Advertisment

Urmila Matondkar: ୫୧ ବର୍ଷରେ ଉର୍ମିଲା ମାତୋଣ୍ଡକରଙ୍କ ଗ୍ଲାମର୍‌ ତଡ୍‌କା; ପ୍ରଶଂସକଙ୍କ ନଜର ଉଠୁନି

୯୦ ଦଶକର ପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଲେ ଉର୍ମିଲା ମାତୋଣ୍ଡକର ଯିଏ ଏବେ ବି ପ୍ରଶଂସକଙ୍କ ହୃଦୟରେ ରାଜ୍ କରନ୍ତି। ଉର୍ମିଲା ଏବେ ବି ସୋସିଆଲ ମିଡିଆରେ ଲୋକପ୍ରିୟ। ସେ ତାଙ୍କର ଗ୍ଲାମରସ୍ ଫଟୋ ଶେୟାର କରିଛନ୍ତି। ଏଥର ସେ ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଯାହା ଯୋଗୁଁ ପ୍ରଶଂସକମାନେ ତାଙ୍କ ଉପରୁ ନଜର ହଟାଇ ପାରୁନାହାଁନ୍ତି।

author-image
Pramod Behera
Urmila Matondkar stunning pose at the age of 51

Urmila Matondkar stunning pose at the age of 51

Bollywood Urmila Matondkar Bold Pics
Advertisment
Advertisment