• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bold Pics

Nora fatehi shared latest pics in shimmery saree
Nora Fatehi: ଝିଲିମିଲି ଶାଢିରେ ଲୋକଙ୍କ ମନ କିଣିଲେ ଡ୍ୟାନ୍ସ କ୍ୱିନ୍ ନୋରା ଫତେହୀ

ଅଭିନେତ୍ରୀ ନୋରା ଫତେହୀ, ତାଙ୍କ ଡ୍ୟାନ୍ସ ମୁଭ୍ସ ଏବଂ ବୋଲ୍ଡ ଫିଗର ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ବୋଲ୍ଡନେସରେ ଏତେ ପାଗଳ କରିଦେଇଛନ୍ତି ଯେ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ କେବେ ବି ହେଳା କରନ୍ତି ନାହିଁ।

Avneet kaur look gorgeous in short black dress
Avneet Kaur: କଳା ଟପ୍ - ବାଦାମୀ ସର୍ଟସ୍‌ରେ ଅବନୀତ କୌର୍‌ଙ୍କ ଘାତକ ଲୁକ୍

ବଲିଉଡ୍‌ ଅଭିନେତ୍ରୀ ଅବନୀତ କୌର୍‌ ଅଭିନୟ ଅପେକ୍ଷା ନିଜର ଘାତକ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଲାଟେଷ୍ଟ୍ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କୁ ଖୁବ ପ୍ରଭାବିତ କରନ୍ତି। ତାଙ୍କ ଷ୍ଟନିଂ ଅବତାର ଇଣ୍ଟରନେଟ୍‌ରେ ଆସିବା ମାତ୍ରେ ଭାଇରାଲ ହେବା ଆରମ୍ଭ କରେ।

Neha Sharma shared latest look in ethnic outfit see her stunning poses
Neha Sharma: ଭାଇରାଲ୍ ହେଉଛି ନେହା ଶର୍ମାଙ୍କ ବୋଲ୍ଡ ଅବତାର

ବି-ଟାଉନର ଗ୍ଲାମରସ୍ ନାୟିକା ନେହା ଶର୍ମା ତାଙ୍କ ଫିଲ୍ମ ଅପେକ୍ଷା ନିଜର ହଟ୍‌ ଏବଂ ବୋଲ୍ଡନେସ୍ ପାଇଁ ଅଧିକ ଚର୍ଚ୍ଚାରେ ରୁହନ୍ତି। ଯେତେବେଳେ ବି ସେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଫଟୋ ପୋଷ୍ଟ୍‌ କରନ୍ତି, ସେସବୁ କିଛି ମିନିଟ୍ ମଧ୍ୟରେ ଭାଇରାଲ୍ ହୋଇଯାଏ।

Actress sakshi malik look gorgeous in saree see her revealing pics
Sakshi Malik: ସାକ୍ଷୀ ମଲିକଙ୍କ ନିଆଁଲଗା ଲୁକ୍; ହୋସ୍ ଉଡ଼େଇଲେ ପ୍ରଶଂସକ

ଅଭିନେତ୍ରୀ ସାକ୍ଷୀ ମଲିକ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ସହ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରି ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କର ବୋଲ୍ଡ ଏବଂ ଘାତକ ଅବତାର ଇଣ୍ଟର୍‌ନେଟ୍‌ରେ ଆସିବା ମାତ୍ରେ ଭାଇରାଲ ହେବା ଆରମ୍ଭ କରେ। ବର୍ତ୍ତମାନ ସେ ହୁଏତ କୌଣସି ଫିଲ୍ମରେ ନଜର ଆସି ନାହାନ୍ତି, କିନ୍ତୁ ସେ ତାଙ୍କ ଲୁକ୍ସ୍ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଛନ୍ତି।

Actress pooja hedge shared latest look in red short dress
Pooja Hedge: ନାଲି ଡ୍ରେସ୍‌ରେ ନିଆଁ ଲଗେଇଲେ ପୂଜା ହେଗ୍‌ଡେ; ଲୋକେ ଦିବାନା

ସାଉଥ୍‌ରୁ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିବା ଅଭିନେତ୍ରୀ ପୂଜା ହେଗ୍‌ଡେଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ବି-ଟାଉନର ବୋଲ୍ଡ ଏବଂ ଗ୍ଲାମରସ୍ ଅଭିନେତ୍ରୀ ପୂଜା ପ୍ରତିଦିନ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଲାଟେଷ୍ଟ୍ ଫଟୋ ଶେୟାର କରି ସେମାନଙ୍କୁ ପାଗଳ କରି ଦିଅନ୍ତି। ତାଙ୍କର ଘାତକ ଅବତାର ଇଣ୍ଟର୍‌ନେଟ୍‌କୁ ଆସିବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରେ।

Actress avneet kaur shared latest pics in revealing outfit
Avneet Kaur: ସୋସିଆଲ୍ ମିଡିଆରେ ଲୋକଙ୍କୁ ଦିବାନା କରୁଥିବା ଅବନୀତ କୌର୍‌ଙ୍କ ଘାତକ ଲୁକ୍

ବଲିଉଡ୍‌ ଅଭିନେତ୍ରୀ ଅବନୀତ କୌର୍‌ ସୋସିଆଲ୍‌ ମିଡିଆରେ ବେଶ୍ ଲୋକପ୍ରିୟ। ଅଭିନେତ୍ରୀ ପ୍ରତିଦିନ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଲାଟେଷ୍ଟ୍ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନିଜର ଆଧିପତ୍ୟ ଜାରି ରଖିଛନ୍ତି। ସେ ଯେତେବେଳେ ବି ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଫଟୋ ପୋଷ୍ଟ କରନ୍ତି, ସେସବୁ କିଛି ମିନିଟ୍‌ରେ ଭାଇରାଲ୍ ହେବା ଆରମ୍ଭ କରେ।

actress malaika arora look gorgeous in black coat flaunt perfect figure
Malaika Arora: ବ୍ଲାକ୍ କୋଟ୍-ସ୍ଲିମ୍ ଫିଟ୍ ସ୍କର୍ଟରେ ମଲାଇକା ଅରୋରାଙ୍କ ଷ୍ଟାଇଲିସ୍ ଲୁକ୍

ବଲିଉଡ୍‌ର ଜଣେ ଶ୍ରେଷ୍ଠ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ବର୍ତ୍ତମାନ ୫୧ ବର୍ଷ ବୟସ ହୋଇଥିଲେ ବି ସେ ପ୍ରତିଦିନ ବି-ଟାଉନ୍‌ର ଷ୍ଟାର୍‌କିଡ୍ସଙ୍କୁ ନିଜ ବୋଲ୍ଡଲୁକ୍‌ରେ ପାଗଳ କରିଦିଅନ୍ତି। ସେ ପ୍ରାୟତଃ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ବୋଲ୍ଡ ଏବଂ ହଟ୍‌ ଫଟୋ ପୋଷ୍ଟ୍‌ କରି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରନ୍ତି।

Disha Patani’s Holiday Look Hotter Than Ever
Disha Patani: ବଡୀ ଫିଟ୍ ଆଉଟ୍‌ ଲୁକ୍‌ରେ ଦିଶା ପଟାନୀଙ୍କ ଫିଟ୍ ଫିଗର୍‌ର ଝଲକ୍

ଦିଶା ପଟାନୀ ବଲିଉଡ୍‌ର ସବୁଠାରୁ ହଟ୍‌ ଏବଂ ଫିଟ୍ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ଏବେ ମନୀଷ ମଲହୋତ୍ରାଙ୍କ ନୂଆ ବର୍ଷ ପାର୍ଟୀରେ ଦିଶା ପଟାନୀଙ୍କ ଚମତ୍କାର ଷ୍ଟାଇଲ୍‌ ଦେଖି ଲୋକେ ପାଗଳ ହୋଇଯାଇଛନ୍ତି। ବଡୀ ଫିଟ୍ ପୋଷାକରେ ଦିଶାଙ୍କ ଖୋଲା ଚୁଟି ଏବଂ ମଡେଲ୍ ପରି ଲୁକ୍ ଦେଖି ଆପଣ ମଧ୍ୟ ତାଙ୍କୁ ପ୍ରଶଂସା କରିବେ।

Jahnvi kapoor look beautiful in bodycon dress
Jahnvi Kapoor: ଗ୍ଲାମରସ୍‌ ଲୁକ୍‌ରେ ପ୍ରଶଂସକଙ୍କ ମନ ମୋହିଲେ ଜାହ୍ନବୀ କପୁର

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ପ୍ରତିଦିନ ନିଜର ଗ୍ଲାମରସ୍ ଏବଂ ହଟ୍‌ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥାନ୍ତି। ବି-ଟାଉନ୍‌ର ଏହି ସୁନ୍ଦରୀ ଅଭିନେତ୍ରୀ ପ୍ରାୟତଃ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଚମତ୍କାର ଫଟୋ ଶେୟାର କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଇଣ୍ଟର୍‌ନେଟ୍‌ରେ ଆସିବା ମାତ୍ରେ ତାଙ୍କ ବୋଲ୍ଡ ଷ୍ଟାଇଲ୍ ଭାଇରାଲ୍ ହେବାକୁ ଲାଗେ।

When a storm like mms came in riya sen life destroyed her entire film career
Riya Sen Viral Photos: ଗୋଟିଏ MMS ସାରିଦେଲା ରିୟାଙ୍କ ଫିଲ୍ମ କ୍ୟାରିୟର୍; ଦେଇଥିଲେ ଅନେକ ହିଟ୍ସ

ଦିନେ ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ରିୟା ସେନ୍‌ଙ୍କ ନାମ ନିଆଯାଇଥିଲା | ତାଙ୍କର ଫିଲ୍ମ୍ କ୍ୟାରିୟର ମଧ୍ୟ ବହୁତ ଭଲରେ ଚାଲିଥିଲା, କିନ୍ତୁ ହଠାତ୍ ଏକ ନକଲି MMS ତାଙ୍କ ଜୀବନରେ ଏପରି ଝଡ଼ ଆଣିଲା ଯେ ତାଙ୍କ ବଲିଉଡ୍‌ କ୍ୟାରିୟର ସଂପୂର୍ଣ୍ଣ ନଷ୍ଟ ହୋଇଗଲା।

Shraddha das look beautiful in pink saree see her stunning poses
Shraddha Das: ପିଙ୍କ୍ ଶାଢିରେ କଙ୍ଗୁଭା ସିଙ୍ଗର୍ ଶ୍ରଦ୍ଧା ଦାସଙ୍କ ଆକର୍ଷଣୀୟ ଲୁକ୍...ଦେଖନ୍ତୁ କିଛି ଝଲକ୍

ଶ୍ରଦ୍ଧା ଦାସ ଅଭିନୟ ସହିତ ଏବେ ସଂଗୀତରେ ମଧ୍ୟ ନିଜର ପରିଚୟ ତିଆରି କଲେଣି। ସେ ଫିଲ୍ମ କଙ୍ଗୁଭାରେ ଏକ ଦମଦାର ଗୀତ ଗାଇଛନ୍ତି ଯାହା ବର୍ତ୍ତମାନ ୟୁଟ୍ୟୁବ୍‌ରେ ଲକ୍ଷାଧିକ ଭିୟୁ ପାଇବାରେ ଲାଗିଛି। ଶ୍ରଦ୍ଧା ତାଙ୍କ ଅଭିନୟ ଅପେକ୍ଷା ତାଙ୍କ ବୋଲ୍ଡ ଲୁକ୍ ପାଇଁ ଲୋକମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ।

Sophie choudry shared latest photos in lehanga see her sizzling poses
Sophie Choudry: ନିଜ ଗ୍ଲାମର ଲୁକ୍‌ରେ ଲୋକଙ୍କୁ ପାଗଳ କଲେ ସୋଫି ଚୌଧୁରୀ

ବଲିଉଡ୍‌ ଅଭିନେତ୍ରୀ ତଥା ଗାୟିକା ସୋଫି ଚୌଧୁରୀ ତାଙ୍କ ବୋଲ୍ଡ ଏବଂ ଗ୍ଲାମରସ୍ ଲୁକ୍ ଯୋଗୁଁ ସୋସିଆଲ୍ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ କେବଳ ତାଙ୍କ ଅଭିନୟ ନୁହେଁ ବରଂ ତାଙ୍କ ଗୀତ ଦ୍ୱାରା ଲୋକଙ୍କ ହୃଦୟରେ ରାଜ କରିଛନ୍ତି। ତାଙ୍କର ପ୍ରତ୍ୟେକ ଲୁକ ସୋସିଆଲ୍ ମିଡିଆରେ ଆସୁ ଆସୁ ଭାଇରାଲ୍ ହୁଏ।

Nushrat bharucha look gorgeous in pink lehanga
Nushrat Bharucha: ପିଙ୍କ୍ ଲେହେଙ୍ଗାରେ ପ୍ରଶଂସକଙ୍କ ମନ କିଣିଲେ ବଡିଉଡ୍ ସୁନ୍ଦରୀ ନୁସରତ

ବଲିଉଡ୍‌ ଇଣ୍ଡଷ୍ଟୀର ସୁନ୍ଦରୀ ଅଭିନେତ୍ରୀ ନୁସରତ ଭରୁଚା ସୋସିଆଲ ମିଡିଆରେ ନିଜ ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆରେ ତାଙ୍କ ଫଟୋ ଆସିବା ମାତ୍ରେ ତାଙ୍କର ପ୍ରତ୍ୟେକ ଲୁକ୍ ଟ୍ରେଣ୍ଡ୍‌ ହେବା ଆରମ୍ଭ କରେ। ଅଭିନେତ୍ରୀ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ସେ ନିଜ ଅଭିନୟ ସହିତ ପ୍ରାୟତଃ ପ୍ରଶଂସକଙ୍କ ହୃଦୟ ଜିତନ୍ତି।

Avneet kaur look stunning in animal print outfit see her glamorous look
Avneet Kaur: ଗ୍ଲାମରସ ଲୁକ୍‌ରେ ପ୍ରଶଂସକଙ୍କୁ ପାଗଳ କଲେ ଅବନୀତ କୌର୍‌

ବଲିଉଡ୍‌ ଅଭିନେତ୍ରୀ ଅବନୀତ କୌର ନିଜର ବୋଲ୍ଡନେସ୍ ଏବଂ ହଟ୍‌ନେସ୍ ଯୋଗୁଁ ସୋସିଆଲ ମିଡିଆରେ ସର୍ବଦା ଲାଇମଲାଇଟରେ ରହିଥା’ନ୍ତି। ତାଙ୍କର ଘାତକ ଷ୍ଟାଇଲ୍ ସୋସିଆଲ ମିଡିଆରେ ଶେୟାର ହେବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରେ। ଅଭିନେତ୍ରୀ ଜଣେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ସେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ ପାଲଟିଯାଇଛନ୍ତି।

Actress palak tiwari shared pics in bodycon outfit
Palak Tiwari: ସଟ୍ ବଡିକନ୍‌ରେ ପଲକ ତିୱାରୀଙ୍କ ଘାତକ ଲୁକ୍; ପାଗଳ ହେଲେ ପ୍ରଶଂସକ

ନିକଟରେ ଅଭିନେତ୍ରୀ ତାଙ୍କର ସର୍ବଶେଷ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ସେକ୍ସି ଷ୍ଟାଇଲ୍ ଦେଖି ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ ଟିକିଏ ବି ହେଳା କରୁ ନାହାନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କ ଘାତକ ଲୁକ୍ ଦେଖି ପ୍ରଶଂସକମାନେ ତାଙ୍କ ଦିବାନା ହେଲେଣି।

Urfi javed bold and sizzling looks which shocked social media users
ସୋସିଆଲ୍ ମିଡିଆର ସକ୍‌ ଦେଲେ ସେନ୍ସେସ୍‌ ଗାର୍ଲ ଉର୍ଫି ଜାଭେଦ୍

ଆଜିକାଲି ସୋସିଆଲ୍ ମିଡିଆ ସେନ୍ସେସ୍‌ର ଏକ ତାଲିକା କଲେ ଟପ୍‌ ୱାନ୍‌ରେ ଉର୍ଫି ଜାଭେଦ୍ ହିଁ ରହିବେ। ନିଜର ଅନନ୍ୟ ଫ୍ୟାଶନ୍ ସେନ୍ସ କାରଣରୁ ସେ ପ୍ରତିଦିନ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ତାଙ୍କ ବୋଲ୍ଡ ଚେହେରା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି।

Janhvi kapoor shared latest look from iifa award 2024 see her sizzling poses
IIFA 2024 ପୁରସ୍କାର ଉତ୍ସବରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଜାହ୍ନଭୀ କପୁର

ବଲିଉଡ ଅଭିନେତ୍ରୀ ଜାହ୍ନଭୀ କପୁର ତାଙ୍କ ଚମତ୍କାର ଫ୍ୟାଶନ ଷ୍ଟେଟ୍‌ମେଣ୍ଟ ଯୋଗୁଁ ସୋସିଆଲ ମିଡିଆରେ ସର୍ବଦା ଲାଇମଲାଇଟ୍‌ରେ ରହିଥା’ନ୍ତି। ତାଙ୍କ ବୋଲ୍ଡ ଲୁକ୍ ଇଣ୍ଟରନେଟ୍‌ରେ ପଡିବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରେ। ଆଜିକାଲି ଆବୁଧାବିରେ IIFA 2024 ପୁରସ୍କାର ଉତ୍ସବ ଅନୁଷ୍ଠିତ ହେଉଛି, ଯେଉଁଥିରେ ଅନେକ ସେଲିବ୍ରିଟି ଅଂଶଗ୍ରହଣ କରିଛନ୍ତି। ଏଠାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜାହ୍ନଭୀ।

Shweta tiwari shared latest pictures in orange stylish outfit
୪୩ ବର୍ଷରେ ବି ଜଲ୍‌ୱା; ଭାଇରାଲ୍ ହେଲା ଶ୍ୱେତା ତିୱାରୀଙ୍କ ଆକର୍ଷଣୀୟ ଲୁକ୍‌

ବୋଲ୍ଡ ଏବଂ ହଟ୍ ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ସୋସିଆଲ ମିଡିଆରେ ତାଙ୍କର ଆକର୍ଷଣୀୟ ଲୁକର ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାରେ ରହିବାର କଳା ଜାଣନ୍ତି। ସୋସିଆଲ୍ ମିଡିଆରେ ପଡିବା ମାତ୍ରେ ତାଙ୍କର ବୋଲ୍ଡ ଲୁକ୍ ଭାଇରାଲ୍ ହେବାକୁ ଲାଗେ। ବର୍ତ୍ତମାନ ଏହି ଅଭିନେତ୍ରୀ ପ୍ରଶଂସକଙ୍କ ମଧ୍ୟରେ ତାଙ୍କର ଲାଟେଷ୍ଟ୍ ଫଟୋକୁ ନେଇ ପ୍ରଶଂସା ପାଉଛନ୍ତି।

Monalisa Leaves Fans Awestruck With Her Latest white bodycon dress
ଇଣ୍ଟରନେଟ୍‌ରେ ଲୋକଙ୍କୁ ପାଗଳ କଲେ ଭୋଜପୁରୀ ଅଭିନେତ୍ରୀ ମୋନାଲିସା

ଭୋଜପୁରୀ ଜଣାଶୁଣା ଅଭିନେତ୍ରୀ ମୋନାଲିସା ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ଲାଟେଷ୍ଟ୍ ଲୁକ୍‌ର ଫଟୋ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ସବୁବେଳେ ପାଗଳ କରି ରଖନ୍ତି। ତା’ର ଚମତ୍କାର ଷ୍ଟାଇଲ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୁଏ ଆଉ ହଇଚଇ ସୃଷ୍ଟି କରେ। ବର୍ତ୍ତମାନ ଅଭିନେତ୍ରୀ ଇଣ୍ଟରନେଟରେ ନିଜର ଲାଟେଷ୍ଟ୍ ଫଟୋ ଶେୟାର କରି ଇଣ୍ଟରନେଟ୍ ପାରା ବଢେଇ ଦେଇଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କ ବୋଲ୍ଡ ଅବତାର ଦେଖିବା ପରେ ଲୋକମାନେ ହୋଶ୍ ଉଡେଇଛନ୍ତି।

Disha patani looks stunning in black bodycon
ବ୍ଲାକ୍ ବଡିକନ୍‌ରେ ଦିଶା ପଟାନୀ ଦେଖେଇଲେ କିଲର୍‌ ଲୁକ୍; ଥରେ ଦେଖିଲେ ନଜର ହଟିବନି

ବଲିଉଡ୍‌ ସୁନ୍ଦରୀ ଦିଶା ପଟାନୀ ପୁଣି ଥରେ ନିଜର ହଟ୍‌ ଲୁକ୍ ସହିତ ସୋସିଆଲ ମିଡିଆର ତାପମାତ୍ରା ବଢାଇଦେଇଛନ୍ତି। ସେ ନିକଟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ହଟ୍ ଏବଂ ବୋଲ୍ଡ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଟ୍ୟୁବ୍ ବଡିକନ୍ ଡ୍ରେସ୍‌ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କର ଏହି ଗ୍ଲାମରସ୍ ଲୁକ୍ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।

sunny leone new bold and hot look goes viral on social media
ପ୍ରଶଂସକଙ୍କୁ ପୁଣି ପାଗଳ କଲେ ବୋଲ୍ଡ କ୍ୱିନ୍ ସନ୍ନି ଲିଓନ; ଫଟୋ ହେଉଛି ଭାଇରାଲ୍‌

ବଲିଉଡ୍‌ର ଗ୍ଲାମରସ ଅଭିନେତ୍ରୀ ସନ୍ନି ଲିଓନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ତାଙ୍କ ଫଟୋ ଏବଂ ଭିଡିଓ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ସନ୍ନିଙ୍କର ପ୍ରତ୍ୟେକ ପୋଷ୍ଟ ଇଣ୍ଟରନେଟ୍‌ରେ ଭାଇରାଲ ହୁଏ ଆଉ ସୋସିଆଲ୍ ମିଡିଆରେ ନିଆଁ ଲଗାଏ। ପ୍ରତିଦିନ ସେ ନିଜ ସୋସିଆଲ ଆକାଉଣ୍ଟରେ ଏମିତି କିଛି ଫଟୋ ଶେୟାର କରନ୍ତି ଯେ ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ପାଗଳ ହୋଇଯାଆନ୍ତି।