• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjd Mla

BJD MLA
ଶାସକ ଦଳର ବିଧାୟକ...ନିଜ ପଂଚାୟତକୁ କରିପାରିଲେନି ରାସ୍ତା

ଜିତିବାକୁ ୪ ବର୍ଷ ପୂରିଲାଣି....ସିଏ ପୁଣି ଶାସକ ଦଳରୁ । ହେଲେ ଏଯାଏଁ ନିଜ ପଞ୍ଚାୟତକୁ କରିପାରିଲେନି ଖଣ୍ଡେ ରାସ୍ତା । ପୋଲ ନଥିବାରୁ ସ୍କୁଲ ଯାଇପାରୁନାହାନ୍ତି ପିଲା...ପାଠ ପଢାରେ ବନ୍ଧା ହେଲାଣି ଡୋରି । ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ସାଜିଛି ପ୍ରଶାସନ।

BJD MLA could not develop own panchayat in Phulbani
ଶାସକ ଦଳର ବିଧାୟକ ଅଛନ୍ତି...ନିଜ ପଂଚାୟତକୁ କରିପାରିଲେନି ରାସ୍ତା

ଜିତିବାକୁ ୪ ବର୍ଷ ପୂରିଲାଣି....ସିଏ ପୁଣି ଶାସକ ଦଳରୁ । ହେଲେ ଏଯାଏଁ ନିଜ ପଞ୍ଚାୟତକୁ କରିପାରିଲେନି ଖଣ୍ଡେ ରାସ୍ତା । ପୋଲ ନଥିବାରୁ ସ୍କୁଲ ଯାଇପାରୁନାହାନ୍ତି ପିଲା...ପାଠ ପଢାରେ ବନ୍ଧା ହେଲାଣି ଡୋରି । ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ସାଜିଛି ପ୍ରଶାସନ

ADR report
କେତେ ଭଦ୍ର ଓ ଶୃଙ୍ଖଳିତ ଆମ ଜନପ୍ରତିନିଧି: ଗୁମର ଖୋଲିଲା ADR ରିପୋର୍ଟ

ADR ବିଶ୍ଳେଷଣ କରିଥିବା ଶାସକ ବିଜେଡିର ୧୧୩ ଜଣ ବିଧାୟକଙ୍କ ମଧ୍ୟରୁ ୪୫ ଜଣଙ୍କ ନାମରେ ଅପରାଧିକ ମାମଲା ଥିବା ବେଳେ ୩୨ ଜଣଙ୍କ ନାଁରେ ଅଛି ଗୁରୁତର ଅପରାଧ ମାମଲା।

ବିଜେଡିରେ ଥାଇ ଜାନକୀଙ୍କ ସରକାରଙ୍କୁ ସୌମ୍ୟଙ୍କ ପ୍ରଂଶସା
ବିଜେଡିରେ ଥାଇ ଜାନକୀଙ୍କ ସରକାରଙ୍କୁ ସୌମ୍ୟଙ୍କ ପ୍ରଂଶସା

ବିଜେଡିରେ ଥାଇ ଜାନକୀଙ୍କ ସରକାରଙ୍କୁ ସୌମ୍ୟଙ୍କ ପ୍ରଂଶସା । କହିଲେ ସେତେବେଳେ ଅଫିସରଙ୍କୁ ଉଠବସ୍ କରାଉଥିଲେ ମନ୍ତ୍ରୀ, ହେଲେ ଏବେ ଚାକିରି ବଞ୍ଚାଇବାକୁ ଅଧିଆ ପଡୁଛନ୍ତି । ରାଜନୀତି ସମୀକ୍ଷକଙ୍କ ମତ ଉଭୟ ସରକାରଙ୍କୁ ଅତି ପାଖରୁ ଦେଖିଛନ୍ତି ସୌମ୍ୟ

BJD MLA Pramod Mallick
ସଭାସ୍ଥଳରେ କ’ଣ ପଚାରିଲେ ଯୁବତୀ ? ଚିହିଙ୍କି ଉଠିଲେ ବିଧାୟକ 

ସର୍ବସମ୍ମୁଖରେ ଅସମ୍ମାନ କରିଥିବା ଅଭିଯୋଗ

MLA Dibya Shankar Mishra
କ୍ୟାପଟେନଙ୍କ ସେକେଣ୍ଡ ଇନିଂସ୍‌; ପ୍ରିୟଙ୍କାଙ୍କ ହାତ ଧରିଲେ ବିଧାୟକ ଦିବ୍ୟଶଙ୍କର

ଆଜି ସକାଳେ ପ୍ରଥମେ ନିର୍ବନ୍ଧ କାର୍ଯ୍ୟ ସଂପନ୍ନ ହୋଇଥିଲା । ଆଉ ଅପରାହ୍ନରେ ହୋଇଥିଲା ବାହାଘର । ଯାହାକୁ ନେଇ ବେଶ୍ ଖୁସି ତାଙ୍କ ସମର୍ଥକ । ଉଭୟ ଦିବ୍ୟଶଙ୍କର ଏବଂ ପ୍ରିୟଙ୍କାଙ୍କ ଏ ହେଉଛି ଦ୍ୱିତୀୟ ବିବାଦ । ନିଜ ନିଜର ପ୍ରଥମ ବୈବାହିକ ଜୀବନରେ କୌଣସି କାରଣକୁ ନେଇ ବିବାଦ ଉଠିଥିଲା ।

Soumya Patnaik
ପୁଣି ସୌମ୍ୟଙ୍କ ଭାଷଣ ବାଣ; ଶାସକ ଦଳକୁ ଶାଣିତ ଆକ୍ରମଣ

କେବଳ ସୌମ୍ୟ ନୁହଁନ୍ତି ବିଜେଡିର ପୂର୍ବତନ ବରି ବିଧାୟକ ଦେବାଶିଷ ନାୟକ ବି କିଛି ଦିନ ତଳେ ଏବେର ମୁଖ୍ୟମନ୍ତ୍ରୀ ଓ ୧୯୯୭ର ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନେକ ଫରକ ଥିବା କହି ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଥିଲେ । ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢିବା ସହ ବିଜେଡିରେ ଯେ ଏବେ ସବୁ କିଛି ଠିକ୍ ନାହିଁ ତା ସାମନାକୁ ଆସିଲାଣି ।

It’s now tough to meet CMs: BJD MLA Soumya Ranjan Patnaik
ସୌମ୍ୟଙ୍କ ତେରଛା ବାଣ- ମୁଖ୍ୟମନ୍ତ୍ରୀମାନଙ୍କ ସହ ଭେଟ ହେବା ସମ୍ଭବ ହେଉନି

ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କନେଷ୍ଟବଲ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଆଇନ ସମାନ। ହେଲେ ଆଜି କିନ୍ତୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭେଟ ହେବା ସମ୍ଭବ ହେଉନି। 

BJD MLA
ସୋମାଲିକାଙ୍କ ପରେ ପୁଣି ଜଣେ ମହିଳାଙ୍କ ସହ ବିଜେଡି ବିଧାୟକଙ୍କ ଫଟୋ ଭାଇରାଲ

ଭାଇରାଲ ଫଟୋକୁ ନେଇ ବିଜେଡିର ଯୁବ ବିଧାୟକ ପାଇଁ ବଢୁଛି ଅଡୁଆ । ସୋମାଲିକା ଦାଶଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଥାନା ପର୍ଯ୍ୟନ୍ତ ମାମଲା ଯାଇଥିଲା । ମାମଲା ଥମିନଥିବା ବେଳେ ଏବେ ଆଉ ଜଣେ ମହିଳାଙ୍କ ସହ ତାଙ୍କର ଫଟୋ ଭାଇରାଲ ହେଉଛି।

Lanjigarh BJD MLA Pradip Disari
ବିଜେଡି MLAଙ୍କ ନାଁରେ ଅପହରଣ ଅଭିଯୋଗ

ବିଧାୟକ କିଛି ସହଯୋଗୀଙ୍କ ସହ ମିଶି ଅପହରଣ କରିଥିବା ଅଭିଯୋଗ ହୋଇଛି।

bjd Mla is no more
ଆଖି ବୁଜିଲେ ବିଜେଡି ବିଧାୟକ ବିଜୟ ରଞ୍ଜନ ବରିହା

ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ମୃତ୍ୟୁ ଘଟିଛି।  ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।

Seeking help from Health Minister is akin to slapping yourself, says BJD MLA
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲକୁ ଚାପୁଡ଼ା ମାରିବା ତାହା: ବିଜେଡି ବିଧାୟକ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲକୁ ଚାପୁଡ଼ା ମାରିବା ତାହା। ବିଧାନସଭାରେ ଆନନ୍ଦପୁରର ବିଜେଡି ବିଧାୟକ ଭାଗିରଥି ସେଠୀ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି। 

Prakash Majhi
ପ୍ରକାଶଙ୍କୁ ଗିରଫ୍ କର ନଚେତ୍ ପରିଣତି ଭୟଙ୍କର ହେବ

ଶାସକ ବିଜେଡି ବିଧାୟକଙ୍କ ବିରୋଧରେ ଯୌନ କେଳେଙ୍କାରୀ ଭଳି ସାଙ୍ଘାତିକ ଅଭିଯୋଗ । ପୀଡ଼ିତା ଅଭିଯୋଗ କରିବା ବି ଦୁଇଦିନ ବିତିଲାଣି । ହେଲେ ପୋଲିସ୍ କିନ୍ତୁ ତଦନ୍ତ ନେଇ ମୁହଁ ଖୋଲୁନି ।

Prakash Majhi
ସତ ହୋଇଥିଲେ ସାଂଘାତିକ ! BJD ବିଧାୟକଙ୍କ ନାଁରେ ଯୌନ ଶୋଷଣ-ଭୃଣହତ୍ୟା ଅଭିଯୋଗ, ପୋଲିସ ରଖୁନି ଏତଲା

ବିଡ଼ିଓଙ୍କୁ ଆକ୍ରମଣ ଅଭିଯୋଗ ଦର୍ଶାଇ ଜଣେ ବିଜେପି ବିଧାୟକଙ୍କୁ ଗିରଫ କରିଥିବା ପୋଲିସ, ଏଭଳି ଜଘନ୍ୟ ଅପରାଧରେ ଜଡ଼ିତ ଶାସକ ଦଳ ବିଧାୟକଙ୍କ ପ୍ରତି କାହିଁକି ଏତେ ଅନୁକମ୍ପା ଦେଖାଉଛି ବୋଲି ଦଳ ପ୍ରଶ୍ନ କରିଛି ।

Face to face with the legislator-former legislator
ବିଧାୟକ ଓ ପୂର୍ବତନ ବିଧାୟକ ମୁହାଁମୁହିଁ, ଭିଡିଓ ଭାଇରାଲ

ସୋରରେ ବିଧାୟକ ଓ ପୂର୍ବତନ ବିଧାୟକ ମୁହାଁମୁହିଁ । ପୂର୍ବତନ ବିଧାୟକ ସୁରେନ୍ଦ୍ର ପାରମାଣିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ବିଧାୟକ ଅଶାଳୀନ ଭାଷା ପ୍ରୟୋଗ ସହ ଠେଲାପେଲା କରିଥିବା ଅଭିଯୋଗ ହୋଇଛି । ପର୍ଶୁରାମ ଧଡ଼ା ଓ ସୁରେନ୍ଦ୍ର ପାରମାଣିକ ମହାଁମୁହିଁ ବେଳର ଭିଡିଓ ଭାଇରାଲ ହୋଇଛି ।

Locals Oppose BJD MLA
ନିର୍ବାଚନ ପ୍ରଚାର ବେଳେ ବିଜେଡି ବିଧାୟକ ହଟହଟା, ଘେରିଗଲେ ଲୋକେ

ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ବିଭିନ୍ନ ସ୍ଥାନରେ ବିଜେଡ଼ି ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଲୋକେ ବିରୋଧ କରିଛନ୍ତି। ଶୁଭ ଦେଇ କାମ କରିବାକୁ ଭୁଲି ଯାଇଥିବାରୁ ବିଧାୟକଙ୍କୁ ପଞ୍ଚାୟତରେ ଗ୍ରାମବାସୀ ଜୋରଦାର ବିରୋଧ କରିଛନ୍ତି।

BJD MLA Kishore Mohanty
ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ଝାରସୁଗୁଡ଼ାର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିବା ସୂଚନା ମିଳିଛି।

BJD MLA Soumya Ranjan Patnaik
‘ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ବିରୋଧରେ କହି ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା’

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିମ୍ବା ବିଜେଡି ବିରୋଧରେ କହି, ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା ବୋଲି ବିଧାୟକ ସୌମ୍ୟ ରଞ୍ଜନ ଯୁକ୍ତି ବାଢିଛନ୍ତି। ଅଣ୍ଡା ମାଡ଼ ନକରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଥିଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି।