• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bloodbath Marks

ସେଦିନ ରକ୍ତରେ ଭିଜିଥିଲା ଆଉ ଆଜି...
Crime Story: ସେଦିନ ରକ୍ତରେ ରଂଗୀନ ହୋଇଥିଲା, ଆଜି ମାଟିରେ ମିଶେଇଦେଲେ

ଶେଖ୍ ମୁଜିବୁର୍ ରହମାନଙ୍କୁ ବାଂଲାଦେଶରେ "ଜାତିର ପିତା" ବୋଲି କୁହାଯାଏ । ସେ ବାଂଲାଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୭୧ ଏପ୍ରିଲ ୧୭ ରୁ ୧୯୭୫ ଅଗଷ୍ଟ ୧୫ ଯାଏ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଅଗଷ୍ଟ ୧୫ରେ ତାଙ୍କୁ ହତ୍ୟା କରାଯାଇଥିଲା। ବାଂଲାଦେଶ ସ୍ୱାଧୀନତା ପଛରେ ତାଙ୍କର ଭୂମିକା ଅତୁଳନୀୟ।

ସୁଲିଆ ପୀଠରେ ପଶୁବଳି, ପ୍ରଶାସନ ଚୁପ୍
Animal Sacrifice in Sulia Jatra: ସୁଲିଆ ପୀଠରେ ରକ୍ତର ନଦୀ...ଚୁପ୍‌ଚାପ୍ ବସିଛି ପୋଲିସ ପ୍ରଶାସନ

ବଲାଙ୍ଗିର ଜିଲ୍ଳାର ଦେଓଗାଁ ବ୍ଳକର ଜଂଗଲ ଭିତରେ ଥିବା କୁଲତାପଡା ପଂଚାୟତର ଖଇରଗୁରାରେ କାହିଁ କେଉଁ ଆଦିମ କାଳରୁ ପାଳିତ ହୋଇ ଆସୁଥିଲା ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା । ୧୯୭୦ ମସିହାରେ ଆଦିବାସୀ ମାନେ ଦୁଇ ଭାଗ ହୋଇ ଖଇରଗୁରାର ବଡଖଳା ଏବଂ କୁମୁରିଆର ସାନଖଳାରେ ଯାତ୍ରା ପାଳନ କରି ଆସୁଛନ୍ତି । ହଜାର ହଜାର ସଂଖ୍ୟାରେ ପଶୁବଳି ପଡୁଥିବାରୁ, ବଲାଙ୍ଗିର ସହରର କିଛି ସମାଜସେବୀ ଗତ ୨୦ ବର୍ଷ ତଳେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।