡିଓକୁ ପସନ୍ଦ କରୁଛନ୍ତି ଆଉ ସେମାନେ ପରସ୍ପରଙ୍କୁ ପ୍ରେମ କରୁଥିବା ଆଶଙ୍କା କରୁଛନ୍ତି।
ଜିମ୍ ଯାଉଥିବା କଳାକାରଙ୍କୁ କଟାକ୍ଷ କରିଛନ୍ତି କଙ୍ଗନା ରାଣାୱତ। କଙ୍ଗନା ଜିମ୍ ଯାଉଥିବା ଅଭିନେତାମାନଙ୍କୁ ପ୍ରଶ୍ନ କରି କହିଛନ୍ତି, “ଭୂମିକା କିମ୍ବା ପ୍ରସ୍ତୁତିର ଆବଶ୍ୟକତା ନ ଥାଇ ବି ସେମାନେ କାହିଁକି ସର୍ବଦା ପ୍ରଥମେ ଜିମ୍ ଯାଆନ୍ତି?
ନିଜ ଅଭିନୟ ହେତୁ ମନୋଜ ବାଜପେୟୀ ବଲିଉଡରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଦେଇଛନ୍ତି ଯାହାକୁ ଦେଖି ଲୋକମାନେ ଆଜି ଅବାକ ହୋଇଯାଆନ୍ତି। ଅବଶ୍ୟ, ଖୁବ୍ କମ୍ ଲୋକ ଜାଣିଥିବେ ଯେ ବଲିଉଡରେ ପ୍ରସିଦ୍ଧ ହେବା ପୂର୍ବରୁ ମନୋଜ ତାଙ୍କ ପ୍ରାରମ୍ଭିକ କ୍ୟାରିୟରରେ ଏପରି କିଛି ଭୂମିକାରେ ଅଂଶ ଗ୍ରହଣ କରିଥିଲେ, ଯାହା ଲୋକମାନେ କରିବାକୁ ଲଜ୍ଜା କରୁଥିଲେ।
ନିଜର ଖୋଲାଖୋଲି କଥା ପାଇଁ କଙ୍ଗନା ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏକ ବାର୍ତ୍ତାଳାପରେ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ସଂଗ୍ରାମ କେବେ ବ୍ୟକ୍ତିଗତ ନୁହେଁ। ସେ ତିନି ଖାନ୍ଙ୍କୁ ଟାର୍ଗେଟ୍ କରି କ’ଣ କହିଛନ୍ତି ଜାଣନ୍ତୁ।
ସାଉଥ୍ ଇଣ୍ଡଷ୍ଟ୍ରୀର ଥାଲାଇଭା ରଜନୀକାନ୍ତ ଏବଂ ବଲିଉଡର ଶେହେନ୍ସା ଅମିତାଭ ବଚ୍ଚନଙ୍କୁ ବଡ ପରଦାରେ ଧମାଲ କରିବାକୁ ଯାଉଛନ୍ତି। ପ୍ରାୟ ୩୩ ବର୍ଷ ପରେ ଏଭଳି ହେବାକୁ ଯାଉଛି। ରଜନୀକାନ୍ତ ସୋସିଆଲ ମିଡିଆ ପୋଷ୍ଟ୍ ମାଧ୍ୟମରେ ଏନେଇ ନିଜର ଖୁସି ପ୍ରକାଶ କରିଛନ୍ତି।
ବର୍ତ୍ତମାନ ଶାହିଦ କପୁର ପୁଣି ଥରେ ପ୍ରେକ୍ଷାଳୟରେ ହଙ୍ଗାମା କରିବାକୁ ପ୍ରସ୍ତୁତ ହେଉଛନ୍ତି। ଶାହିଦ କପୁର ଆଜି ବା ଦଶହରା ଦିନ ତାଙ୍କ ଚଳଚ୍ଚିତ୍ର 'ଦେବା'ର ପ୍ରଥମ ପୋଷ୍ଟର୍ ରିଲିଜ୍ କରିଛନ୍ତି। ମଧ୍ୟ ଏହି ଲୁକ୍କୁ ଖୁବ ପ୍ରଶଂସା କରିଛନ୍ତି।
ବିଜୟାଦଶମୀର ଶୁଭ ଅବସରରେ ବଲିଉଡ ଅଭିନେତା ଅନୁପମ ଖେର୍ ମଧ୍ୟ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିନ୍ତୁ ଏହା ତାଙ୍କ ପାଇଁ ଅସୁବିଧାର କାରଣ ହୋଇଛି ଏବଂ ତାଙ୍କୁ ଟ୍ରୋଲ୍ କରାଯାଉଛି। ଲୋକେ ତାଙ୍କୁ କହୁଛନ୍ତି ନକଲି ହିନ୍ଦୁ। ହେଲେ କାହିଁକି…
ଅମୀର ଖାନ ଖୁବ୍ ଶୀଘ୍ର ଏକ ଫିଲ୍ମରେ କାମ କରିପାରନ୍ତି ଏବଂ ଏହି ଚଳଚ୍ଚିତ୍ରରେ ତାଙ୍କୁ ଫାତିମା ସନା ଶେଖଙ୍କ ସହ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଅମୀର ଖାନ ଏବଂ ଫାତିମା ସନା ଶେଖଙ୍କ ସମ୍ପର୍କର ଖବର ସୋସିଆଲ ମିଡିଆରେ ପୁଣି ଥରେ ଚର୍ଚ୍ଚାର ପରିସର ପାଲଟିଛି।