AAIରେ ଚାକିରି ପାଇବାକୁ ଯୋଜନା କରୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏଥିପାଇଁ AAIର ପୂର୍ବାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଆରସିଏସ୍ ବିମାନବନ୍ଦରରେ ନିଯୁକ୍ତି ମିଳିବ। ଏନେଇ AAI ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଯେଉଁମାନେ ଏୟାରପୋର୍ଟରେ ନିଜର କ୍ୟାରିୟର କରିବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(AAI) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ପୂରଣ ହେବ ୪୯୦ ପଦଦୀ।
ଏହି ସବୁ ଚାକିରି ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଅନ୍ୟୁନ ୧୮ ରୁ ୨୬ ବର୍ଷ ମଧ୍ୟ ହୋଇଥିବା ଆବଶ୍ୟକ ।
ଏହି ପଦବୀ ପାଇଁ ଡିସେମ୍ବର ୨୭ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଜାନୁଆରୀ ୨୬ ।
AAI ନୂତନ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆଜିଠାରୁ ଆରମ୍ଭ ହେଉଥିବା ଜୁନିଅର ଏକ୍ଜିକ୍ୟୁଟିଭ୍ ପଦବୀ ପୂରଣ କରିବାକୁ AAIର ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୪୯୬ ପଦବୀ ପୂରଣ ହେବ
ଖାଲି ପଡ଼ିଛି ୨୯ଟି ସିନିଅର ଆସିଷ୍ଟାଣ୍ଟ ପଦବୀ। ହାତରେ ଆଉ ମାତ୍ର ଅଳ୍ପ ଦିନ। ତୁରନ୍ତ ଆବେଦନ କରନ୍ତୁ।