• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bollywood

jaat song oh rama shri rama released on ram navami
Jaat New Song: ରିଲିଜ୍ ହେଲା 'ଜାଟ୍‌'ର ନୂଆ ଗୀତ 'ହେ ରାମା ଶ୍ରୀରାମା'; ସୋସିଆଲ ମିଡିଆରେ ଛାଇ ଗଲାଣି

ରାମ ନବମୀର ବିଶେଷ ଉତ୍ସବରେ ଫିଲ୍ମ 'ଜାଟ୍‌'ର ଦ୍ୱିତୀୟ ଗୀତ 'ହେ ରାମା ଶ୍ରୀରାମା' ରିଲିଜ୍‌ ହୋଇଛି। ଭଗବାନ ଶ୍ରୀରାମଙ୍କ ସ୍ତୁତିରେ ନିର୍ମିତ ଏହି ଗୀତକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି।

Celebraties spotted in  Manoj kumar funeral
Manoj Kumar Funeral: ପଞ୍ଚଭୂତରେ ଲୀନ ହେଲା ମର ଶରୀର: ଶ୍ମଶାନ ଘାଟରେ ସେଲିବ୍ରେଟୀ

ମନୋଜ କୁମାରଙ୍କ ଶୁକ୍ରବାର ସକାଳେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଭେଟେରାନ ଅଭିନେତାଙ୍କ ଦେହାନ୍ତ ପରେ ବଲିଉଡ୍‌ରେ ଶୋକ ପ୍ରକାଶ ପାଇଛି। ଆଜି ତାଙ୍କୁ ବିଦାୟ ଦେବା ପାଇଁ ବଲିଉଡ୍‌ର ସମସ୍ତ ସେଲିବ୍ରେଟି ଶ୍ମଶାନ ଘାଟ ଯାଇଛନ୍ତି। ଏହାର ଫଟୋଗୁଡ଼ିକ ମଧ୍ୟ ସାମ୍ନାକୁ ଆସିଛି।

Shah Rukh Khan film devdas memories share by sikander kher
Shahrukh Khan: ଶାହରୁଖ ଖାନଙ୍କ ଭଳି ପରିଶ୍ରମୀ ଅଭିନେତାଙ୍କୁ ମୁଁ ଦେଖି ନାହିଁ: ସିକନ୍ଦର୍‌

ଯେତେବେଳେ 'ଦେବଦାସ'ର ସୁଟିଂ ଚାଲିଥିଲା, ସେତେବେଳେ ଜଣେ ନୂଆ କଳାକାରଙ୍କୁ ସଞ୍ଜୟ ଲୀଲା ଭନ୍‌ସାଲୀ ଏବଂ ଶାହରୁଖ ଖାନଙ୍କ ସହ ସହକାରୀ ନିର୍ଦ୍ଦେଶକ ଭାବରେ କାମ କରିବାର ସୁଯୋଗ ମିଳିଥିଲା। ଏହି କଳାକାର ନିକଟରେ ଫିଲ୍ମ 'ଦେବଦାସ' ଏବଂ ଶାହରୁଖ ଖାନଙ୍କ ସହ ଜଡିତ କିଛି ବିଶେଷ କଥା ଶେୟାର କରିଛନ୍ତି।

Priyanka chopra and allu arjun pair in atlees new blockbuster
Priyanka Chopra: ଏଟଲୀଙ୍କ ନୂଆ ପ୍ରୋଜେକ୍ଟ୍; ଅଲୁ ଅର୍ଜୁନଙ୍କ ସହ ସ୍କ୍ରିନ୍ ଶେୟାର କରିବେ ବଲିଉଡ୍‌ର ଗ୍ଲୋବାଲ ଆଇକନ୍ !

ଏଥର ଏଟଲୀ ସାଉଥ୍‌ ସୁପର୍‌ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ସହ ଏକ ମେଗା ଆକ୍ସନ୍ ଫିଲ୍ମ “A6” ନିର୍ମାଣ କରୁଛନ୍ତି। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି - ବଲିଉଡ୍‌ର ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରାଙ୍କୁ ଏହି ପ୍ରୋଜେକ୍ଟ ପାଇଁ ଆପ୍ରୋଚ୍ କରାଯାଇଛି।

ସତ ଜୁଇରେ ଶୋଇଗଲେ ମନୋଜ
ନୀରବି ଗଲେ ବଲିଉଡ ଅଭିନେତା ମନୋଜ କୁମାର

କେବଳ ଅଭିନୟ ନୁହେଁ, ଅନେକ ଫିଲ୍ମରେ ସେ ଛାଡି ଯାଇଛନ୍ତି ନିର୍ଦ୍ଦେଶନାର ବି ଛାପ। ହେଲେ ଆଜି ଜୀବନ ନାଟକର ଶେଷ ଦୃଶ୍ୟ ସାରି ବାହୁଡି ଯାଇଛନ୍ତି ମନୋଜ।

Malaika arora looked gorgeous in animal print dress
Malaika Arora: ଆନିମଲ୍ ପ୍ରିଣ୍ଟ ସର୍ଟ ଡ୍ରେସ୍‌ ପିନ୍ଧି ପ୍ରଶଂସକଙ୍କୁ ଦେଖେଇଲେ ଘାତକ ଲୁକ୍

ବଲିଉଡ୍‌ ସୁନ୍ଦରୀ ମଲାଇକା ଅରୋରା ପୁଣି ଥରେ ତାଙ୍କ ଲୁକ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀ ଆଜିକାଲି ଡ୍ୟାନ୍ସ ରିଏଲିଟି ଶୋ’ ହିପ୍ ହପ୍ ଇଣ୍ଡିଆର ଜଜ୍ ଅଛନ୍ତି। ନିକଟରେ ଅଭିନେତ୍ରୀଙ୍କୁ ସୁଟିଂ ସେଟ୍‌ରେ ଦେଖିବାକୁ ମିଳିଥିଲା। ଏଠାରେ ତାଙ୍କୁ ଏକ ବାଘୁଣୀ ଡ୍ରେସ୍‌ରେ ଗ୍ଲାମରସ୍ ଲୁକ୍‌ରେ ଦେଖିବାକୁ ମିଳିଥିଲା ।

Manoj kumar love story with wife shashi goswami
Manoj Kumar: ମନୋଜ କୁମାରଙ୍କ ଲାଜ ଲାଜ ପ୍ରେମ କାହାଣୀ: ଛାତ ଉପରୁ ହେଉଥିଲା ଭାବ ଦିଆନିଆ

ମନୋଜ କୁମାର ସିନା ଏ ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର ଅଗଣିତ ସ୍ମୃତି ରହିଯାଇଛି। ପ୍ରଶଂସକମାନେ ତାଙ୍କୁ ବହୁତ ଭଲ ପାଆନ୍ତି। ତେବେ ବହୁତ କମ୍ ଲୋକ ପତ୍ନୀ ଶଶି ଗୋସ୍ୱାମୀଙ୍କ ସହିତ ତାଙ୍କ ପ୍ରେମ କାହାଣୀ ବିଷୟରେ ଜାଣିଛନ୍ତି। ଆସନ୍ତୁ ଜାଣିବା…

Manoj Kumar
Manoj Kumar Passes Away: ଭେଟେରାନ ଅଭିନେତା ମନୋଜ କୁମାରଙ୍କ ପରଲୋକ

ଭେଟେରାନ ବଲିଉଡ୍ ଅଭିନେତା ମନୋଜ କୁମାରଙ୍କ ପରଲୋକ । ୮୭ ବର୍ଷ ବୟସରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ସେ ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଥିଲେ ।

Kareena kapoor janhvi kapoor disha patani glamorous look
Glamorous Look: ଫ୍ରଣ୍ଟକଟ୍ ଗାଉନ୍‌ରେ ଜଳୁଥିଲେ ଜାହ୍ନଭୀ, କରୀନାଙ୍କ ଉପରେ ସମସ୍ତଙ୍କ ନଜର

ବଲିଉଡ ତାରକାମାନେ ପ୍ରତିଦିନ କିଛି ନ କିଛି ଇଭେଣ୍ଟରେ ନଜର ଆସିଥାନ୍ତି। ମଙ୍ଗଳବାର ବି-ଟାଉନ୍‌ର ଅନେକ ସୁନ୍ଦରୀ ଏକ ଇଭେଣ୍ଟରେ ନଜର ଆସିଥିଲେ। ସମସ୍ତେ ପାପାରାଜିଙ୍କ ନଜରରେ ପଡିଥିଲେ। ସେମାନଙ୍କ ଗ୍ଲାମରସ୍ ଲୁକ୍ ଏବେ ଭାଇରାଲ୍ ହେଉଛି। ଦେଖନ୍ତୁ କିଏ କେଉଁ ଲୁକରେ ନଜର ଆସିଛନ୍ତି।

Monalisa modern look in pink tshirt and blue jeans
Mahakumbh Monalisa: ଆଧୁନିକ ରୂପ ଦେଖାଇଲେ ମୋନାଲିସା; ଆପଣ ବି କହିବେ.. ବାପ୍‌ରେ କି ଷ୍ଟାଇଲ୍ !

ଲୋକମାନେ ମୋନାଲିସାଙ୍କ ପ୍ରତ୍ୟେକ ଷ୍ଟାଇଲ୍ ଏବଂ ଅପଡେଟ୍ ଉପରେ ନଜର ରଖିଛନ୍ତି। ମୋନାଲିସା ମଧ୍ୟ ସୋସିଆଲ୍ ମିଡିଆରେ ପ୍ରଶଂସକଙ୍କ ମନୋରଂଜନ କରିବାରେ ଆଜିକାଲି ଖୁବ ବ୍ୟସ୍ତ ରହୁଛନ୍ତି। ବର୍ତ୍ତମାନ ସେ ତାଙ୍କ ପ୍ରଶଂସକଙ୍କ ହୃଦୟକୁ ଜିତିବା ପାଇଁ ତାଙ୍କର ଅତ୍ୟାଧୁନିକ ରୂପ ଦେଖାଇଛନ୍ତି।

Muslim activists call for boycott of sikandar
Sikandar: ଫିଲ୍ମ 'ସିକନ୍ଦର'କୁ ବଏକଟ୍ କରନ୍ତୁ, ଗାଜାକୁ ଦାନ କରନ୍ତୁ: ମୁସଲମାନ ସାମାଜିକ କର୍ମୀ

ଫିଲ୍ମ ‘ସିକନ୍ଦର’କୁ ବଏକଟ୍ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଜଣେ ମୁସଲମାନ ସାମାଜିକ କର୍ମୀ ଫିଲ୍ମକୁ ବଏକଟ୍ କରିବାକୁ ଦାବି କରିଛନ୍ତି ଏବଂ ସେ କାହିଁକି ଏମିତି କହୁଛନ୍ତି ତାହା ମଧ୍ୟ କହିଛନ୍ତି।

Dharmendra spotted at hospital with bandage in his eye
Dharmendra: ଆଖିରେ ବ୍ୟାଣ୍ଡେଜ୍, ମୁହଁରେ ବିଷାଦ; ଡାକ୍ତରଖାନାରେ ହିମ୍ୟାନ୍

ବଲିଉଡ୍‌ର ହିମ୍ୟାନ୍ ଧର୍ମେନ୍ଦ୍ର ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ପ୍ରଶଂସକମାନେ ମଧ୍ୟ ଭେଟେରାନ୍ ଅଭିନେତାଙ୍କୁ ବହୁତ ଭଲ ପାଆନ୍ତି। କିନ୍ତୁ ଆଜି ଏହି ଅଭିନେତା ମୁମ୍ବାଇର ଡାକ୍ତରଖାନାରୁ ବାହାରିବାର ନଜର ଆସିଛନ୍ତି, ଯାହା ପ୍ରଶଂସକଙ୍କ ଟେନ୍‌ସନ୍‌କୁ ବଢାଇ ଦେଇଛି।

l2 empuraan beats salman khan sikandar at box office
Sikandar: ‘ସିକନ୍ଦର’କୁ ପଛରେ ପକାଇଲା ସାଉଥ୍‌ର ଏହି ଫିଲ୍ମ; ଜାଣନ୍ତୁ କାହିଁକି…

ମୋହନଲାଲଙ୍କ ଫିଲ୍ମ ‘L2: ଏମ୍ପୁରାନ୍’ ଇଦ୍‌ରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’କୁ ପଛରେ ପକାଇଦେଇଛି। ମାର୍ଚ୍ଚ ୩୦ ରବିବାର ଦିନ ଇଦ୍ ଛୁଟିଦିନରେ ବକ୍ସ ଅଫିସରେ ମୁକ୍ତିଲାଭ କରିଥିବା ‘ସିକନ୍ଦର’ ସଲମାନଙ୍କ ପ୍ରଶଂସକଙ୍କୁ ନିରାଶ କରିଛି।

Kareena kapoor lakme fashion week ramp walk in deep cut blouse
Kareena Kapoor: ଡିପ୍ କଟ୍ ବ୍ଲାଉଜ୍‌ରେ ଛାଇଗଲେ କରୀନା କପୁର

ସୋସିଆଲ ମିଡିଆରେ କରୀନା କପୁର ଛାଇ ଯାଇଛନ୍ତି। ନିକଟରେ ସେ ଲାକ୍‌ମେ ଫ୍ୟାଶନ ସପ୍ତାହରେ ରାମ୍ପ୍ ଚାଲିଥିଲେ। ସେ ତାଙ୍କ ଲୁକ୍‌ର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

Salman Khan pathani look on eid 2025
Salman Khan: ଇଦ୍‌ରେ ପଠାନୀ ଲୁକ୍‌ରେ ନଜର ଆସିଲେ ସଲମାନ୍ ଖାନ୍

ବଲିଉଡର ସିକନ୍ଦର ଅର୍ଥାତ୍ ସଲମାନ୍ ଖାନ୍ ଇଦ୍‌ରେ ତାଙ୍କ ଘରେ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ଅଭିନେତାଙ୍କ ପୁରା ପରିବାର ତାଙ୍କ ସହ ନଜର ଆସିଛନ୍ତି। ପ୍ରତିବର୍ଷ ପରି ଏହି ଅଭିନେତା ତାଙ୍କ ଘରର ବାଲ୍‌କୋନୀରେ ପ୍ରଶଂସକମାନଙ୍କୁ ଅଭିବାଦନ ଜଣାଇଛନ୍ତି ଏବଂ ତାଙ୍କ କ୍ୟୁଟି ଭାଣିଜୀ ଆୟତ ଶର୍ମାଙ୍କ ସହ ଅନେକ ପୋଜ୍ ଦେଇଛନ୍ତି।

Palak Tiwari was brutally trolled on social media
Palak Tiwari: ପଲକ ତିୱାରୀ ପୋଷ୍ଟ୍ କଲେ ଏମିତି ଫଟୋ; ଲୋକେ କଲେ ଟ୍ରୋଲ୍

ପଲକ ତିୱାରୀ ତାଙ୍କ ସୋସିଆଲ୍ ନେଟ୍‌ୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବହୁତ ସକ୍ରିୟ। ସେ ପ୍ରତିଦିନ ଇନଷ୍ଟାରେ ନିଜର ନୂଆ ନୂଆ ଫଟୋ ଏବଂ ଭିଡିଓ ସେୟାର କରିଥା’ନ୍ତି। ତାଙ୍କର କିଛି ଫଟୋ କାରଣରୁ ସେ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କର କିଛି ଫଟୋ ହେତୁ ତାଙ୍କୁ ବହୁତ ଟ୍ରୋଲ କରାଯାଉଛି।

Sanoj Mishra arrested in connection with rape case
Sanoj Mishra Arrested: ମୋନାଲିସାଙ୍କୁ ଫିଲ୍ମ ଅଫର କରିଥିବା ସନୋଜ ମିଶ୍ର ଗିରଫ; କରିଥିଲେ ଦୁଷ୍କର୍ମ

ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ସନୋଜ ମିଶ୍ର। ତାଙ୍କ ନାମରେ ଦୁଷ୍କର୍ମ ସହିତ ମାରପିଟ, ଗର୍ଭପାତ କରାଇବା ଏବଂ ଧମକ ଦେବା ଆଦି ଅଭିଯୋଗ ହୋଇଛି। ଏହି ମାମଲାରେ କେନ୍ଦ୍ରୀୟ ଦିଲ୍ଲୀ ପୋଲିସର ନବୀ କରିମ ପୋଲିସ ଷ୍ଟେସନର ଟିମ୍ ଗାଜିଆବାଦରୁ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କୁ ଗିରଫ କରିଛି।

Sikandar box office collection day 1
Sikandar Collection Day 1: ଦମ୍‌ ଦେଖାଇଲା ‘ସିକନ୍ଦର’; ପ୍ରଥମ ଦିନରେ ରୋଜଗାର କଲା ୫୦ କୋଟିରୁ ଅଧିକ

ଇଦ୍‌ରେ ବଡ ପରଦାରେ ସଲମାନ ଖାନଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଥିଲା। ତେବେ ‘ସିକନ୍ଦର’ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାରକୁ ଦେଖି ଏହାର ପ୍ରଭାବ ଆକଳନ କରାଯାଇପାରେ। ଏହି ଫିଲ୍ମ ସଲମାନ ଖାନଙ୍କ ଅଭିନୀତ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ମଧ୍ୟରେ ୮ ନମ୍ବରରେ ରହିଛି।

Hina Khan flaunted her desi look in a black saree
Hina Khan: କଳା ଶାଢି ପିନ୍ଧି ଦେଶୀ ଲୁକ୍ ଦେଲେ ହିନା ଖାନ; ଲୋକେ କଲେ ପ୍ରେମ ବର୍ଷା

ଲୋକପ୍ରିୟ ଟିଭି ଅଭିନେତ୍ରୀ ହିନା ଖାନ ନିକଟରେ ଏକ ପୁରସ୍କାର ଉତ୍ସବ ରାତିରେ ଯୋଗ ଦେଇଥିଲେ। ଏଠାରେ ଅଭିନେତ୍ରୀଙ୍କ ଗ୍ଲାମରସ୍ ଅବତାରକୁ କଳା ଶାଢିରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅଭିନେତ୍ରୀ ଏହି ଲୁକ୍‌ର ଅନେକ ସୁନ୍ଦର ସୁନ୍ଦର ଫଟୋ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।

salman khan sikandar released x users gave review
Sikandar: ନିରାଶ କରୁଛି କି ସିକନ୍ଦର; ଜଣେ କହିଲେ, ମୁଁ ଦେଖିଥିବା ସବୁଠାରୁ ଖରାପ ଫିଲ୍ମ

ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ‘ସିକନ୍ଦର’କୁ ନେଇ ଲୋକେ ସମୀକ୍ଷା କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି। ଜଣେ କହିଛନ୍ତି ଫିଲ୍ମର କାହାଣୀରେ ହୃଦୟ, ଫୁସ୍‌ଫୁସ୍‌ ଆଉ ଆଖି ନାହିଁ।

Disha Patani glamorous-look in off shoulder high slit dress
Disha Patani: ନିଜର ଗ୍ଲାମରସ୍ ଅବତାର ଲୋକଙ୍କୁ ଆକର୍ଷଣ କଲେ ଦିଶା ପାଟନୀ

ଦିଶା ପାଟନୀ ନିଜର ଗ୍ଲାମରସ୍ ଅବତାର ପାଇଁ ଜଣାଶୁଣା। ଯେତେବେଳେ ବି ସେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରନ୍ତି, ପ୍ରଶଂସକଙ୍କ ନଜର ତାଙ୍କ ଉପରେ ରହିଯାଏ। ନିକଟରେ ଦିଶା ଇନଷ୍ଟାଗ୍ରାମରେ ତାଙ୍କର ଗ୍ଲାମରସ୍ ଲୁକ୍‌ର ଫଟୋ ଶେୟାର କରିଛନ୍ତି। ନଜର ପକାନ୍ତୁ…

Sikandar
Sikandar: ପ୍ରଥମ ଦିନରେ କରିବ ୩୦ କୋଟିରୁ ଅଧିକ ବିଜିନେସ୍!

ଆସିଛି ଇଦ, ଫେରିଛନ୍ତି ଭାଇଜାନ। ସିଲଭର୍ ସ୍କ୍ରିନରେ ଏଥର ସିକନ୍ଦରର ସୁପର୍ ଶୋ'। ଆଗୁଆ ବୁକିଙ୍ଗକୁ ଦେଖିଲେ ଲାଗୁଛି ସିନେମା ପ୍ରଥମ ଦିନରେ ୩୦ କୋଟିରୁ ଅଧିକ ବିଜିନେସ୍ କରିବ।

Salman khan fan free distributes 800 tickets worth 1 point 72 lakh
Sikandar: ସଲମାନ ଖାନଙ୍କ ବଡ ପ୍ରଶଂସକ; ବାଣ୍ଟିଲେ ଲକ୍ଷାଧିକ ଟଙ୍କାର ଟିକେଟ୍‌

ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସଲମାନଙ୍କ ଜଣେ ପ୍ରଶଂସକ ୧.୭୨ ଲକ୍ଷ ଟଙ୍କାର ଟିକେଟ୍‌ କିଣି ବାଣ୍ଟୁଥିବା ଦେଖିବାକୁ ମିଳେ। 'ସିକନ୍ଦର' ଫିଲ୍ମର ଟିକେଟ୍ କିଣି ବାଣ୍ଟୁଛନ୍ତି।

Kartik Aaryan
Kartik Aaryan: ଗୁଜବ ବଜାରକୁ ପୁଣି ଗରମ କଲେ କାର୍ତ୍ତିକ ଆର୍ଯ୍ୟନ; ଶ୍ରୀଲୀଲାଙ୍କ ସହ ପ୍ରେମକୁ ନେଇ ଚର୍ଚ୍ଚା

ଆଜିକାଲି କାର୍ତ୍ତିକ ଆର୍ଯ୍ୟନ ଏବଂ ଶ୍ରୀଲୀଲାଙ୍କ ପ୍ରେମ ସମ୍ପର୍କକୁ ନେଇ ଆଲୋଚନା ହେଡ୍‌ଲାଇନ୍‌ ସୃଷ୍ଟି କରୁଛି। ନିକଟରେ କାର୍ତ୍ତିକ ଶ୍ରୀଲୀଲାଙ୍କ ସହ ତାଙ୍କର ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି, ଯାହା ପରେ ଗୁଜବ ବଜାର ପୁଣି ଗରମ ହୋଇଯାଇଛି।

Salman khan said we have gone through lot of controversies
Sikandar: ଅନେକ ବିବାଦ ଦେଇ ଗତି କରିଛୁ ଆଉ କୌଣସି ବିବାଦ ଦରକାର ନାହିଁ: ସଲମାନ୍ ଖାନ୍

ଭାଇଜାନ୍ ମଧ୍ୟ ଅନ୍ୟ ଅଭିନେତାଙ୍କ ଭଳି ବିବାଦ ସହ ଜଡିତ ଅଛନ୍ତି। ତାଙ୍କର ଆଗାମୀ ଫିଲ୍ମର ପ୍ରମୋସନ ବେଳେ ସେ ସ୍ୱୀକାର କରିଛନ୍ତି ଯେ ସେ ଅନେକ ବିବାଦ ଦେଇ ଗତି କରିଛନ୍ତି ଏବଂ ବର୍ତ୍ତମାନ ସେ ଆଉ ବିବାଦରେ ପଶିବାକୁ ଚାହାଁନ୍ତି ନାହିଁ।