• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bollywood

Ram gopal varma call Lawrence bishnoi smarter than film stars
ବିଷ୍ଣୋଇଙ୍କ ଅପେକ୍ଷା ଅଧିକ ଭଲ ଦେଖାଯାଉଥିବା ଷ୍ଟାର୍‌ ବଲିଉଡ୍‌ରେ ମିଳିବେ ନାହିଁ; ରାମ ଗୋପାଳ ବର୍ମା

ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସ୍ୱୀକାର କରିଛି ଯେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ସେ ଦାୟୀ। ଏହାରି ଭିତରେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଏକ ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ ଫିଲ୍ମ ଷ୍ଟାର୍‌ଙ୍କ ଅପେକ୍ଷା ଲରେନ୍ସ ବିଷ୍ଣୋଇ ଅଧିକ ସୁନ୍ଦର ଲାଗୁଛନ୍ତି।

bhool bhulaiyaa 3 title track teaser out
‘ଭୁଲ୍ ଭୁଲୈୟା ୩’ର ଟାଇଟଲ୍ ଟ୍ରାକ୍ ଟିଜର୍ ରିଲିଜ୍; ପାଗଳ କଲା କାର୍ତ୍ତିକଙ୍କ ହଟ୍‌ ଲୁକ୍-ଡ୍ୟାନ୍ସ ମୁଭ୍ସ

‘ଭୁଲ୍ ଭୁଲୈୟା ୩’ର ଟ୍ରେଲର ରିଲିଜ ହୋଇଥିଲା, ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି। ଏବେ ନିର୍ମାତା ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍‌ ରିଲିଜ୍ କରିଛନ୍ତି। ଆସନ୍ତାକାଲି ଫିଲ୍ମର ସମ୍ପୂର୍ଣ୍ଣ ଗୀତ ମୁକ୍ତିଲାଭ କରିବ।

Alia bhatt admits as she clinically diagnosed with adhd
ଆଲିଆ ଭଟ୍ଟଙ୍କୁ ସାଂଘାତିକ ରୋଗ! ସାଇକୋଲୋଜିକାଲ୍ ଟେଷ୍ଟ୍ ପରେ ଜଣାପଡ଼ିଲା

ଥିଏଟରରେ ‘ଜିଗ୍‌ରା’ ଚାଲିଥିବାବେଳେ ଆଲିଆ ଭଟ୍ଟଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଆଲିଆ ଭଟ୍ଟ ତାଙ୍କ ଅସୁସ୍ଥତାକୁ ନେଇ ପ୍ରକାଶ କରିଛନ୍ତି। ଆଲିଆ ଭଟ୍ଟଙ୍କର ADHD ବା ଆଟେନ୍‌ସନ୍ ଡିଫିସିଏଟ୍ ହାଇଆକ୍ଟିଭିଟି ଡିସ୍‌ଅର୍ଡର୍ ଅଛି।

masaba gupta welcomes her baby girl celebs blessing shower on them
ନାତୁଣୀଙ୍କୁ ସ୍ୱାଗତ କଲେ ନୀନା ଗୁପ୍ତା; ସୋସିଆଲ୍ ମିଡିଆରେ ପ୍ରଥମ ଝଲକ

ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବା ଗୁପ୍ତା ମା’ ହୋଇଛନ୍ତି। ମସାବା ଗୁପ୍ତା ଛୋଟ ପରୀଙ୍କୁ ଜନ୍ମ ଦେଇଛନ୍ତି। ଦଶହରା ଦିନ ମସାବା ଏବଂ ତାଙ୍କ ସ୍ୱାମୀ ସତ୍ୟଦୀପ ମିଶ୍ର ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଫ୍ୟାଶନ ଡିଜାଇନର୍ ମସାବା ଗୁପ୍ତା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଫଟୋ ଶେୟାର କରି ତାଙ୍କ ଝିଅର ଝଲକ ଦେଖାଇଛନ୍ତି।

salman khan
ଅସହାୟ ହୋଇପଡ଼ିଛନ୍ତି ଭାଇଜାନ୍ ... କାହାସହ କଥା ହେଉନାହାନ୍ତି କି କାହାକୁ ଭେଟୁ ନାହାନ୍ତି

ବାବାଙ୍କୁ ହତ୍ୟା: ଉଡ଼ିଗଲା ସଲମାନଙ୍କ ନିଦ । ସବୁ ଫିଲ୍ମ, ଟେଲିଭିଜନ୍ ସୁଟିଂ ବାତିଲ କଲେ ସଲମାନ୍ ଖାନ୍। ମିଟିଂ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବି ବାତିଲ କଲେ ।

Salman Khan
କଣ ପାଇଁ ଗଲା ବାବା ସିଦ୍ଦିକିଙ୍କ ଜୀବନ? ସଲମାନଙ୍କୁ ଧମକ, ଗାଲାକ୍ସିରେ ବଢିଲା ସୁରକ୍ଷା

ସଲମାନ ଖାନଙ୍କ ସହ ବନ୍ଧୁତା ପାଇଁ ଗଲା କି ବାବା ସିଦ୍ଦିକିଙ୍କ ଜୀବନ? କାରଣ, ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଏଥିସହ ସଲମାନଙ୍କୁ ପୁଣି ଦେଇଛି ଧମକ ।

Shraddha kapoor reveals about relationship
ମୁଁ ମୋ ପାର୍ଟନର୍‌ଙ୍କ ସହ ରାତ୍ରୀ ଭୋଜନ କରିବାକୁ ଖୁବ ଭଲ ପାଏ; ଶ୍ରଦ୍ଧା କପୁର

ଶ୍ରଦ୍ଧା କପୁର ସ୍ୱୀକାର କରିଛନ୍ତି ଯେ ମୀନ ରାଶି ସହିତ ତାଙ୍କର କିଛି ବିଶେଷତା ରହିଛି, ବିଶେଷକରି ପ୍ରେମ ପ୍ରତି ତାଙ୍କର କେତେ ଆକର୍ଷଣ ଅଛି ତାହା ସେ ବୋଲି ବର୍ଣ୍ଣନା କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେପର୍ଯ୍ୟନ୍ତ ତାଙ୍କ ପାର୍ଟନର୍ ଥିବେ, ତାଙ୍କର ଆଉ କାହାର ଆବଶ୍ୟକତା ନାହିଁ।

Disha patani shared photos wearing lehenga on dussehra looks
ଦଶହରାରେ ଦିଶା ଦେଖେଇଲେ ଦେଶୀ ଲୁକ୍; ଦିବାନା ହେଲେ ପ୍ରଶଂସକ

ସାଧାରଣ ଲୋକମାନଙ୍କ ସହିତ ବଲିଉଡ ତାରକାମାନେ ମଧ୍ୟ ଉତ୍ସାହର ସହ ଦଶହରାକୁ ପାଳନ କରୁଛନ୍ତି। ସେମାନେ ଇନ୍‌ଷ୍ଟାଗ୍ରାମରେ ଅଭିନନ୍ଦନ ବାର୍ତ୍ତା ସହିତ ଉତ୍ସବରେ ନିଜର ଆକର୍ଷଣୀୟ ଫଟୋ ପୋଷ୍ଟ କରୁଛନ୍ତି। ଦିଶା ପାଟନୀ ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଅବସରରେ ନିଜର ଆକର୍ଷଣୀୟ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଚମତ୍କାର ଲେହେଙ୍ଗା ପିନ୍ଧିଛନ୍ତି।

When amitabh bachchan slept on marine drive with rats
Amitabh Bachchan Birthday: ଅମିତାଭ ବଚ୍ଚନଙ୍କ ସଂଘର୍ଷର କାହାଣୀ; ଦିନେ ଶୋଇବାକୁ ନ ଥିଲା ଯାଗା

ଅମିତାଭ ବଚ୍ଚନ ହେଉଛନ୍ତି ବଲିଉଡର ଗର୍ବ ଏବଂ ଗୌରବ। ସେ କେବଳ ହିନ୍ଦୀ ସିନେମାରେ ନୁହେଁ ସାଉଥ୍‌ରେ ମଧ୍ୟ କାମ କରିଛନ୍ତି ଏବଂ ତାଙ୍କ ଅଭିନୟ ଏବଂ ଗୀତରେ ଲୋକଙ୍କୁ ପ୍ରଭାବିତ କରିଛନ୍ତି। ଆଜି ବଲିଉଡ୍‌ରେ ଚତୁର୍ଥ ଧନୀ ସେଲିବ୍ରେଟି ଭାବେ ଗଣା ହେଉଥିବା ବିଗ୍ ବି’ଙ୍କ ପାଖରେ ଦିନେ ଶୋଇବା ପାଇଁ ମଧ୍ୟ ଜାଗା ନ ଥିଲା। ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷର କଥା।

Singham again star cast fees revealed know whose payment highest
Star Cast Fees: ‘ସିଙ୍ଗମ୍ ଏଗେନ୍’ରେ ଖର୍ଚ୍ଚ ହୋଇଛି ୩୫୦ କୋଟି; କିଏ ନେଲେ ବଡ଼ ଫି, ଅକ୍ଷୟ ନା ଅଜୟ

ଗୋଟିଏ ଫିଲ୍ମ ଅନେକ ତାରକା ଏବଂ ତାହା ପୁଣି ସବୁ ସୁପର୍‌ଷ୍ଟାର୍। ଏହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ବାଧ୍ୟ କରିଛି। ‘ସିଙ୍ଗମ୍ ଏଗେନ୍’ ୩୫୦ କୋଟି ଟଙ୍କାର ବିପୁଳ ବଜେଟରେ ପ୍ରସ୍ତୁତ ହୋଇଛି। ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ କିଏ କେତେ ଟଙ୍କା ନେଇଛନ୍ତି। ଆସନ୍ତୁ ସେ ବିଷୟରେ ଜାଣିବା।

Ranveer singh deepika padukone life divided in shifts
ଝିଅ ପାଇଁ ଦିନ-ରାତି ବାଣ୍ଟିଲେ ରଣବୀର-ଦୀପିକା; ଜାଣନ୍ତୁ କାହାର କେଉଁ ସିଫ୍ଟ…

‘ସିଙ୍ଘମ୍‌ ଏଗେନ୍’ର ଟ୍ରେଲର୍‌ ଲଞ୍ଚ୍‌ ଇଭେଣ୍ଟ୍‌ରେ ପୁରା ଷ୍ଟାର୍‌ କାଷ୍ଟ୍‌ ଉପସ୍ଥିତ ଥିବାବେଳେ ଦୀପିକା ପାଦୁକୋନ ଯୋଗ ଦେଇପାରି ନ ଥିଲେ। ସେ ଏହି ଫିଲ୍ମରେ ଲେଡି ସିଙ୍ଘମ୍‌ ବା ଶକ୍ତି ଶେଟ୍ଟୀଙ୍କ ଭୂମିକାରେ ନଜର ଆସିଛନ୍ତି। ତେବେ ସେ କାହିଁକି ଆସିପାରି ନ ଥିଲେ ଆସନ୍ତୁ ଜାଣିବା।

Ananya panday cousin alanna panday father asks her did you forget to wear top
Viral Video: ଝିଅର ବ୍ରାଲେଟ୍ ଦେଖି ମଜ୍ଜା ଉଡେଇଲେ ବାପା; କହିଲେ ଟପ୍ ପିନ୍ଧିବାକୁ ଭୁଲିଗଲ କି…

ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଅଲାନାଙ୍କର ଏକ ଭିଡିଓ ଏବେ ଆଲୋଚନାର ବିଷୟ ପାଲଟିଛି, ଯାହାକୁ ସେ ନିଜେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି। ଭିଡିଓରେ ତାଙ୍କ ବାପା ଚିକ୍କୀ ପାଣ୍ଡେ ତାଙ୍କ ଝିଅର ଅଜବ ପୋଷାକ ଦେଖିବା ପରେ ପ୍ରଶ୍ନ ପଚାରୁଥିବାର ନଜର ଆସିଛନ୍ତି।

Singham Again Trailer Out
Singham Again Trailer Out: ଆସିଲା ‘ସିଙ୍ଘମ୍ ଏଗେନ୍’ର ଟ୍ରେଲର୍; ଆକ୍ସନ୍, ଆକ୍ସନ୍ କେବଳ ଆକ୍ସନ୍

ନିର୍ମାତା ବହୁ ପ୍ରତୀକ୍ଷିତ ମଲ୍ଟି ଷ୍ଟାରର ଫିଲ୍ମ ‘ସିଙ୍ଘମ୍ ଏଗେନ୍’ର ବିସ୍ଫୋରକ ଟ୍ରେଲର ରିଲିଜ୍ କରିଛନ୍ତି। ଏହାକୁ ଦେଖିବା ପରେ ପ୍ରଶଂସକମାନେ ଏହି ଫିଲ୍ମକୁ ବ୍ଲକବଷ୍ଟର ହେବ ବୋଲି କହିବା ଆରମ୍ଭ କରି ଦେଇଛନ୍ତି। ଆପଣ ବି ଦେଖିଲେ ଠିକ୍ ଏହା ହିଁ କହିବେ।

Rekha told Salman Khan feels scared only to Big B
Viral Video: ଚାପୁଡ଼ାକୁ ମୋର ଭୟ ନାହିଁ, ପ୍ରେମକୁ ମଧ୍ୟ ଭୟ ନାହିଁ, ମୁଁ କେବଳ, ବିଗ୍ ବି’ଙ୍କୁ ଭୟ କରେ: ରେଖା

ଲୋକମାନେ ବିଶ୍ୱାସ କରନ୍ତି ଯେ ରେଖା ବିଗ୍ ବି’ଙ୍କୁ ନିଜ ହୃଦୟରେ ନିଜର ବୋଲି ଭାବନ୍ତି। ରେଖା ଥରେ ଜଣେ ସୁପରଷ୍ଟାରଙ୍କ ସାମ୍ନାରେ ବିଗ୍ ବି’ଙ୍କ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିଲେ, ଯାହା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସେ ଏହି ଭିଡିଓରେ ବିଗ୍ ବି’ଙ୍କୁ ଭୟ କରନ୍ତି ବୋଲି କହିଛନ୍ତି।

Mallika sherawat claims in old viral video that a hero would knock her door at 12 am
Viral Video: ସୁଟିଂ ସମୟରେ ଫିଲ୍ମର ହିରୋ ରାତି ଅଧରେ ମୋ ବେଡ୍‌ରୁମ୍‌କୁ ଆସିବାକୁ ଚାହୁଁଥିଲେ: ମଲ୍ଲିକା ଶେରାୱତ୍‌

ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିବା ପରେ ବର୍ତ୍ତମାନ ‘ମର୍ଡର’ ଗାର୍ଲ ଦୀର୍ଘ ସମୟ ପରେ ମଲ୍ଲିକା ଫିଲ୍ମ 'ବିକି ବିଦ୍ୟା କା ୱୋ ବାଲା ଭିଡିଓ'ରେ ନଜର ଆସିବେ। ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସେ ତାଙ୍କ ଜୀବନ ସହ ଜଡିତ ଏକ ବଡ ଖୁଲାସା କରିଛନ୍ତି।

Mukesh khanna says amitabh bachchan once accused him of copying him
ଅମିତାଭଙ୍କୁ ମୁକେଶ ଖାନ୍ନାଙ୍କ ଟାର୍ଗେଟ୍; କହିଲେ ସେ କିଏ ଯିଏ ମୋ କ୍ୟାରିଅରକୁ ରୋକିପାରିବେ

ନିକଟରେ ମୁକେଶ ଖାନ୍ନା ଏକ ସାକ୍ଷାତକାର ଦେଇଛନ୍ତି, ଯାହା ପରେ ସେ ହେଡଲାଇନରେ ଅଛନ୍ତି। ଅମିତାଭ ବଚ୍ଚନଙ୍କ ଏକ ପୁରୁଣା ମତକୁ ନେଇ ସେ ଟାର୍ଗେଟ୍ କରି କହିଛନ୍ତି, “ଅମିତାଭ କିଏ ଯିଏ ମୋ କ୍ୟାରିଅରକୁ ରୋକି କରିପାରିରେ? କିଏ ସେ?”

Celebrities who accidentally shot themselves
ଗୋବିନ୍ଦାଙ୍କ ଗୋଡରେ ହଠାତ୍ ବାଜିଲା ଗୁଳି; ଜାଣନ୍ତୁ ଏମିତି ଘଟଣାକୁ ସାମ୍ନା କରିଥିବା ଅନ୍ୟ ସେଲିବ୍ରେଟି

ଗୋବିନ୍ଦାଙ୍କ ଗୋଡରେ ହଠାତ୍ ଗୁଳି ବାଜିଛି। କୁହାଯାଉଛି ଯେ ଗୋବିନ୍ଦା ସେହି ସମୟରେ ଘରେ ଏକୁଟିଆ ଥିଲେ ଏବଂ ଲାଇସେନ୍ସପ୍ରାପ୍ତ ରିଭଲ୍‌ଭର୍‌ ସଫା କରୁଥିବା ବେଲେ ଗୁଳି ଫୁଟିଥିଲା। ତେବେ ଖାଲି ଗୋବିନ୍ଦା ଏହିପରି ଘଟଣାର ଶିକାର ହୋଇ ନାହାନ୍ତି। ଏହା ପୂର୍ବରୁ ଆହୁରି ଅନେକ ସେଲିବ୍ରେଟି ମଧ୍ୟ ଏମିତି ଘଟଣାର ଶିକାର ହୋଇଛନ୍ତି।

Shah rukh khan says film industry sways to my fingertips
ଶାହରୁଖ କହିଲେ; 'ମୋ ଉପରେ କେହି ରହିପାରିବେ ନାହିଁ, ମୁଁ ସମସ୍ତ କଳାକାରଙ୍କ ଛାତ'

ଶାହରୁଖ ଖାନ କରଣ ଜୋହରଙ୍କ ପ୍ରଶ୍ନର ମଜାଳିଆ ଉତ୍ତର ଦେଉଥିବାର ନଜର ଆସିଛନ୍ତି। ପ୍ରଶ୍ନର ଉତ୍ତରରେ କିଙ୍ଗ୍‌ ଖାନ କହିଛନ୍ତି ଯେ ତାଙ୍କୁ ନାଚିବାକୁ ଆବଶ୍ୟକ ପଡେ ନାହିଁ, କାରଣ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ଆଙ୍ଗୁଠିରେ ନାଚିଥାଏ।

govinda
ଗୁଳି ଫୁଟି ଅଭିନେତା ଗୋବିନ୍ଦା ଆହତ, ହସ୍ପିଟାଲରେ ଭର୍ତ୍ତି

ଗୁଳି ଫୁଟି ଅଭିନେତା ଗୋବିନ୍ଦା ଆହତ  । ନିଜ ବନ୍ଧୁକରୁ ଗୁଳି ଫୁଟି ଆହତ ହୋଇଥିବା ସୂଚନା । ଅସାବଧାନତା ବଶତଃ ଗୁଳି ଫୁଟିଥିବା ସୂଚନା ।

Rohit Shetty cop universe film Singham again earns 200 crore before release
‘ସିଂଘମ୍ ଏଗେନ୍’କୁ ନେଇ ବଡ଼ ଚର୍ଚ୍ଚା; ରୋଜଗାର କଲାଣି ୨୦୦ କୋଟି ଟଙ୍କା

‘ସିଂଘମ୍ ଏଗେନ୍’କୁ ଏବେ ଲୋକଙ୍କ ବଡ ଅପେକ୍ଷା। ରୋହିତ ଶେଟ୍ଟୀଙ୍କ କପ-ୟୁନିଭର୍ସର ଏହି ପଞ୍ଚମ ଫିଲ୍ମ, ଆକ୍ସନ୍-ଡ୍ରାମାରେ ଭରପୂର। ରିଲିଜ୍ ହେବାର କିଛି ସପ୍ତାହ ପୂର୍ବରୁ ଏହା ୨୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଜାଣନ୍ତୁ କେମିତି…

Janhvi kapoor shared latest look from iifa award 2024 see her sizzling poses
IIFA 2024 ପୁରସ୍କାର ଉତ୍ସବରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଜାହ୍ନଭୀ କପୁର

ବଲିଉଡ ଅଭିନେତ୍ରୀ ଜାହ୍ନଭୀ କପୁର ତାଙ୍କ ଚମତ୍କାର ଫ୍ୟାଶନ ଷ୍ଟେଟ୍‌ମେଣ୍ଟ ଯୋଗୁଁ ସୋସିଆଲ ମିଡିଆରେ ସର୍ବଦା ଲାଇମଲାଇଟ୍‌ରେ ରହିଥା’ନ୍ତି। ତାଙ୍କ ବୋଲ୍ଡ ଲୁକ୍ ଇଣ୍ଟରନେଟ୍‌ରେ ପଡିବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରେ। ଆଜିକାଲି ଆବୁଧାବିରେ IIFA 2024 ପୁରସ୍କାର ଉତ୍ସବ ଅନୁଷ୍ଠିତ ହେଉଛି, ଯେଉଁଥିରେ ଅନେକ ସେଲିବ୍ରିଟି ଅଂଶଗ୍ରହଣ କରିଛନ୍ତି। ଏଠାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜାହ୍ନଭୀ।

Iifa 2024 shah rukh khan rani mukerji big win
IIFA 2024 ପୁରସ୍କାର: ବାଜି ମାରିଲେ ରାନୀ ମୁଖାର୍ଜୀ, ଶାହରୁଖ ଖାନ

IIFA 2024 ପୁରସ୍କାର ଉତ୍ସବ ଆବୁଧାବିରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଶାହରୁଖ ଖାନଙ୍କ ତିନୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ତାଙ୍କର ଦମଦାର୍ ଅଭିନୟ ପାଇଁ ତାଙ୍କୁ ଗତ ବର୍ଷ ମୁକ୍ତିଲାଭ କରିଥିବା 'ଜବାନ' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି।

Bhumi pednekar brutally trolled for her naagincore look
ଭୂମିଙ୍କ ଛାତିରେ ସାପଗୁଡ଼ା ପୋଷାକ ଦେଖି ଲୋକେ ଖପା; କହିଲେ…

ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡନେକର ତାଙ୍କ କାମ ଅପେକ୍ଷା ତାଙ୍କ ପୋଷାକକୁ ନେଇ ସବୁବେଳେ ଅଧିକ ହେଡ୍‌ଲାଇନ୍‌ ସୃଷ୍ଟି କରନ୍ତି। ତାଙ୍କର ଅସାଧାରଣ ପୋଷାକ ପ୍ରାୟତଃ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ‘GQ ଶ୍ରେଷ୍ଠ ପୋଷାକ ପୁରସ୍କାର’ରେ ତାଙ୍କର ଏଥେନିକ୍ ପୋଷାକ ଏତେ ପ୍ରଭାବଶାଳୀ ଥିଲା ଯେ ଲୋକମାନେ ସୋସିଆଲ ମିଡିଆରେ ଏହା ଉପରେ ମତ ଦେଇ ତାଙ୍କୁ ଗାଳିଦେବା ଦେବା ଆରମ୍ଭ କରିଦେଇଛନ୍ତି।

kartik aaryan vidya balan upcoming film bhool bhulaiyaa 3 teaser out
Teaser Out: ରିଲିଜ ହେଲା 'ଭୁଲ୍ ଭୁଲୈୟା ୩'ର ଦମଦାର ଟିଜର; ଶୁଣିବାକୁ ମିଳିଲା ମଞ୍ଜୁଲିକାଙ୍କ ଲୋମଟାଙ୍କୁରା ଡାଏଲଗ୍‌

ଫିଲ୍ମ 'ଭୁଲ୍ ଭୁଲୈୟା ୩' ର ଟିଜର ରିଲିଜ ହୋଇଛି। ଏଥର ଫିଲ୍ମରେ କାର୍ତ୍ତିକ ଅର୍ଥାତ୍ ରୁହ ବାବାଙ୍କ ପ୍ରତିଦ୍ୱନ୍ଦ୍ୱିତା ବିଦ୍ୟା ବାଲାନ୍ ଅର୍ଥାତ୍ ମଞ୍ଜୁଲିକାଙ୍କ ସହିତ ହେବାକୁ ଯାଉଛି।

bhumi pednekar got brutally trolled for wearing blue outfit
କାର୍ପେଟ୍‌କୁ ସ୍କର୍ଟ୍ କରି ପିନ୍ଧିଦେଲେ କି ଭୂମି ପେଡନେକର; ଲୋକେ କହିଲେ…

ଅଭିନେତ୍ରୀ ଭୂମି ପେଡନେକର ତାଙ୍କ ଚେହେରାକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଭୂମିଙ୍କ ଗ୍ଲାମରସ୍ ଏବଂ ବୋଲ୍ଡ ଲୁକ୍ ଲୋକଙ୍କୁ ମୋହରେ ପକେଇଦିଏ। ନିକଟରେ ସେ ଏକ ଇଭେଣ୍ଟରେ ଯୋଗ ଦେଇଥିଲେ, ଯେଉଁଠାରେ ତାଙ୍କୁ ଏକ ଭିନ୍ନ ଫ୍ୟାଶନ ଷ୍ଟାଇଲ୍‌ରେ ଦେଖିବାକୁ ମିଳିଥିଲା।