• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bollywood

Hrithik roshan reacts to ex wife sussanne khan birthday post for arsalan goni
Hrithik Roshan: ହ୍ରିତିକ ରୋଶନଙ୍କ ଏକ୍ସ-ୱାଇଫ୍ କହିଲେ “ମୁଁ ସାରା ଜୀବନ ଏହା ହିଁ ଚାହୁଁଛି…”

ସୁଜୈନ ଖାନ ଇନଷ୍ଟାଗ୍ରାମରେ ଏକ ଭିଡିଓ ମାଧ୍ୟମରେ କିଛି ସୁନ୍ଦର ମୁହୂର୍ତ୍ତର ଝଲକ ଦେଖାଇଛନ୍ତି, ଯେଉଁଥିରେ ସୁଜୈନ୍ ତାଙ୍କ ପ୍ରେମିକ ଅର୍ସଲାନ ଗୋନିଙ୍କ ଜନ୍ମଦିନରେ ଏକ ପ୍ରେମ ଭରା ପୋଷ୍ଟ୍‌ ଶେୟାର କରିଛନ୍ତି। ଏହି ପ୍ରେମୀ ଯୋଡିଙ୍କ ଛୁଟିଦିନର ଫଟୋ ମଧ୍ୟ ସେଥିରେ ରହିଛି।

Abhishek bachchan grand gesture for aishwarya rai amid divorce rumour
Aishwarya Rai: ବଚ୍ଚନଙ୍କ ପରିବାରରେ ସବୁ କିଛି ଠିକ୍ ଅଛି; ସ୍ପଷ୍ଟ କଲା Viral Video

ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କୁ ନେଇ ଆଲୋଚନା ହେଉଥିବା ମତଭେଦ ଖବରକୁ ସେତେବେଳେ ସମ୍ପୂର୍ଣ୍ଣ ଭାବେ ରୋକ୍ ଲଗେଇଛନ୍ତି, ଯେତେବେଳେ ଏହି ଦମ୍ପତି ମୁମ୍ବାଇରେ ନିଜ ଝିଅ ଆରାଧ୍ୟାର ସ୍କୁଲ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଛନ୍ତି।

Year ender 2024 artists who died this year
Year Ender 2024: ମନୋରଂଜନ ଜଗତକୁ ଶୋକ ସାଗରରେ ଛାଡିଯାଇଥିବା ୮ କଳାକାର

ଚଳିତ ବର୍ଷ ଅନେକ ସେଲିବ୍ରିଟିଙ୍କ ଘରେ ସୁଖ ଆଣିଥିବାବେଳେ କେତେକଙ୍କ ପରିବାରକୁ ଦୁଃଖ ସାଗରରେ ଛାଡିଦେଇଛି। ଇଣ୍ଡଷ୍ଟ୍ରିରେ କିଛି ତାରକା ଅଛନ୍ତି ଯେଉଁମାନେ ଚଳିତ ବର୍ଷ ଏ ଦୁନିଆକୁ ବିଦାୟ ଦେଇଛନ୍ତି। ଏମାନେ ଇଣ୍ଡଷ୍ଟ୍ରିର ଏପରି ତାରକା ଥିଲେ ଯାହାଙ୍କ ଅନୁପସ୍ଥିତି ଆଉ କାହା ଦ୍ୱାରା ପୂରଣ ହୋଇପାରିବ ନାହିଁ।

Zakir hussain Antonia minnecola love story
Zakir Hussain: ଜାକିର ହୁସେନ୍‌ଙ୍କ ପ୍ରେମକୁ ସ୍ୱୀକାର କରି ନଥିଲେ ମା’: ପତ୍ନୀ ଥିଲେ ଅନ୍ୟ ଧର୍ମର

ଜାକିର ହୁସେନ୍ ସିନା ଆଉ ଆମ ଗହଣରେ ନାହାଁନ୍ତି କିନ୍ତୁ ସେ ଦେଇଯାଇଥିବା କଳା ଆମ ଗହଣରେ ସବୁଦିନ ରହିବ। ତେବେ ଆସନ୍ତୁ ଏହି ମହାନ ସଂଗୀତଜ୍ଞଙ୍କ ପ୍ରେମ କାହାଣୀ ଆଉ ତାଙ୍କର ଶେଷ ଇଚ୍ଛା କ’ଣ ଥିଲା ଜାଣିବା। ତାଙ୍କର ଶେଷ ଇଚ୍ଛା ହୁଏତ ଆପଣଙ୍କ ଆଖିରେ ଲୁହ ଆଣିଦେବ।

This year these seven actresses have the best saree looks
Year Ender 2024: ଚଳିତ ବର୍ଷ ଏହି ୭ ଅଭିନେତ୍ରୀଙ୍କ ଶାଢି ଲୁକ୍ ସବୁଠୁ ବେଷ୍ଟ୍; ପାର୍ଟୀରେ ଆପଣ ବି ପିନ୍ଧିପାରିବେ

ଯେତେବେଳେ ବି ଶାଢି ପିନ୍ଧିବା ଏବଂ କିଣିବା କଥା ଆସେ ସମସ୍ତେ ସେଲିବ୍ରିଟିଙ୍କ ଅତ୍ୟାଧୁନିକ ଶାଢି ଡିଜାଇନ୍ ଖୋଜିବା ଆରମ୍ଭ କରନ୍ତି। ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କ ପାଇଁ ଶ୍ୱେତା ତିୱାରୀଙ୍କ ଠାରୁ ଦୀପିକା ପାଦୁକୋନ୍ ପର୍ଯ୍ୟନ୍ତ ବେଷ୍ଟ୍ ଶାଢି ଡିଜାଇନ୍ ଆଣିଛୁ, ଯାହାକୁ ପିନ୍ଧି ଆପଣ ଯେକୌଣସି ବିବାହ କାର୍ଯ୍ୟକ୍ରମକୁ ଯାଇପାରିବେ।

Kapil sharma commented on atlee complexion people troll him
Kapil Sharma: ଏଟଲୀଙ୍କ ରଙ୍ଗକୁ ନେଇ ମଜା ଉଡେଇଲେ କପିଲ ଶର୍ମା; ନିର୍ଦ୍ଦେଶକ ଦେଲେ ମୁହଁତୋଡ ଜବାବ

ନିର୍ଦ୍ଦେଶକ ଏଟଲୀଙ୍କ ରଙ୍ଗକୁ ନେଇ ମଜା ଉଡେଇଲେ କପିଲ ଶର୍ମା। ଲୋକମାନେ ଏ କଥାକୁ ନେଇ କପିଲଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି। ଲୋକମାନେ ତାଙ୍କୁ ରେସିଷ୍ଟ୍ ବୋଲି କହୁଛନ୍ତି।

Janhvi Kapoor look gorgeous in latest bodycon dress
Janhvi Kapoor: ଜାହ୍ନବୀ କପୁରଙ୍କ ବଡିକନ୍ ଅବତାର: ଦେଖନ୍ତୁ ତାଙ୍କର ଏହି ୭ଟି ପୋଜ୍

ବି-ଟାଉନର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କ ଅଭିନୟ ଅପେକ୍ଷା ଫ୍ୟାଶନ ଷ୍ଟେଟମେଣ୍ଟ ଏବଂ ଫିଗର ପାଇଁ ଖବରରେ ଥିବା ଅଭିନେତ୍ରୀ ଜାହ୍ନବୀ କପୁର ପ୍ରତିଦିନ ଇନଷ୍ଟାଗ୍ରାମରେ ନିଜର ଫଟୋ ପୋଷ୍ଟ୍‌ କରୁଛନ୍ତି। ଯେତେବେଳେ ସେ ସୋସିଆଲ୍ ମିଡିଆରେ ନିଜର ଫଟୋ ଏବଂ ଭିଡିଓ ପୋଷ୍ଟ କରନ୍ତି, ଇଣ୍ଟରନେଟର ତାପମାତ୍ରାକୁ ଉପରକୁ ନେଇଯାଆନ୍ତି।

Sonakshi sinha breaks silence on pregnancy rumors
Sonakshi Sinha: ନିଜର ଗର୍ଭବତୀ ଖବରକୁ ନେଇ ନୀରବତା ଭାଙ୍ଗିଲେ ସୋନାକ୍ଷୀ ସିହ୍ନା; ହସି ହସି ଦେଲେ ଉତ୍ତର

ବିବାହ ପରେ ସୋନାକ୍ଷୀ ସିହ୍ନାଙ୍କ ପ୍ରେଗ୍‌ନେନ୍ସୀକୁ ନେଇ କଳ୍ପନାଜଳ୍ପନା ଚାଲିଛି। ତାଙ୍କର ସାମ୍ପ୍ରତିକ ଫଟୋ ଦେଖି ଲୋକେ ପ୍ରାୟତଃ ଅଭିନେତ୍ରୀଙ୍କୁ ପଚାରନ୍ତି ଯେ ସେ ଭଲ ଖବର ଦେବାକୁ ଯାଉଛନ୍ତି କି? ସୋନାକ୍ଷୀ ଏଭଳି ଗୁଜବ ଉପରେ ତାଙ୍କର ନୀରବତା ଭାଙ୍ଗିଛନ୍ତି।

The Kapoor clan meet Prime Minister Narendra Modi ahead of Raj Kapoor's birth centenary celebrations
The Kapoor Family: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଫଟୋ ଉଠାଇଲେ କପୁର ପରିବାର; ଫଟୋ ଭାଇରାଲ୍

ଶୋ’ମ୍ୟାନ୍ ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ଅବସରରେ ଆୟୋଜିତ ହେବାକୁ ଥିବା ଚଳଚ୍ଚିତ୍ର ମହୋତ୍ସବ ପାଇଁ କପୁର ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହାର ଅନେକ ଫଟୋ ମଧ୍ୟ କ୍ଲିକ୍ କରିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋଗୁଡିକ ଭାଇରାଲ ହେଉଛି। ଆସନ୍ତୁ ନଜର ପକାଇବା

Kartik aaryan still struggling after 13 years several blockbusters
Kartik Aaryan: ମୁଁ ଭଲଭାବେ ଜାଣେ ଯେ ବଲିଉଡ୍‌ରୁ ମୋତେ କୌଣସି ପ୍ରକାରର ସମର୍ଥନ ମିଳିବ ନାହିଁ; କାର୍ତ୍ତିକ ଆର୍ଯ୍ୟନ

ଆଜିକାଲି ଜଣେ ବଡିଉଡ୍ ବାହାର କଳାକାର କ୍ରମାଗତ ଭାବରେ ବକ୍ସ ଅଫିସରେ ସଫଳତାର ସିଡ଼ି ଚଢୁଛନ୍ତି, କିନ୍ତୁ ଏହା ସତ୍ତ୍ୱେ ସେ ଇଣ୍ଡଷ୍ଟ୍ରିରେ ଲୋକଙ୍କ ସମର୍ଥନ ପାଇ ନାହାଁନ୍ତି। ସେ କିଏ ଆସନ୍ତୁ ଜାଣିବା...

Baaghi 4 update sonam bajwa joins tiger shroff
Baaghi 4: ଚର୍ଚ୍ଚାରେ ‘ବାଗୀ ୪’; ଭିଲେନ୍ ହେବେ ଏହି ସୁପର୍‌ଷ୍ଟାର୍; ଜାଣନ୍ତୁ କିଏ ଟାଇଗର୍‌ଙ୍କ ସହ କରିବେ ରୋମାନ୍ସ

‘ବାଗୀ ୪’ର ପୋଷ୍ଟର୍‌ ରିଲିଜ୍‌ ପରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ନିର୍ମାତା ଫିଲ୍ମର ଖଳନାୟକଙ୍କ ଖୁଲାସା କରିଛନ୍ତି ଏବଂ ଏହା ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି ବୋଲି କୁହାଯାଉଛି। ଜାଣନ୍ତୁ କିଏ ହେବେ ଏହାର ନାୟିକା…

Janhvi kapoor shines bright like a diamond in a holographic shimmery saree
Janhvi Kapoor: ଶିମିରି ଶାଢିରେ ମନ ମୋହିଲେ ଜାହ୍ନଭୀ କପୁର; ଦେଖନ୍ତୁ ତାଙ୍କର ଏହିସବୁ ଷ୍ଟାଇଲିସ୍ ସେନ୍ସ

ବିବାହ ଋତୁ ଚାଲିଛି। ଫଳରେ ଚାରିଆଡେ ଫଙ୍କ୍‌ସନ୍ ଚାଲିଛି। ଏଭଳି ପରିସ୍ଥିତିରେ ମହିଳାମାନେ ପ୍ରତ୍ୟେକ ଫଙ୍କ୍‌ସନ୍‌ରେ କିପରି ଭିନ୍ନ ଦେଖାଯିବେ ସେ ବିଷୟରେ ଟିକେ ଦ୍ୱନ୍ଦ୍ୱରେ ରୁହନ୍ତି। ଅନେକ ଥର ମହିଳାମାନେ ଏକ ପାର୍ଟୀକୁ ଯିବା ପାଇଁ କ’ଣ ପିନ୍ଧିବେ ଶେଷ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ପାରନ୍ତି ନାହିଁ। ଆପଣ ଯଦି ଏମିତି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଜାହ୍ନଭୀ କପୁରଙ୍କ ଏହି ଶାଢୀ ଲୁକ୍‌କୁ ଥରେ ଦେଖନ୍ତୁ।

Sonu sood action film fateh movie teaser release
Fateh Teaser Out: ସୋନୁ ସୁଦଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର… ଆସୁଛି 'ଫତେହ'; ହୋଶ୍ ଉଡେଇ ଦେବ ଟିଜର୍

'ଫତେହ'ର ଟିଜରରେ ସୋନୁ ସୁଦଙ୍କ ଚରିତ୍ରର ଝଲକ ଦେଥିବାକୁ ମିଳେ, ଯାହା ଜନ୍ ୱିକ୍ ଫ୍ରାଞ୍ଚାଇଜ୍ ସହିତ ସମାନ, ଯେଉଁଥିରେ ମୃତକଙ୍କ ସଂଖ୍ୟା ବଢୁଛି। ଟିଜରର ମୁଖ୍ୟ ଆକର୍ଷଣ ହେଉଛି ଦମଦାର ଆକ୍ସନ୍।

Abhishek bachchan and aishwarya rai shut down divorce rumors with a photos
Aishwarya Rai: ଏକାଠି ହେଲେ ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନ; ଶେଷ ହେଲା କି ଛାଡ଼ପତ୍ର ଗୁଜବ

ଗୁରୁବାର ରାତିରେ ଏକ ହାଇ ପ୍ରୋଫାଇଲ୍ ପାର୍ଟିରେ ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହି ପାର୍ଟିରୁ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁହେଁ ଏକାଠି ନଜର ଆସିବା ପରେ ଏବେ ସେମାନଙ୍କୁ ନେଇ ଉଠୁଥିବା ଛାଡପତ୍ର ଖବର ଦ୍ୱନ୍ଦ୍ୱ ସୃଷ୍ଟି କରିଛି।

Anushka sen shared photos in stylish black outfit
Anushka Sen: ଅନୁଷ୍କା ସେନ୍‌ଙ୍କ ଚମତ୍କାର ଷ୍ଟାଇଲ୍ ଦେଖି ବେକାବୁ ହେଲେ ପ୍ରଶଂସକ… ଭାଇରାଲ୍ ହେଉଛି ଫଟୋ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ସେନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ସର୍ବଶେଷ ଫଟୋସୁଟର ଚିତ୍ର ପୋଷ୍ଟ୍‌ କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କର ବୋଲ୍ଡ ଏବଂ ଘାତକ ଲୁକ୍‌ ଇନଷ୍ଟାଗ୍ରାମ୍‌ରେ ଖୁବ୍ ଭାଇରାଲ ହୁଏ। ତାଙ୍କର ଏହିଭଳି ଫଟୋ ଦେଖିବା ପାଇଁ ତାଙ୍କ ପ୍ରଶଂସକ ମଧ୍ୟ ଚାହିଁ ବସିଥାନ୍ତି।

nana patekar asks a contestant about her numerology
Nana Patekar: ନାନା ପାଟେକର କହିଲେ, ତୁମର ନ୍ୟୁମରୋଲୋଜୀ ନିରର୍ଥକ...ନିରାଶ ହେଲେ ପ୍ରତିଯୋଗୀ

ନାନା ପାଟେକର ସିଙ୍ଗିଙ୍ଗ୍ ରିଆଲିଟି ଶୋ 'ଇଣ୍ଡିଆନ୍ ଆଇଡଲ୍ ୧୫'ରେ ଜଜ୍ ଭୂମିକାରେ ଅଛନ୍ତି। ଏହି ସମୟରେ ସେ ଜଣେ ପ୍ରତିଯୋଗୀଙ୍କ ନ୍ୟୁମରୋଲୋଜୀକୁ ନେଇ କଥା ଉଠାଇଛନ୍ତି। ନିର୍ମାତା ଏପିସୋଡ୍‌ର ପ୍ରୋମୋ ସୋସିଆଲ ମିଡିଆରେ ଶେୟାର କରିବା ପରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

A R Rahman Divorce
AR Rahman Divorce: ନିଷ୍ପତ୍ତି ବଦଳାଇବେ ରହମାନ-ସାଇରା; ପୁଣି ହେବେ ଏକାଠି !

ଏ. ଆର୍. ରହମାନ ଓ ପତ୍ନୀ ସାଇରା ବାନୁଙ୍କ ଛାଡପତ୍ର ଖବର ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏବେ ଉଭୟଙ୍କ ସଂପର୍କକୁ ନେଇ ଅନେକ ଆଲୋଚନା ଭିତରେ ଉଭୟ ଏକାଠି ହେବା ନେଇ ଖବର ଆସୁଛି। ଯାହା ଜଣାପଡୁଛି ରହମାନ ଏବଂ ସାଇରା ପୁଣି ଏକାଠି ହୋଇପାରନ୍ତି।

When a storm like mms came in riya sen life destroyed her entire film career
Riya Sen Viral Photos: ଗୋଟିଏ MMS ସାରିଦେଲା ରିୟାଙ୍କ ଫିଲ୍ମ କ୍ୟାରିୟର୍; ଦେଇଥିଲେ ଅନେକ ହିଟ୍ସ

ଦିନେ ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ରିୟା ସେନ୍‌ଙ୍କ ନାମ ନିଆଯାଇଥିଲା | ତାଙ୍କର ଫିଲ୍ମ୍ କ୍ୟାରିୟର ମଧ୍ୟ ବହୁତ ଭଲରେ ଚାଲିଥିଲା, କିନ୍ତୁ ହଠାତ୍ ଏକ ନକଲି MMS ତାଙ୍କ ଜୀବନରେ ଏପରି ଝଡ଼ ଆଣିଲା ଯେ ତାଙ୍କ ବଲିଉଡ୍‌ କ୍ୟାରିୟର ସଂପୂର୍ଣ୍ଣ ନଷ୍ଟ ହୋଇଗଲା।

ram gopal varma issues video message defending himself
Ram Gopal Varma: ସଂକଟରେ ରାମ ଗୋପାଳ ବର୍ମା; ଗିରଫ ଭୟରେ ଲୁଚି ଲୁଚି ବୁଲୁଛନ୍ତି !

ଆଜିକାଲି ସଂକଟରେ ଅଛନ୍ତି ରାମ ଗୋପାଳ ବର୍ମା। ଗିରଫକୁ ଏଡାଇବାକୁ ସେ ଚେଷ୍ଟା କରୁଛନ୍ତି। କଥା ହେଉଛି ଯେ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟ ରାଜନୈତିକ ନେତାଙ୍କ ବିଷୟରେ ଆପତ୍ତିଜନକ ପୋଷ୍ଟ୍ ଯୋଗୁଁ ପୋଲିସ ତାଙ୍କୁ ଖୋଜୁଛି।

Aishwarya rai bachchan raised voice against harassment
Aishwarya Rai: ମହିଳାଙ୍କ ଅଧିକାର ପାଇଁ ସ୍ୱର ଉଠାଇଲେ ଐଶ୍ୱର୍ଯ୍ୟା ରାୟ; କହିଲେ 'ନିଜକୁ ଦୋଷ ଦିଅନି'

ମହିଳାଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ଐଶ୍ୱର୍ଯ୍ୟା। ଏହି ଭିଡିଓଟି ଖୁବ୍ ଜୋର୍ ଭାଇରାଲ ହେଉଛି। ଅଭିଷେକ ବଚ୍ଚନଙ୍କ ସହ ମତଭେଦ ଥିବା ଖବର ମଧ୍ୟରେ ଲୋକମାନେ ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।

Explosion near Chandigarh bar owned by rapper badshah
Rapper Badshah: ରାପର୍‌ ବାଦଶାହଙ୍କ କ୍ଲବ୍‌ ପାଖରେ ବୋମା ମାଡ଼; ଚାରିଆଡ଼େ ଆତଙ୍କ

ଚଣ୍ଡିଗଡ଼ର ସେକ୍ଟର ୨୬ର ଏକ ନାଇଟ୍ କ୍ଲବ ନିକଟରେ ହୋଇଛି ବୋମା ବିସ୍ଫୋରଣ। ଖବର ପାଇବା ପରେ ଏହି ଅଞ୍ଚଳରେ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଛି। କୁହାଯାଉଛି ଯେ ସନ୍ଦିଗ୍ଧମାନେ ଟାର୍ଗେଟ୍‌ କରିଥିବା କ୍ଲବ୍‌ ହେଉଛି ରାପର୍‌ ତଥା ଗାୟକ ବାଦଶାହଙ୍କର।

Nora Fatehi New Song
Nora Fatehi New Song: ହନି ସିଂହଙ୍କ ସହ ପୁଣି ପରଦାରେ ନିଆଁ ଲଗେଇଲେ ନୋରା ଫତେହୀ

ନୋରା ଫତେହୀଙ୍କ ନୂଆ ମ୍ୟୁଜିକ୍ ଭିଡିଓ ସାମ୍ନାକୁ ଆସିଛି। ଏହି ମ୍ୟୁଜିକ୍ ଭିଡିଓ ରିଲିଜ୍ ହେବା ପରଠାରୁ ହଙ୍ଗାମା ସୃଷ୍ଟି କରୁଛି, ଏବଂ ନୋରା ଫତେହୀଙ୍କ ପ୍ରଦର୍ଶନ ଦେଖି ସମସ୍ତେ କହୁଛନ୍ତି – ଚମତ୍କାର।

Actress rashmika mandana look glamourous at pushpa 2 launch event
Rashmika Mandana: ମେହେନ୍ଦୀ ରଙ୍ଗର ଶାଢିକୁ ମୋତି ଗଳାହାର, ଆକର୍ଷଣୀୟ ଲୁକ୍‌ରେ ରଶ୍ମିକା ମନ୍ଦାନା

ଯେତେବେଳେ ବି ଅଭିନେତ୍ରୀ ରଶ୍ମିକା ମନ୍ଦାନା ତାଙ୍କ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ କଦାପି ହେଳା କରନ୍ତି ନାହିଁ। ତାଙ୍କର ସବୁ ଫଟୋ ତାଙ୍କ ପ୍ରଶଂସକଙ୍କୁ ବେଶ ଆକର୍ଷିତ କରେ। ବର୍ତ୍ତମାନ ସେମିତି କିଛି ଦେଖିବାକୁ ମିଳିଛି।

A R rahman divorced wife saira banu after 29 years
A R Rahman Divorced: ଦୀର୍ଘ ୨୯ ବର୍ଷ ପରେ ପତ୍ନୀ ସାଇରାଙ୍କ ଠାରୁ ଅଲଗା ହେଲେ ଏ. ଆର୍. ରହମାନ; ଲେଖିଲେ ଦୁଃଖଭରା ନୋଟ୍

ବର୍ତ୍ତମାନ ଏ. ଆର୍. ରହମାନଙ୍କ ଜୀବନରେ ଶାନ୍ତି ନାହିଁ। କାରଣ ସେ ଏବଂ ତାଙ୍କ ପତ୍ନୀ ସାଇରା ବାନୁ ବିବାହର ୨୯ ବର୍ଷ ପରେ ଅଲଗା ହେଉଛନ୍ତି। ମଙ୍ଗଳବାର ତାଙ୍କ ଓକିଲ ଏହି ସୂଚନା ଦେଇଛନ୍ତି।

Cuttack Bali Yatra
Cuttack Bali Yatra: କମ୍ପୁଛି ବାଲିଯାତ୍ରା, ମତୁଆଲା ଦର୍ଶକ; ସୋନୁଙ୍କ କଣ୍ଠରେ 'ପୁଚୁକୀ ଗାଲି' ..

ଦୁଲୁକିଲା ବାଲିଯାତ୍ରା ପଡ଼ିଆ, ନାଚିଲା କଟକ । ଏକାକାର ହେଲେ ପିଲାଙ୍କଠାରୁ ବୟସ୍କ ।