ଇଣ୍ଡଷ୍ଟ୍ରିରେ ଏମିତି କିଛି ବ୍ୟାଚଲର ଅଛନ୍ତି, ଯଦି ସେମାନେ ଠିକ୍ ସମୟରେ ବିବାହ କରିଥାନ୍ତେ, ତେବେ ଆଜି ଜେଜେବାପା କି ଜେଜେମା ହୋଇଥାନ୍ତେ। ସେମିତି ଜଣେ ହେଲେ ନଗମା। ୪୯ ବର୍ଷୀୟ ଏହି ସୁନ୍ଦରୀ ଯିଏ ପୂର୍ବରୁ ୩ ଜଣ ବିବାହିତ ପୁରୁଷଙ୍କ ପ୍ରେମରେ ପଡ଼ିଥିଲେ, କିନ୍ତୁ ବିବାହ କରିପାରି ନ ଥିଲେ। ବର୍ତ୍ତମାନ ସେ ବିବାହ କରିବାକୁ ଯାଉଛନ୍ତି।
ଫିଲ୍ମ 'ରାମାୟଣ'ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି ଏବଂ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି। ତେବେ ରଣବୀର କପୁରଙ୍କ 'ରାମାୟଣ' ଦେଖିବାକୁ ଦର୍ଶକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ।
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ଥରେ ମୃତ୍ୟୁ ଧମକ ମିଳିଛି। ତେବେ ଏହି ସମୟରେ ହାଇଦ୍ରାବାଦରେ କଡା ସୁରକ୍ଷା ମଧ୍ୟରେ ଭାଇଜାନ ତାଙ୍କ ଆଗାମୀ ଫିଲ୍ମ 'ସିକନ୍ଦର'ର ସୁଟିଂ କରିଛନ୍ତି।
ଆଜି ଅଭିନେତ୍ରୀ ଆଥିଆ ଶେଟ୍ଟୀ ତାଙ୍କର ୨୯ ତମ ଜନ୍ମଦିନ ପାଳନ କରୁଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କ୍ରିକେଟର୍ କେଏଲ୍ ରାହୁଲଙ୍କ ସହ ସୁଖମୟ ବୈବାହୀକ ଜୀବନ ଜୀଉଁଛନ୍ତି। ଆସନ୍ତୁ ଜାଣିବା କିପରି ସେମାନଙ୍କ ପ୍ରେମ ହୋଇଥିଲା।
ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହାରି ଭିତରେ ନିମରତ କୌର୍ଙ୍କ ସହ ଅଭିଷେକଙ୍କ ସମ୍ପର୍କର ଗୁଜବ ଏବେ ନିଆଁରେ ଘିଅ ଢାଳିଛି। ବର୍ତ୍ତମାନ ଅଭିଷେକ ବଚ୍ଚନଙ୍କ ଏକ ମତ ଭାଇରାଲ ହେବାରେ ଲାଗିଛି।
ନଭେମ୍ବର ୦୧ରେ ଉଭୟ ଫିଲ୍ମ ବକ୍ସ ଅଫିସରେ 'ସିଙ୍ଘମ ଏଗେନ୍' ଏବଂ 'ଭୁଲ୍ ଭୁଲୈୟା ୩' ରିଲିଜ୍ ହୋଇଛି। ଉଭୟ ଫିଲ୍ମର ଦମଦାର ପ୍ରଶଂସକ ଅଛନ୍ତି। ତେବେ କେଉଁ ଫିଲ୍ମ ପ୍ରଥମ ଦିନ ଅଧିକ ରୋଜଗାର କରିଛି ? କିଏ କାହା ଉପରେ ଭାରି ପଡିଛି ? ଆସନ୍ତୁ ଜାଣିବା…
ଟିଭିରୁ ବଲିଉଡ୍ ଯାତ୍ରା କରିଥିବା ଅଭିନେତ୍ରୀ ଅବନୀତ୍ କୌର୍ଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ତାଙ୍କର ହଟ୍ ଏବଂ ଷ୍ଟାଇଲିସ୍ ଫ୍ୟାଶନ୍ ଷ୍ଟେଟ୍ମେଣ୍ଟ୍ ସହିତ ପ୍ରଶଂସକମାନଙ୍କୁ ଏତେ ପାଗଳ କରିଦେଇଛନ୍ତି ଯେ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ କଦାପି ହେଳା କରନ୍ତି ନାହିଁ।
ଅନୁପମ ଖେର ତାଙ୍କର ଆଗାମୀ ଫିଲ୍ମ 'ବିଜୟ ୬୯' ପାଇଁ ଏବେ ଖବରରେ ଅଛନ୍ତି। ଆଜି ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ୍ କରିଛନ୍ତି, ଯେଉଁଥିରେ ହୃଦୟସ୍ପର୍ଶୀ କାହାଣୀର ଝଲକ ଦେଖିବାକୁ ମିଳିଛି।
ଚର୍ଚ୍ଚା ଜୋର ଧରିଥିଲା ଯେ ଦୀର୍ଘ ଦିନ ଧରି ଡେଟିଂ କରୁଥିବା ଅର୍ଜୁନ କପୁର ଏବଂ ମଲାଇକା ଅରୋରା ଆଉ ଏକାଠି ନାହାଁନ୍ତି। ଦୀର୍ଘ ଦିନ ଧରି ଆଲୋଚନା ପରେ ବର୍ତ୍ତମାନ ଅର୍ଜୁନ କପୁର ଶେଷରେ ମଲାଇକା ଅରୋରାଙ୍କ ସହିତ ତାଙ୍କର ବ୍ରେକଅପ୍କୁ ନେଇ ନୀରବତା ଭାଙ୍ଗିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ଶବାନା ଆଜ୍ମୀ ତାଙ୍କ ହଲିଉଡ୍ ଫିଲ୍ମ 'ସିଟି ଅଫ୍ ଜୟ'ର ସୁଟିଂ ସମୟକୁ ମନେ ପକାଇଥିଲେ ଏବଂ ସେହି ସମୟରେ ସାଉଥ୍ ତାରକା ରଜନୀକାନ୍ତଙ୍କୁ କିପରି ମନେ ପକେଇଥିଲେ ତାହା କହିଛନ୍ତି।
ସଲମାନ ଏବଂ ଶାହରୁଖ ଖାନଙ୍କ ସୁପରହିଟ୍ ଫିଲ୍ମ 'କରନ ଅର୍ଜୁନ' ଦୀର୍ଘ ୩୦ ବର୍ଷ ପରେ ଏବେ ପୁଣି ଥରେ ପ୍ରେକ୍ଷାଳୟରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ। ସଲମାନ ଖାନ୍ ଫିଲ୍ମର ଟିଜର ସହିତ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହି କଥା କହିଛନ୍ତି।
‘ସିଂଘମ୍ ଏଗେନ୍’କୁ ନେଇ ଅଜୟ ଦେବଗନ୍ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ଏସବୁ ମଧ୍ୟରେ ଅଜୟ ଦେବଗନଙ୍କର ଆଉ ଏକ ଫିଲ୍ମ ହଠାତ୍ ଚର୍ଚ୍ଚାକୁ ଆସିଛି। ‘ସିଂଘମ୍ ଏଗେନ୍’ର ଠିକ ୨୧ ଦିନ ପରେ ଏହି ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।
ବି-ଟାଉନ୍ର ସୁନ୍ଦର ଅଭିନେତ୍ରୀ ପୂଜା ହେଗ୍ଡେଙ୍କ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ପୂଜା ନିଜର ବୋଲ୍ଡ ଏବଂ ଚମତ୍କାର ଚେହେରା ପାଇଁ ସୋସିଆଲ ମିଡିଆରେ ସର୍ବଦା ଲାଇମଲାଇଟରେ ରହିଥା’ନ୍ତି। ତାଙ୍କର ଘାତକ ଷ୍ଟାଇଲ୍ ଇଣ୍ଟରନେଟ୍କୁ ଆସିବା ମାତ୍ରେ ଭାଇରାଲ ମଧ୍ୟ ହୁଏ।
ସାଧାସିଧା ଦେଖାଯାଉଥିବା ବଲିଉଡ୍ର ଜଣାଶୁଣା ଅଭିନେତା ପଙ୍କଜ ତ୍ରିପାଠୀ ବାସ୍ତବ ଜୀବନରେ ବହୁତ ରୋମାଣ୍ଟିକ୍। ସେ ଅନେକ ସମୟରେ ନିଜ ପ୍ରେମ କାହାଣୀକୁ ଅନେକ ପ୍ଲାଟଫର୍ମରେ ଶେୟାର କରିଛନ୍ତି। ଏଥର ତାଙ୍କ ପତ୍ନୀ ମୃଦୁଲା ସେହିଦିନର ପ୍ରେମ କାହାଣୀ କହିଛନ୍ତି।
'ଆଇ ୱାଣ୍ଟ୍ ଟୁ ଟକ୍'ର ପୋଷ୍ଟରରେ ଅଭିଷେକ ବଚ୍ଚନ ଏକ ଲମ୍ବା କୋଟ୍ ଏବଂ କାର୍ଟୁନ୍ ଚିତ୍ର ଥିବା ପ୍ୟାଣ୍ଟ ପିନ୍ଧିଛନ୍ତି, ଯାହା ସାଧାରଣତଃ ଘରେ ପିନ୍ଧାଯାଇଥାଏ। ପେଟରେ ଅଛି ସର୍ଜରୀ ଚିହ୍ନ।
ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କ ସୁରକ୍ଷାକୁ ଆହୁରି ବୃଦ୍ଧି କରାଯାଇଛି। ଏହି ସମୟରେ ଅଭିନେତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସଲମାନ କହୁଛନ୍ତି ଯେ ସେ କଳା ହରିଣ ଶିକାର କରିନାହାଁନ୍ତି।
କିଛି ଦିନ ପୂର୍ବରୁ ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କୁ ଜଣେ ବ୍ୟକ୍ତି ୫ କୋଟି ଟଙ୍କା ମାଗିଥିଲେ ଆଉ ନ ଦେଲେ ହତ୍ୟା ଧମକ ଦେଇଥିଲେ। ଏନେଇ ସେ ତାଙ୍କ ଭୁଲ ପାଇଁ କ୍ଷମା ମାଗିଛନ୍ତି ଏବଂ କହିଛନ୍ତି ଯେ ଏହା ଭୁଲରେ ପଠେଇଥିଲେ।
ନିକଟରେ ଅଭିନେତ୍ରୀ ତାଙ୍କର ସର୍ବଶେଷ ଫଟୋ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ସେକ୍ସି ଷ୍ଟାଇଲ୍ ଦେଖି ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ ଟିକିଏ ବି ହେଳା କରୁ ନାହାନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କ ଘାତକ ଲୁକ୍ ଦେଖି ପ୍ରଶଂସକମାନେ ତାଙ୍କ ଦିବାନା ହେଲେଣି।
‘ବିଗ୍ ବସ୍ ୧୮’ର ‘ୱିକେଣ୍ଡ୍ କା ୱାର୍’ରେ ଜଣେ ପ୍ରତିଯୋଗୀ ସଲମାନ ଖାନଙ୍କୁ ସିଧାସଳଖ ବିବାହ ପ୍ରସ୍ତାବ ଦେଇଛନ୍ତି, ଯାହା ଫଳରେ ଘରେ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏପରିକି ସଲମାନ ଖାନ ନିଜେ ମଧ୍ୟ ପ୍ରତିଯୋଗୀଙ୍କ ଏହି ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ।
ଏକ ସାକ୍ଷାତକାରରେ ରାହୁଲ ଦେବ ତାଙ୍କ ସ୍କୁଲ୍ ଦିନର ସ୍ମୃତି ବାଣ୍ଟିଥିଲେ। ରାହୁଲ ତାଙ୍କ ସ୍କୁଲ୍ ଦିନର କଥାରେ କହିଥିଲେ ଯେ ଶାହରୁଖ ଖାନ ସ୍କୁଲରେ ବହୁତ ଭଲ ଛାତ୍ର ଥିଲେ। ଖେଳରେ ମଧ୍ୟ ସେ ଖୁବ୍ ଭଲ ଥିଲେ ବୋଲି ସେ କହିଛନ୍ତି।
ଜନ୍ମଦିନ ଅବସରରେ ସନ୍ନି ଦେଓଲ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ପୋଷ୍ଟରକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଶକ୍ତିଶାଳୀ ଅବତାରରେ ଦେଖିବାକୁ ମିଳିଛି।
ଗତ ଏକ ବର୍ଷ ଧରି ସଲମାନ ଏବଂ ତାଙ୍କ ପରିବାରକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଧମକ ମିଳୁଛି। ସଲମାନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ର ଟାର୍ଗେଟରେ ଅଛନ୍ତି। ଏନେଇ ଭାଇଜାନ୍ ବୁଲେଟ୍ପ୍ରୁଫ୍ ନିସାନ ପାଟ୍ରୋଲ ଏସ୍ୟୁଭି କିଣିଛନ୍ତି।
ସୁରକ୍ଷା ବିପଦ ମଧ୍ୟରେ ବଲିଉଡ ଅଭିନେତା ସଲମାନ ଖାନ ଗୁରୁବାର ବିଳମ୍ବିତ ରାତିରେ ଟିଭି ରିଅଲିଟି ଶୋ ବିଗ୍ ବସ୍ ୧୮ର ସେଟ୍ରେ ପହଞ୍ଚିଥିଲେ। ୫୮ ବର୍ଷୀୟ ଅଭିନେତାଙ୍କ ଚାରିପାଖରେ କଡା ସୁରକ୍ଷା ଥିଲା।
ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସୋମି ଅଲି ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଲରେନ୍ସଙ୍କୁ ସିଧାସଳଖ ବାର୍ତ୍ତା ପଠାଇବା ପରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସଲମାନ ଖାନ ବିଷ୍ଣୋଇ ସମ୍ପ୍ରଦାୟକୁ କ୍ଷମା ମାଗିବା ଉଚିତ।
ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସ୍ୱୀକାର କରିଛି ଯେ ଏନ୍ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ସେ ଦାୟୀ। ଏହାରି ଭିତରେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଏକ ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ ଫିଲ୍ମ ଷ୍ଟାର୍ଙ୍କ ଅପେକ୍ଷା ଲରେନ୍ସ ବିଷ୍ଣୋଇ ଅଧିକ ସୁନ୍ଦର ଲାଗୁଛନ୍ତି।