• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Anti Ageing

ଚେହେରାରେ ଚମକ ଆଣେ ଏହି ଖାଦ୍ୟ
Health Tips: ଆପଣଙ୍କ ବୟସ ବଢୁଛି...ଚର୍ମରେ କୁଞ୍ଚନ ଆସୁଛି, କ’ଣ କଲେ ଆପଣଙ୍କ ଚେହେରା ଚମକିବ...

ପ୍ରଥମେ ଜାଣିବା ଏଜିଂ ବା ବୟସବୃଦ୍ଧିର ପ୍ରକ୍ରିୟା କିପରି ହୁଏ। ଆପଣ ଜାଣନ୍ତି କି, ଆମ ଶରୀରର ପ୍ରତି କୋଷ ବା ସେଲ୍ ନିଜ ସମୟକାଳ ପରେ ମରିଯାଆନ୍ତି ଏବଂ ବିଭାଜନ ଦ୍ୱାରା ନୂଆ ସେଲ୍ ତିଆରି ହୋଇଥଆନ୍ତି। ଏହାକୁ ରିଜେନେରେସନ୍ କୁହାଯାଏ। ଏଥିପାଇଁ ଆମ ଶରୀରର କୌଣସି ଅଙ୍ଗ କିମ୍ୱା ତ୍ୱଚାରେ କୌଣସି କ୍ଷତ ହେଲେ ମଧ୍ୟ ଏହା ଜଲ୍‌ଦି ଭରଣ ହୋଇଯାଏ। ଏହି କୋଷ ବିଭାଜନ ବା ନୂତନକରଣ ଆମର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଧୀର ହେବାକୁ ଲାଗେ ଏବଂ ଏକ ନିର୍ଦ୍ଦିଷ୍ଟ ବୟସ ପରେ ଏହା ଖୁବ୍ ଶୀଥିଳ ହୋଇଯାଏ।